ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 01:00 pm

ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,

ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 08th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 13th, 06:52 pm

ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜନ୍ମଜୟନ୍ତୀ ବର୍ଷର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କର ମୁଁ ହୃଦୟରୁ ଅଭିନନ୍ଦନ କରୁଛି । ଏହି ପୂଣ୍ଣ୍ୟ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଅକେ ଅନେକ ଶୁଭକାମନା ଜଣାଉଛି । ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜନ୍ମବର୍ଷ ସମଗ୍ର ଦେଶ ପାଇଁ ଏକ ଐତିହାସିକ ଅବସର ଅଟେ । ତାଙ୍କର ପ୍ରେରଣାଗୁଡ଼ିକୁ, ତାଙ୍କର ବିଚାରଗୁଡ଼ିକୁ ଆମର ନୂତନ ପୀଢ଼ି ପାର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦେଶ ଏହି ପୁରା ବର୍ଷକୁ ବିଶେଷ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେଇଥିଲା । ଏଥିପାଇଁ ଏକ ବିଶେଷ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ସଂସ୍କୃତି ମନ୍ତ୍ରଣାଳୟର ନେତୃତ୍ୱରେ ସମସ୍ତ ଭିନ୍ନ-ଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପୁଡ଼ୁଚେରୀର ଭୂମିରେ, ଯାହାକି ମହର୍ଷିଙ୍କର ନିଜର ତପୋଃସ୍ଥଳୀ ମଧ୍ୟ ରହିଛି, ଆଜି ରାଷ୍ଟ୍ର ତାଙ୍କୁ ଆହୁରି ଏକ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଆଜି ଶ୍ରୀ ଅରବିନ୍ଦଙ୍କ ଉପରେ ଏକ ସ୍ମଅତିସ୍ୱରୂପ କଏନ ଏବଂ ପୋଷ୍ଟାଲ ଷ୍ଟାମ୍ପ ମଧ୍ୟ ରିଲିଜ୍ କରାଯାଇଛି । ମୋତେ ବିଶ୍ୱାସ ଅଛି ଯେ ଶ୍ରୀ ଅରବିନ୍ଦଙ୍କର ଜୀବନ ଏବଂ ତାଙ୍କର ଶିକ୍ଷା ଦ୍ୱାରା ପ୍ରେରଣା ଦେବାକୁ ଯାଇ ରାଷ୍ଟ୍ରର ଏହି ପ୍ରୟାସ ଆମର ସଙ୍କଳ୍ପକୁ ଏକ ନୂତନ ଶକ୍ତି ଦେବ, ନୂତନ ବଳ ମଧ୍ୟ ଦେବ ।

PM addresses programme commemorating Sri Aurobindo’s 150th birth anniversary via video conferencing

December 13th, 06:33 pm

The Prime Minister, Shri Narendra Modi addressed a programme celebrating Sri Aurobindo’s 150th birth anniversary via video conferencing today in Kamban Kalai Sangam, Puducherry under the aegis of Azadi ka Amrit Mahotsav. The Prime Minister also released a commemorative coin and postal stamp in honour of Sri Aurobindo.

Rule of Law has been the basis of our civilization and social fabric: PM

February 06th, 11:06 am

PM Modi addressed Diamond Jubilee celebrations of Gujarat High Court. PM Modi said, Our judiciary has always interpreted the Constitution positively and strengthened it. Be it safeguarding the rights of people or any instance of national interest needed to be prioritised, judiciary has always performed its duty.

ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ବୋଧନ

February 06th, 11:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଦ୍‍ବୋଧନ ଦେଇଛନ୍ତି । ଏହି ଅବସରରେ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର 60 ବର୍ଷ ପୂର୍ତ୍ତି ଅବସରରେ ସେ ଏକ ସ୍ମାରକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ବ୍ୟାପାର ମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଗଣ, ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ବହୁ ଆଇନଜୀବି ଏହି ସମାବେଶରେ ଉପସ୍ଥିତ ଥିଲେ ।

ଗୁଜରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

February 04th, 08:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 6, 2021 ସକାଳ 10.30 ସମୟରେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠାର ଷାଠିଏ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।

ଚୌରୀଚୌରାର ଶହୀଦମାନଙ୍କୁ ଯଥାର୍ଥ ମାନ୍ୟତା ମିଳିନାହିଁ: ପ୍ରଧାନମନ୍ତ୍ରୀ

February 04th, 05:37 pm

ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି । ଦେଶ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ କରୁଥିବାର ଦୃଷ୍ଟିରୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ଉପନୀତ ବୋଲି ସେ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଗୋରଖପୁର ନିକଟସ୍ଥ ଚୌରୀଚୌରାଠାରେ ଚୌରୀଚୋରା ଶତବାର୍ଷିକୀ ସମାରୋହର ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି ।

ଉତ୍ତରପ୍ରେଦେଶର ଗୋରଖପୁରଠାରେ ଚୌରିଚୌରା ଶତବାର୍ଷିକୀ ପାଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 04th, 02:37 pm

ଭଗବାନ ଶିବଙ୍କ ଅବତାର ଗୋରଖନାଥଙ୍କ ଭୂମିକୁ ପ୍ରଣାମ କରୁଛି । ଦେବରହା ବାବାଙ୍କ ଆଶୀର୍ବାଦରୁ ଏହି ଜିଲ୍ଲା ଖୁବ୍ ଆଗକୁ ବଢିଚାଲିଛି । ଆଜି ଦେବରାହ ବାବାଙ୍କ ଭୂମିରେ ମୁଁ ଚୌରିଚୌରାର ମହାନ୍ ଲୋକମାନଙ୍କୁ ସ୍ୱାଗତ କରିବା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରଣିପାତ କରୁଛି ।

ଚୌରୀଚୌରା ଶତବାର୍ଷିକୀ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

February 04th, 02:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ଅନ୍ତର୍ଗତ ଚୌରୀଚୌରାଠାରେ ଚୌରୀଚୌରା ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଚୌରୀଚୌରା ଘଟଣାକୁ ଆଜି ଶହେବର୍ଷ ପୂରଣ ହୋଇଛି ଓ ଏହା ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଚୌରୀଚୌରା ଶତବାର୍ଷିକୀର ସୃତିରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

‘ଚୌରୀ ଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 02nd, 12:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 4, 2021ରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ଗୋରଖପୁର ଚୌରୀ ଚୌରା ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପରିଚିତ ‘ଚୌରୀ ଚୌରା’ର 100 ବର୍ଷ ପୂର୍ତ୍ତି ହେଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚୌରୀ ଚୌରା ଶତବାର୍ଷିକୀ ସମାରୋହର ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଆସନ୍ତା 25 ତାରିଖ ଦିନ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 23rd, 01:13 pm

ଆସନ୍ତା 25 ତାରିଖ ଦିନ ଅପରାହ୍ନ 5.30 ମିନଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ । ଏହି ବିଶ୍ଵବିଦ୍ୟାଳୟ 1920ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ନିଜର ଶତବାର୍ଷିକୀ ପାଳନ କରୁଛି ।

ଆସନ୍ତାକାଲି ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

August 04th, 07:07 pm

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ ।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଳେ ଭାରତ – ବାଂଲାଦେଶ ପକ୍ଷରୁ ଜାରି ମିଳିତ ବିବୃତ୍ତି

October 05th, 06:40 pm

ଏହି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପାରସ୍ପରିକ ସଦ୍ଭାବ ଏବଂ ଉଷ୍ମ ବାତାବରଣ ମଧ୍ୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ, ଦୁଇ ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ବୁଝାମଣା ପତ୍ର/ରାଜିନାମା ସ୍ୱାକ୍ଷର ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

PM Modi presents Yoga Awards & launches 10 AYUSH centers

August 30th, 11:00 am

Prime Minister Narendra Modi presents Yoga Awards & launches 10 AYUSH centers.

Today, people of the country are working towards creating a strong India, in line with Netaji's vision: PM Modi

December 30th, 05:01 pm

The Prime Minister, Shri Narendra Modi, visited Port Blair in the Andaman and Nicobar Islands today. In Port Blair, he laid a wreath at the Martyrs Column, and visited the Cellular Jail. At Cellular Jail, he visited the cells of Veer Savarkar, and other freedom fighters. He hoisted a high mast flag and offered floral tributes at the Statue of Netaji Subhas Chandra Bose.

ଆଣ୍ଡାମାନରେ ପ୍ରଧାନମନ୍ତ୍ରୀ: ପୋର୍ଟ ବ୍ଲେୟାର ସେଲ୍ୟୁଲାର ଜେଲ ପରିଦର୍ଶନ ସହ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ

December 30th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହରେ ପୋର୍ଟ ବ୍ଲେୟାର ଗସ୍ତ କଲେ ।

ବାରଣାସୀରେ ‘ଏକ ଜିଲ୍ଲା, ଏକ ସାମଗ୍ରୀ’ ଆଂଚଳିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

December 29th, 05:10 pm

ପୂର୍ବାଂଚଳର ମହାନ ଶିଳ୍ପୀକାର ଭାଇମାନଙ୍କୁ ମୋର ପ୍ରଣାମ । ଦେଶ ଦୁନିଆରେ ନିଜ ହାତର ଚମକ୍ରାରିତା ପାଇଁ ପ୍ରଶଂସିତ ହୋଇଥିବା ଭାଇ-ଭଉଣୀମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ପୁରାତନ କାଳରୁ କାଶୀ ନଗରୀ ଦୁନିଆର ବଜାରରେ ନିଜର ପ୍ରତିଷ୍ଠା ବଜାୟ ରଖିଆସିଛି । ରେଶମର ଶାଢ଼ୀ ହେଉ ଅବା ହାତ ତିଆରି ଖେଳନା, ମୋ କାଶୀ ସବୁଠାରୁ ଆଗରେ ରହିଛି ।

ବାରାଣସୀରେ ପ୍ରଧାନମନ୍ତ୍ରୀ: ଦେଶକୁ ଉତ୍ସର୍ଗ କଲେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ କ୍ୟାମ୍ପସ, “ଏକ ଜିଲ୍ଲା, ଏକ ଉତ୍ପାଦ” ସମ୍ମିଳନୀରେ ସମ୍ବୋଧନ

December 29th, 05:00 pm

ସେ ବାରାଣାସୀରେ ଆନ୍ତର୍ଜାତିକ ଧାନ ଗବେଷଣଶ ପ୍ରତିଷ୍ଠାନ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଏହି ପ୍ରତିଷ୍ଠାନର ବିଭିନ୍ନ ପରୀକ୍ଷାଗାର ବୁଲି ଦେଖିଥିଲେ ।

ଘାଜିପୁର ମେଡିକାଲ କଲେଜର ଶିଳାନ୍ୟାସ ଏବଂ ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଡାକଟିକଟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

December 29th, 12:15 pm

ଦେଶର ସୁରକ୍ଷା ପାଇଁ ସୁରବୀରଙ୍କୁ ଦେଇଥିବା, ବୀର ସୁପୁତ୍ର ଦେଇଥିବା, ସେନାନୀଙ୍କୁ ଜନ୍ମଦେଇଥିବା, ଏ ଧରଣୀ ଯେଉଁଠି ଋଷିମାନଙ୍କର, ମୁନିମାନଙ୍କର ଚରଣ ପଡ଼ିଛି । ଏଭଳି ଘାଜିପୁରକୁ ଆଉ ଥରେ ପୁଣି ଆସିବା ମୋ ପାଇଁ ହେଉଛି ଏକ ବହୁତ ଆନନ୍ଦର ବିଷୟ ।