ବାରାବାଙ୍କି ଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

July 25th, 01:38 pm

ବାରାବାଙ୍କି ଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।

ମଧ୍ୟପ୍ରଦେଶର ଭୋପାଳ ଠାରେ ଦେଶ ଉଦେଶ୍ୟରେ ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକର ଉତ୍ସର୍ଗୀକରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

November 16th, 01:23 pm

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, ଉତ୍ତର ପ୍ରଦେଶର ଉତ୍ସାହୀ, ତେଜସ୍ୱୀ ଏବଂ କର୍ମଯାଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ୟୁପିର ଭାଜପା ଅଧ୍ୟକ୍ଷ ଶ୍ରୀ ଖତଂତ୍ର ଦେବ ଜୀ, ୟୁପି ସରକାରଙ୍କ ମନ୍ତ୍ରୀ ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀ ଧର୍ମବୀର ପ୍ରଜାପତି ଜୀ, ସଂସଦରେ ଥିବା ମୋର ସାଥି ଭଉଣୀ ମେନକା ଗାନ୍ଧି ଜୀ, ଅନ୍ୟ ଜନ-ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ପୂର୍ବାଞ୍ଚଳ ଏକ୍ସପ୍ରେସ୍‍ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 16th, 01:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସୁଲତାନପୁର ଜିଲ୍ଳାର ଏକ୍ସପ୍ରେସୱେରେ ଦୀର୍ଘ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରୀପ୍‍ରେ ଭାରତୀୟ ବାୟୁସେନାର ଚିତ୍ତାକର୍ଷକ ବିମାନ ଉଡ଼ାଣ ପ୍ରଦର୍ଶନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉପଭୋଗ କରିଛନ୍ତି ।

ନଭେମ୍ବର ୧୬ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ଓ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉଦଘାଟନ

November 15th, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଉତ୍ତର ପ୍ରଦେଶ ଗସ୍ତ କରି ସୁଲତାନପୁର ଜିଲ୍ଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ।

ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ-ପ୍ରଧାନମନ୍ତ୍ରୀ

February 16th, 02:45 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଉତର ପ୍ରଦେଶର ବହରାଇଚଠାରେ ମହାରାଜା ସୁହେଲ ଦେବ ସ୍ମରକୀ ଏବଂ ଚିତୌରା ହ୍ରଦର ଉନ୍ନୟନ କାର୍ଯ୍ୟର ଭତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 16th, 11:24 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାରାଜ ସୁହେଲ ଦେବ ସ୍ମାରକ ଓ ଚିତ୍ତୌରା ହ୍ରଦ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ

February 16th, 11:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ଘାଜିପୁର ମେଡିକାଲ କଲେଜର ଶିଳାନ୍ୟାସ ଏବଂ ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଡାକଟିକଟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

December 29th, 12:15 pm

ଦେଶର ସୁରକ୍ଷା ପାଇଁ ସୁରବୀରଙ୍କୁ ଦେଇଥିବା, ବୀର ସୁପୁତ୍ର ଦେଇଥିବା, ସେନାନୀଙ୍କୁ ଜନ୍ମଦେଇଥିବା, ଏ ଧରଣୀ ଯେଉଁଠି ଋଷିମାନଙ୍କର, ମୁନିମାନଙ୍କର ଚରଣ ପଡ଼ିଛି । ଏଭଳି ଘାଜିପୁରକୁ ଆଉ ଥରେ ପୁଣି ଆସିବା ମୋ ପାଇଁ ହେଉଛି ଏକ ବହୁତ ଆନନ୍ଦର ବିଷୟ ।

ଘାଜିପୁରରେ ପ୍ରଧାନମନ୍ତ୍ରୀ: ମହାରାଜା ସୁହେଲଦେବଙ୍କ ସ୍ମୃତିରେ ଉନ୍ମୋଚନ କଲେ ଡାକଟିକଟ, ମେଡିକାଲ କଲେଜ ପାଇଁ ରଖିଲେ ଆଧାରଶିଳା

December 29th, 12:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଘାଜିପୁର ଗସ୍ତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ଉପରେ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ । ସେ ମଧ୍ୟ ଘାଜିପୁର ମେଡିକାଲ କଲେଜର ଆଧାରଶିଳା ସ୍ଥାପନ କରିଥିଲେ ।

ବାରାଣସୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 14th, 06:28 pm

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, ଏଠାକାର ଶକ୍ତିଶାଳୀ, ତେଜସ୍ୱୀ, ପରିଶ୍ରମୀ, ଯଶସ୍ଵୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ବନ୍ଧୁ ଶ୍ରୀମାନ ମନୋଜ ସିହ୍ନା ମହୋଦୟ, ସଂସଦରେ ମୋର ବନ୍ଧୁ ଏବଂ ମୋର ଅନେକ ପୁରୁଣା ଦିନର ବନ୍ଧୁ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟୀ ର ଅଧ୍ୟକ୍ଷ ଶ୍ରୀମାନ ମହେନ୍ଦ୍ର ନାଥ ପାଣ୍ଡେ ମହୋଦୟ, ଜାପାନ ଦୂତାବାସର Charge-de-Affairs ଶ୍ରୀ ହିରିକା ଅସାରୀ ମହୋଦୟ ଏବଂ ବନାରସର ମୋର ଭାଇ ଓ ଭଉଣୀମାନେ ।

ବାରାଣସୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

July 14th, 06:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ 900 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବା ସହ ଆଧାରଶିଳା ସ୍ଥାପନ କରିଥିଲେ । ଉଦଘାଟିତ ହୋଇଥିବା ଏହି ପ୍ରକଳ୍ପମାନଙ୍କ ମଧ୍ୟରେ ରହିଛି ବାରାଣସୀ ସହର ଗ୍ୟାସ ପରିବଂଟନ ପ୍ରକଳ୍ପ ଓ ବାରାଣସୀ- ବାଲିଆ ମେମୁ (MEMU)ଟ୍ରେନ । ପଂଚକୋଷୀ ପରିକ୍ରମା ମାର୍ଗ ଏବଂ ସ୍ମାର୍ଟ ସିଟି ମିଶନ ଓ ନମାମୀ ଗଙ୍ଗେ ଅଧୀନରେ ବିଭିନ୍ନ ପ୍ରକଳ୍ପ ପାଇଁ ଆଧାରଶିଳା ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ବାରାଣସୀଠାରେ ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ ।

ଆଜମଗଡରେ ପୂର୍ବାଂଚଳ ଏକ୍ସପ୍ରେସ ସଡକର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 14th, 04:14 pm

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, ଶକ୍ତିଶାଳୀ, ତେଜସ୍ୱୀ, ପରିଶ୍ରମୀ, ଯଶଶ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, ସର୍ବଦା ହସୁଥିବା ଯାହାର ସ୍ୱଭାବ, ମୋର ସାଥୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ କେଶବ ପ୍ରସାଦ ମୌର୍ଯ୍ୟ ମହୋଦୟ, ଉଦ୍ୟୋଗ ବିକାଶ ମନ୍ତ୍ରୀ ଶ୍ରୀମାନ ସତୀଶ ମହାନା ମହୋଦୟ, ରାଜ୍ୟ ସରକାରରେ ମନ୍ତ୍ରୀ ଭାଇ ଶ୍ରୀ ଦାରା ସିଂହ ମହୋଦୟ, ସଂସଦରେ ମୋର ବନ୍ଧୁ ଏବଂ ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଶ୍ରୀମାନ ମହେନ୍ଦ୍ର ନାଥ ପାଣ୍ଡେ ମହୋଦୟ, ସଂସଦରେ ଆମ ସହିତ ଥିବା ନିଲମ ସୋନକର ମହୋଦୟ, ବିଧାୟକ ଭାଇ ଶ୍ରୀ ଅରୁଣ ମହୋଦୟ ଏବଂ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ।

ଆଜମଗଡରେ ପୂର୍ବାଂଚଳ ଏକ୍ସପ୍ରେସ ସଡକର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

July 14th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଆଜମଗଡଠାରେ ପୂର୍ବାଂଚଳ ଏକ୍ସପ୍ରେସ ସଡକର ଆଧାରଶିଳା ସ୍ଥାପନ କରିଛନ୍ତି ।