ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

November 19th, 06:08 am

ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା । ଏପ୍ରିଲ ୨୦୨୪ରେ ପଦଭାର ଗ୍ରହଣ କରିଥିବାରୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଏଥିସହିତ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର ତଥା ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ପୁନଃ ନିର୍ବାଚିତ ହୋଇଥିବା ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

January 31st, 08:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ତ୍ତୁଗାଲରେ ହୋଇଥିବା ସଂସଦୀୟ ର୍ନିବାଚନରେ ପୁନର୍ବାର ଉତ୍ତମ ପ୍ରଦର୍ଶନ ପାଇଁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇବା ସହ ପର୍ତ୍ତୃଗାଲ ସହିତ ଉତ୍ତମ ଏବଂ ସମୟ ପରୀକ୍ଷିତ ଗଭୀର ସମ୍ପର୍କ ସ୍ଥାପନ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପର୍ତ୍ତୁଗୀଜ ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

March 16th, 07:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗୀଜ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

Phone call between Prime Minister Shri Narendra Modi and H.E. Antonio Costa, Prime Minister of Portugal

May 05th, 07:06 pm

PM Narendra Modi had a phone call with Antonio Costa, Prime Minister of Portugal. The two leaders discussed the state of COVID-19 pandemic and the steps being taken by both countries to control its health and economic impact.

ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଜାତୀୟ ସମିତିର ଦ୍ୱିତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 19th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଜାତୀୟ ସମିତିର ଦ୍ୱିତୀୟ ବୈଠକରେ ଉଦବୋଧନ ଦେଇଛନ୍ତି ।

ସାଧାରଣ ନିର୍ବାଚନରେ ବିଜୟ ପାଇଁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମି.ଆଣ୍ଟୋନିଓ କୋଷ୍ଟା ଓ ତାଙ୍କ ସୋସିଆଲିଷ୍ଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 09th, 02:07 pm

ପର୍ତ୍ତୁଗାଲ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମି. ଆଣ୍ଟୋନିଓ କୋଷ୍ଟା ଓ ତାଙ୍କ ସୋସିଆଲିଷ୍ଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମି. ଆଣ୍ଟୋନିଓ କୋଷ୍ଟା ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରେସିଡେଣ୍ଟ ପ୍ରଣବ ମୁଖାର୍ଜୀ- ଏ ଷ୍ଟେଟ୍ସମେନ” ଫଟୋ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

July 02nd, 06:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ “ପ୍ରେସିଡେଣ୍ଟ ପ୍ରଣବ ମୁଖାର୍ଜ- ଏ ଷ୍ଟେଟ୍ସମେନ” ଫଟୋ ସମ୍ବଳିତ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ନିଜ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସମୟରେ ସମ୍ପୂର୍ଣ୍ଣ ଭିନ୍ନ ବିଚାରଧାରାର ନେତା ଏବଂ କର୍ମୀଙ୍କ ସହିତ କାମ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିଲା । ସେ ଆହୁରି କହିଥିଲେ ଯେ ଯେତେବେଳେ ସେ ଦିଲ୍ଲୀ ଆସିଲେ ସେ “ପ୍ରଣବ ଦା”ଙ୍କ ଭଳି ଜଣେ ମାର୍ଗଦର୍ଶକ ପାଇଥିଲେ ଯାହା ସେ କେବେହେଲେ ଭୁଲିପାରିବେ ନାହିଁ । ସେ କହିଥିଲେ ଯେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ପିତା ସମାନ ମାର୍ଗଦର୍ଶନ କରିଛନ୍ତି ।

PM releases photo book titled "President Pranab Mukherjee - A Statesman"

July 02nd, 06:40 pm

Prime Minister Narendra Modi today released the book President Pranab Mukherjee - A Statesman at Rashtrapati Bhavan. During his address, PM said, It is my view that we can be more history conscious as a society. We can preserve aspects of our history much better.

Social Media Corner 25 June 2017

June 25th, 08:06 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ପର୍ତ୍ତୁଗାଲର ଲିସବନଠାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 24th, 10:27 pm

ମତେ ଏଠାକୁ ଆସିବାର ସୁଯୋଗ ମିଳିଲା ଆଉ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମହୋଦୟ, ପର୍ତ୍ତୁଗାଲର ସରକାର, ଏଠାକାର ଲୋକମାନେ ଆମର ସ୍ୱାଗତ-ସମ୍ମାନ କଲେ ସେଥିପାଇଁ ମୁଁ ସେମାନଙ୍କ ନିକଟରେ ବହୁତ କୃତଜ୍ଞ ଏବଂ ଏହି ସ୍ୱାଗତ-ସମ୍ମାନ ଜଣେ ବ୍ୟକ୍ତିର ନୁହେଁ, ଏ ହେଉଛି ଶହେ ପଚିଶ କୋଟି ହିନ୍ଦୁସ୍ତାନୀଙ୍କର ସ୍ୱାଗତ ।ଏହି ରାଧାକୃଷ୍ଣ ମନ୍ଦିର ଗୋଟିଏ ପ୍ରକାରେ ହେଉଛି ଏଠାକାର ସାମାଜିକ ଚେତନାର ପ୍ରତୀକ । ସବୁ ସଂପ୍ରଦାୟର ଲୋକ ସେମାନଙ୍କର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରିବା ପାଇଁ ମତେ ସୌଭାଗ୍ୟ ମିଳିଛି । କୌଣସି ଭେଦଭାବ ନାହିଁ ଆଉ ଏହା ହେଉଛି ଭାରତର ବିଶେଷତ୍ୱ, ଏହି ବିବିଧତା ଏହାହିଁ ଭାରତର ପରିଚୟ ଆଉ ଏହା ହେଉଛି ଭାରତର ଶକ୍ତି ।

ଲିସବନରେ ଭାରତୀୟ ସମୁଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

June 24th, 10:26 pm

ଐତିହାସିକ ପର୍ତ୍ତୁଗାଲ ଗସ୍ତ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିସବନଠାରେ ଭାରତୀୟ ସମୁଦାୟଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ଭାରତ - ପର୍ତ୍ତୁଗାଲ ସହଭାଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ଲିସବନଠାରେ ପ୍ରଧାନମନ୍ତ୍ରୀଙ୍କ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ

June 24th, 09:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନସ୍ଥିତ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ କରିଛନ୍ତି । ଚମ୍ପାଲିମାଉଦ ନ୍ୟାସ ଏକ ଘରୋଇ ବାୟୋମେଡିକାଲ ଗବେଷଣା ପ୍ରତିଷ୍ଠାନ । ଏଠାରେ ଅତ୍ୟାଧୁନିକ କ୍ୟାନସର ଗବେଷଣା କରାଯାଉଛି ଏବଂ ଏ ସଂକ୍ରାନ୍ତ ଗବେଷଣାଲବଧ ଜ୍ଞାନକୌଶଳ ସମ୍ପର୍କୀତ ତଥ୍ୟାବଳୀ ଯୋଗାଇ ଦିଆଯାଉଛି । ମେଡିକାଲ କେୟାର କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ଗବେଷଣାର ସୁଯୋଗ ରହିଛି ।

ଭାରତ ଓ ପର୍ତ୍ତୁଗାଲ : ଗଭୀର ସମୁଦ୍ରଠାରୁ ସୁଦୂର ମହାକାଶ ପର୍ଯ୍ୟନ୍ତ ସହଯୋଗ ସ୍ଥାପନ

June 24th, 09:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲିସବନ ଗସ୍ତ ଅବସରରେ ଭାରତ-ପର୍ତ୍ତୁଗାଲ ମହାକାଶ ସହଯୋଗ ଏବଂ ଭାଗିଦାରୀତାଭିତ୍ତିକ ଗବେଷଣା ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଫଳରେ ପର୍ତ୍ତୁଗାଲ ସହ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ ବୃଦ୍ଧି ପାଇବ । ଆଜୋର୍ସ ଦ୍ୱୀପପୁଞ୍ଜ ଠାରେ ଏକ ନବସୃଜନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଏହା ସହାୟକ ହେବ । ଏହା ଆଟଲାଣ୍ଟିକ ଅନ୍ତରାଷ୍ଟ୍ରୀୟ ଗବେଷଣା କେନ୍ଦ୍ର ଭାବେ ନାମିତ ହେବ ।

ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ କୋଷ୍ଟା

June 24th, 08:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।

ପର୍ତ୍ତୁଗାଲ ଗସ୍ତ (ଜୁନ 24, 2017) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

June 24th, 08:15 pm

ମହାନୁଭବ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା, ବିଶିଷ୍ଟ ପ୍ରତିନିଧିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ, ପ୍ରଥମେ, ଗତ ସପ୍ତାହରେ ପର୍ତ୍ତୁଗାଲରେ ସଂଘଟିତ ଭୟାବହ ବନାଗ୍ନିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ମୁଁ ଗଭୀର ଶୋକ ଓ ସମବେଦନା ଜଣାଉଛି । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହ ଆମେ ସମଦୁଃଖୀ । ବନ୍ଧୁଗଣ, ଆମ ଦୁଇ ଦେଶ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ଏବଂ ସୁଦୃଢ଼ ଆର୍ଥିକ ତଥା ଜନ ସମ୍ପର୍କ ରହିଛି । ତେଣୁ ମୋତେ ଏକଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଗସ୍ତ କାହିଁକି ଘଟିନଥିଲା ।

PM Modi meets Portuguese Prime Minister at Palacio das Necessidades

June 24th, 06:15 pm

Prime Minister Narendra Modi today held wide ranging talks with Portuguese Prime Minister Antonio Costa. The leaders met at the Palacio das Necessidades and deliberated on ways to further strengthen India-Portugal ties.

PM Modi arrives in Portugal

June 24th, 05:13 pm

PM Narendra Modi arrived in Lisbon, Portugal. This marked the first leg of his three-nation tour. The PM would meet PM Antonio Costa and hold bilateral level talks to further escalate India-Portugal ties in host of sectors.

PMs statement before his upcoming visit to Portugal, USA and Netherlands

June 23rd, 07:25 pm

PM Narendra Modi will embark his visit to Portugal, USA and Netherlands tomorrow. The PM said that this visit is aimed at enhancing the bilateral engagement in various areas.

ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ଲୋକଙ୍କ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ

June 18th, 06:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ସଂଖ୍ୟାଧିକ ଲୋକ ପ୍ରାଣ ହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।“ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ସଂଖ୍ୟାଧିକ ଲୋକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ପର୍ତ୍ତୁଗାଲ ଲୋକମାନଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

January 07th, 07:16 pm

PM Modi & PM Costa of Portugal held extensive discussions to further the bilateral ties between India and Portugal. At the joint press briefing, PM Modi said that India and Portugal have built a modern bilateral partnership. PM Modi added that partnership being forged between Start-up Portugal and Start-up India will help us in our mutual quest to innovate and progress. Shri Modi also thanked PM Costa for Portugal’s consistent support for India’s permanent membership of the UN Security Council.