ଜାତୀୟ ପଞ୍ଚାୟତିରାଜ ଦିବସରେ ମଧ୍ୟପ୍ରଦେଶର ମାଣ୍ଡଲାରୁ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

April 24th, 01:47 pm

ଜାତୀୟ ପଞ୍ଚାୟତିରାଜ ଦିବସରେ ମଧ୍ୟପ୍ରଦେଶର ମାଣ୍ଡଲାରୁ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱରାଜ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ଆଗାମୀ 5 ବର୍ଷ ମଧ୍ୟରେ ଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଉନ୍ମୋଚିତ ହେଲା ମାର୍ଗଚିତ୍ର

April 24th, 01:40 pm

ମଧ୍ୟପ୍ରଦେଶର ମାଣ୍ଡଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମୀଣ ସ୍ୱରାଜ ଅଭିଯାନ ଆଜି ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଦିବାସୀମାନଙ୍କର ସାମଗ୍ରୀକ ବିକାଶ ପାଇଁ ଆଗାମୀ 5 ବର୍ଷ ନିମନ୍ତେ ଏକ ମାର୍ଗଚିତ୍ର ବା ରୋଡମ୍ୟାପକୁ ଉନ୍ମୋଚନ କରିଥିଲେ ।

ଜାତୀୟ ବ୍ୟବସ୍ଥାପକ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

March 10th, 11:09 am

ଆଦରଣୀୟ ସୁମିତ୍ରା ମହାଜନ ମହାଶୟା, ମନ୍ତ୍ରୀ ପରିଷଦର ମୋର ସାଥୀ ଶ୍ରୀମାନ ଆନନ୍ଦ କୁମାର, ଉପ ବାଚସ୍ପତି ଶ୍ରୀମାନ ଥାମ୍ବିଦୁରାଇ ମହାଶୟ, ସାରା ଦେଶରୁ ଆସିଥିବା ସମସ୍ତ ବିଧାନସଭାର ଆଦରଣୀୟ ବାଚସ୍ପତି ମହୋଦୟ, ସବୁ ରାଜନୈତିକ ଦଳର ସମସ୍ତ ବରିଷ୍ଠ ନେତାଗଣ, ସାଂସଦଗଣ, ବିଧାୟକଗଣ ।

ସଂସଦର କେନ୍ଦ୍ରୀୟ କକ୍ଷରେ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 10th, 11:00 am

ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ଅନୁଷ୍ଠିତ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରତ୍ୟେକ ରାଜ୍ୟରେ କେତେକ ଜିଲ୍ଲା ରହିଛି ଯେଉଁଠାରେ କି ଉନ୍ନୟନର ପରିମାପକ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଏମାନଙ୍କଠାରୁ ଶିକ୍ଷା ଲାଭ କରିପାରିବା ଏବଂ ଦୁର୍ବଳ ଜିଲ୍ଲାମାନଙ୍କରେ ସେହି ଅନୁଯାୟୀ କାର୍ଯ୍ୟ କରିପାରିବା ।

ଏନସିସି କେଡେଟ ଓ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

January 27th, 05:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏନସିସି କେଡେଟ, ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ମତ ବିନିମୟ କରିଛନ୍ତି । ଏମାନେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ଲାଗି ଆସିଥିଲେ ।

Swastha Gujarat, Ujjwal Gujarat! (Healthy Gujarat, Vibrant Gujarat)

February 12th, 05:58 pm

Swastha Gujarat, Ujjwal Gujarat! (Healthy Gujarat, Vibrant Gujarat)

CM launches Polio Immunization Drive

January 20th, 01:50 pm

CM launches Polio Immunization Drive

Chief Minister at helm of Pulse Polio Campaign in Gujarat

April 15th, 09:07 am

Chief Minister at helm of Pulse Polio Campaign in Gujarat