ବିଚାରପତି ପି ଏନ ଭଗବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

June 15th, 11:20 pm

ବିଚାରପତି ଶ୍ରୀ ପି ଏନ ଭଗବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।“ବିଚାରପତି ପି ଏନ ଭଗବତୀଙ୍କ ଦେହାନ୍ତ ଦୁଃଖଦ ଘଟଣା । ଭାରତୀୟ ଆଇନ ଜଗତରେ ସେ ଥିଲେ ତୁଙ୍ଗ ବ୍ୟକ୍ତିତ୍ଵ । ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ ।ବିଚାରପତି ପି ଏନ ଭଗବତୀଙ୍କ ଅବଦାନ ଆମ ବିଚାର ବ୍ୟବସ୍ଥାକୁ ଅଧିକ ସୁଗମ କରିବା ସହିତ କୋଟି କୋଟି ଲୋକଙ୍କ ବିଚାରକୁ ବଳ ମିଳିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।