ବହୁମୁଖୀ ସଂଯୋଗୀକରଣ ପାଇଁ ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ
October 13th, 11:55 am
କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ନୀତିନ ଗଡ଼କରୀ ଜୀ, ଶୀ ପିୟୁଷ ଗୋୟଲ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ରାଜକୁମାର ଜୀ ଭିନ୍ନ-ଭିନ୍ନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣାଣ୍ଟ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ଉଦ୍ୟୋଗ ଜଗତର ସାଥୀ, ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପିଏମ୍ ଗତିଶକ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
October 13th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବହୁମୁଖୀ ସଂଯୋଗୀକରଣ ମାଷ୍ଟର ପ୍ଳାନ ଆଜି(ତା୧୩-୧୦-୨୦୨୧) ନୂଆଦିଲ୍ଳୀଠାରେ ଉଦଘାଟନ କରିଛନ୍ତି । ଏଥିସହ ସେ ପ୍ରଗତି ମଇଦାନଠାରେ ନୂତନ ପ୍ରଦର୍ଶନୀ ପରିସରକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ନିତୀନ ଗଡକରୀ, ପୀୟୁଷ ଗୋୟଲ, ହରଦୀପ ସିଂପୁରୀ, ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ଆରକେ ସିଂହ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ରାଜ୍ୟମନ୍ତ୍ରୀ ଓ ବିଶିଷ୍ଟ ଶିଳ୍ପପତିମାନେ ଏଥିରେ ଉପସ୍ଥିତ ଥିଲେ । ଶିଳ୍ପାନୁଷ୍ଠାନରୁ ଶ୍ରୀ କୁମାର ମଙ୍ଗଳମ୍ ବିରଳା (ଆଦିତ୍ୟ ବିରଳାଗ୍ରୁପ ଅଧ୍ୟକ୍ଷ) ଟ୍ରାକ୍ଟର ଓ ଚାଷୋପକରଣର ଅଧ୍ୟକ୍ଷ ଶ୍ରୀମତୀ ମଲ୍ଲିକା ଶ୍ରୀନିବାସନ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ଟାଟା ଷ୍ଟିଲ) ଶ୍ରୀ ଟି.ଭି. ନରେନ୍ଦ୍ରନ୍, ଭାରତୀୟ ଶିଳ୍ପ ସଂଘର ସଭାପତି ତଥା ସିଭିଗୋର ସହ ପ୍ରତିଷ୍ଠାତା ଶ୍ରୀ ଦୀପକ ଗର୍ଗ ଏହି ଅବସରରେ ସେମାନଙ୍କ ମତାମତ ରଖିଥିଲେ ।ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 09th, 11:59 am
ତ୍ରିପୁରାର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହାଶୟ, ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ତ୍ରିପୁରାର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ ପରିବର୍ତନ ପାଇଁ, ତ୍ରିପୁରାର ବିକାଶ ଯାତ୍ରାର 3 ବର୍ଷ ପୂରଣ ହେବା ଉପଲକ୍ଷେ ବହୁତ-ବହୁତ ଶୁଭେଚ୍ଛା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁ ଉଦ୍ଘାଟିତ
March 09th, 11:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୧ର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 02nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଡେନମାର୍କ ପରିବହନ ମନ୍ତ୍ରୀ ବେନି ଏଙ୍ଗେଲବେଚ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ଲାଲ ମାଣ୍ଡଭିୟ ଏହି ଅବସରରେ ଉପସ୍ଥିତ ଥିଲେ ।ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀ-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ?
March 02nd, 10:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଡେନମାର୍କ ପରିବହନ ମନ୍ତ୍ରୀ ବେନି ଏଙ୍ଗେଲବେଚ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ଲାଲ ମାଣ୍ଡଭିୟ ଏହି ଅବସରରେ ଉପସ୍ଥିତ ଥିଲେ ।ତାମିଲନାଡ଼ୁର କୋଏମ୍ବାଟୁର ଠାରେ ବିବିଧ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
February 25th, 04:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 1000 ମେଗାୱାଟ ନେଭେଲି ନୂତନ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଏବଂ NLCIL ର 709 ମେଗାୱାଟ ସୌର ଶକ୍ତି ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ଭି.ଓ ଚିଦାମ୍ବରନାର ବନ୍ଦରରେ 5 ମେଗାୱାଟ ଗ୍ରୀଡ୍ ସଂଯୁକ୍ତ ଗ୍ରାଉଣ୍ଡ-ଆଧାରିତ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ଲୋୟର ଭବାନୀ ପ୍ରକଳ୍ପ ପ୍ରଣାଳୀର ଡିଜାଇନ୍, ଯୋଗାଣ, ସ୍ଥାପନ ଏବଂ ବିସ୍ତାର, ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୋଏମ୍ବାଟୁର, ମଦୁରାଇ, ସାଲେମ, ଥାଞ୍ଜାଭୁର, ଭେଲୋର, ତିରୁଚିରାପଲ୍ଲୀ, ତିରୁପୁର, ତିରୁନେଲଭେଲି ଏବଂ ଥୋଥୁକୁଡି ସମେତ ନଅଟି ସ୍ମାର୍ଟ ସହରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC) ର ବିକାଶ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର ସେ 8 ଲେନ ବିଶିଷ୍ଟ କୋରାମପାଲମ୍ ସେତୁ ଏବଂ ରେଳ ଓଭର ବ୍ରିଜ୍ (ROB) ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ର୍ନିମିତ ଘରଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲଦ ଯୋଶୀ ଉପସ୍ଥିତ ଥିଲେ ।ପ୍ରଧାମନ୍ତ୍ରୀଙ୍କ ଦ୍ୱାରା କୋଏମ୍ବାଟୁରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ
February 25th, 04:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 1000 ମେଗାୱାଟ ନେଭେଲି ନୂତନ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଏବଂ NLCIL ର 709 ମେଗାୱାଟ ସୌର ଶକ୍ତି ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ଭି.ଓ ଚିଦାମ୍ବରନାର ବନ୍ଦରରେ 5 ମେଗାୱାଟ ଗ୍ରୀଡ୍ ସଂଯୁକ୍ତ ଗ୍ରାଉଣ୍ଡ-ଆଧାରିତ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ଲୋୟର ଭବାନୀ ପ୍ରକଳ୍ପ ପ୍ରଣାଳୀର ଡିଜାଇନ୍, ଯୋଗାଣ, ସ୍ଥାପନ ଏବଂ ବିସ୍ତାର, ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୋଏମ୍ବାଟୁର, ମଦୁରାଇ, ସାଲେମ, ଥାଞ୍ଜାଭୁର, ଭେଲୋର, ତିରୁଚିରାପଲ୍ଲୀ, ତିରୁପୁର, ତିରୁନେଲଭେଲି ଏବଂ ଥୋଥୁକୁଡି ସମେତ ନଅଟି ସ୍ମାର୍ଟ ସହରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC) ର ବିକାଶ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର ସେ 8 ଲେନ ବିଶିଷ୍ଟ କୋରାମପାଲମ୍ ସେତୁ ଏବଂ ରେଳ ଓଭର ବ୍ରିଜ୍ (ROB) ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ର୍ନିମିତ ଘରଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲଦ ଯୋଶୀ ଉପସ୍ଥିତ ଥିଲେ ।Won't spare those who sponsor terrorism: PM Modi
March 04th, 07:01 pm
PM Narendra Modi launched various development works in Ahmedabad today. Addressing a gathering, PM Modi cautioned the sponsors of terrorism and assured the people that strict action will be taken against elements working against the nation.ଗୁଜରାଟର ଅହମ୍ମଦାବାଦଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;
March 04th, 07:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଜାତୀୟ ସାମୁଦ୍ରିକ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଜଳ ଶକ୍ତି ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଆମ୍ବେଦକରଙ୍କ ପ୍ରେରଣାକୁ ସ୍ମରଣ କଲେ
April 05th, 09:45 am
ଜାତୀୟ ସାମୁଦ୍ରିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଭାରତକୁ ନେଇ ବିଶ୍ୱର ଦୃଷ୍ଟିକୋଣ ପରିବର୍ତ୍ତନ ହୋଇଛି ,ଆଜି ସାରା ବିଶ୍ୱ ଭାରତକୁ ସମ୍ମାନରେ ଦେଖୁଛି :ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦୀ
March 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ପବିତ୍ର ରାମନବମୀ । ରାମନବମୀର ଏହି ପବିତ୍ର ପର୍ବରେ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା । ପୂଜ୍ୟ ବାପୁଙ୍କ ଜୀବନରେ “ରାମ ନାମ”ର ଶକ୍ତି କେତେ ଥିଲା, ତାହା ତାଙ୍କ ଜୀବନର ପ୍ରତି ମୁହୂର୍ତ୍ତରେ ଆମେ ଦେଖିଛୁ । ଗତ ଜାନୁଆରୀ 26 ତାରିଖ ଦିନ ଯେତେବେଳେ ଆସିଆନ୍ ଦେଶର ସମସ୍ତ ମହାନୁଭବ ଏଠାରେ ଉପସ୍ଥିତ ଥିଲେ ସେତେବେଳେ ସେମାନେ ନିଜ ସହ ସେମାନଙ୍କ ସାଂସ୍କୃତିକ ଦଳଗୁଡ଼ିକୁ ସାଙ୍ଗରେ ଆଣିଥିଲେ ଏବଂ ଏହା ବଡ଼ ଗର୍ବର କଥା ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ରାମାୟଣକୁ ହିଁ ଆମ ଆଗରେ ଉପସ୍ଥାପନ କରିଥିଲେ । ଅର୍ଥାତ ରାମ ଓ ରାମାୟଣ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଏହି ଭୂଖଣ୍ଡରେ ଆସିଆନ୍ ଦେଶମାନଙ୍କରେ ଆଜି ମଧ୍ୟ ସେତିକି ପ୍ରେରଣା ଏବଂ ପ୍ରଭାବ ସୃଷ୍ଟି କରୁଛି । ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଶ୍ରୀରାମନବମୀ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି ।ഇന്ത്യാ-കൊറിയ വ്യാപാര ഉച്ചകോടി-2018ല് പ്രധാനമന്ത്രി നടത്തിയ പ്രസംഗം
February 27th, 11:00 am
നിങ്ങളൊടൊപ്പം ഇന്ന് ഈ ഉച്ചകോടിയില് പങ്കെടുക്കാന് കഴിഞ്ഞതില് ഞാന് അതീവ സന്തുഷ്ടനാണ്. ഇത്രയുമധികം കൊറിയന് കമ്പനികള് ഇന്ത്യയില് ഒത്തുകൂടുന്നുവെന്നത് യഥാര്ത്ഥത്തില് ഒരു ആഗോള ചരിതമാണ്.ଗୌହାଟୀରେ ଏଡଭାଣ୍ଟେଜ ଆସାମ – ବିଶ୍ୱ ନିବେଶକ ସମ୍ମେଳନ-2018ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
February 03rd, 02:10 pm
ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।ଏଡଭାଣ୍ଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ;
February 03rd, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ।ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 14th, 09:12 am
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହୋଦୟା, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡନବୀସ ମହାଶୟ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼ାଃ ସୁଭାଷ ଭାମ୍ରେ ମହାଶୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ମହାଶୟ, ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗରଲ ଏବଂ ଫ୍ରାନ୍ସର ଅନ୍ୟ ଅତିଥିଗଣ, ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ମହାଶୟ, କମାଣ୍ଡିଙ୍ଗ ଚିଫ୍, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଭାଇସ ଆଡମିରାଲ ଗିରିଶ ଲୁଥରା ମହୋଦୟ, ଭାଇସ ଆଡମିରାଲ ଟି.ଏମ୍ ଦେଶପାଣ୍ଡେ ମହାଶୟ, ସିଏମଡି, ଏମଡିଏଲ, ଶ୍ରୀମାନ ରାକେଶ ଆନନ୍ଦ, କ୍ୟାପଟେନ ଏସ. ଡି ମେହନ୍ଦଲେ, ନୌସେନାର ଅନ୍ୟ ଅଧିକାରୀ ଏବଂ ସୈନିକ ଗଣ, ଏମଡିଏଲ(ମାଜଗାଓଁ ଡକ୍ ଶିପ ବିଲ୍ଡର୍ସ ଲିମିଟେଡ)ର ଅଧିକାରୀ ଏବଂ କର୍ମଚାରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଗଣ୍ୟମଣ୍ୟ ମହାନୁଭବ ।ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କଲେ ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀ
December 14th, 09:11 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ନୌସେନାର ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀକୁ ରାଷ୍ଟ୍ର ଲାଗି ସମର୍ପିତ କରିଛନ୍ତି ।ବିଶ୍ୱ ଉଦ୍ୟୋଗୀତାତା ଶିଖର ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 28th, 03:46 pm
ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ସହଭାଗିତାରେ ବିଶ୍ୱ ଉଦ୍ୟୋଗୀତା ଶିଖର ସମ୍ମିଳନୀ-2017ର ଆୟୋଜନ କରି ଆମକୁ ଅତ୍ୟନ୍ତ ଖୁସି ଲାଗୁଛି ।କାଣ୍ଡଲା ବନ୍ଦର ଟ୍ରଷ୍ଟର ବିଭିନ୍ନ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
May 22nd, 04:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବନ୍ଦରର ଚତୁର୍ଦ୍ଦଶ ଓ ଷୋଡଶ ସାଧାରଣ ମାଲ ପରିବହନ ବର୍ଥର ଶିଳାନ୍ୟାସ କରିବା ସହ ଡଃ. ବାବାସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ରର ଆଧାରଶିଳା ରଖିଥିଲେ । କଚ୍ଛ ଲବଣ ଜଙ୍କସନଠାରେ ପ୍ରଧାନମନ୍ତ୍ରୀ ଇଣ୍ଟରଚେଞ ଓ ଆରଓବି ପ୍ରକଳ୍ପ ନିର୍ମାଣର କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସେ କାଣ୍ଡଲା ବନ୍ଦରରେ ସାର ପରିବହନ ଯାନ୍ତ୍ରିକୀକରଣ ଏବଂ ଦୁଇଟି ଭ୍ରାମ୍ୟମାଣ ବନ୍ଦର କ୍ରେନ ମୁତୟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।ଦହେଜ ONGC ପେଟ୍ରୋ ଏଡିସନ୍ସ ଲିମିଟେଡ(ଓପାଲ) ଶିଳ୍ପଗୋଷ୍ଠୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 07th, 03:55 pm
PM Narendra Modi today visited of Central Control Room of ONGC Petro Additions Limited. At an industry meet, Shri Modi spoke at length how Dahej SEZ region was being upgraded to benefit the entire nation.