ଆସାମର କୋକ୍ରାଝରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 07th, 12:46 pm
ମଞ୍ଚରେ ଉପସ୍ଥିତ ଆସାମର ରାଜ୍ୟପାଳ, ସଂସଦରେ ମୋର ସାଥୀ, ବିଭିନ୍ନ ବୋର୍ଡ ଓ ସଂଗଠନ ସହିତ ଜଡ଼ିତ ନେତାଗଣ, ଏଠାରେ ଉପସ୍ଥିତ ବିଭିନ୍ନ ଗୋଷ୍ଠୀର ସାଥୀଗଣ, ଏଠାକୁ ଆସିଥିବା ସମ୍ମାନନୀୟ ମହାନୁଭବ ଓ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଥିବା ମୋ ପ୍ରିୟ ଭାଇ ଓ ଭଉଣୀମାନେ ।ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
February 07th, 12:40 pm
ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।ବିଜେପି ସରକାର ସର୍ବଦା ଗରିବ ଏବଂ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
February 04th, 03:09 pm
ଦିଲ୍ଲୀର ନିର୍ବାଚନ ପୂର୍ବରୁ ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ଦିଲ୍ଲୀର ଲୋକେ ବିଜେପି ପକ୍ଷରେ ଅଛନ୍ତି । ସେ କହିଛନ୍ତି ,ବିରୋଧୀ ଦଳମାନଙ୍କ ରାତି ନିଦ ହଜିଯାଉଛି ।ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି
February 04th, 03:08 pm
ଦିଲ୍ଲୀର ନିର୍ବାଚନ ପୂର୍ବରୁ ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ଦିଲ୍ଲୀର ଲୋକେ ବିଜେପି ପକ୍ଷରେ ଅଛନ୍ତି । ସେ କହିଛନ୍ତି ,ବିରୋଧୀ ଦଳମାନଙ୍କ ରାତି ନିଦ ହଜିଯାଉଛି ।ଜମ୍ମୁ ଓ କଶ୍ମୀରକୁ ଭାରତର ମୁକୁଟ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ
January 28th, 06:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, ୟଙ୍ଗ୍ ଇଣ୍ଡିଆ ସମସ୍ୟାକୁ ଟାଳିବା ପାଇଁ ନୁହେଁ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ଇଚ୍ଛା ରଖିଛି । ସେ ଆଜି ଦିଲ୍ଲୀରେ ଏନସିସି ରାଲିକୁ ସମ୍ବୋଧନ କରୁଥିଲେ ।ନ୍ୟାସନାଲ କ୍ୟାଡେଟ୍ କର୍ପସ ରାଲିରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
January 28th, 12:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନ୍ୟାସନାଲ କ୍ୟାଡେଟ୍ କର୍ପସ (NCC) ରାଲିରେ ଯୋଗଦେଇଥିଲେ । ରାଲିରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନରର ତଦାରଖ କରିଥିଲେ ଏବଂ ଦେଶର ବିଭିନ୍ନ ଏନସିସି ଟିମ୍ ତଥା ଅନ୍ୟ ବନ୍ଧୁ ଓ ପଡ଼ୋଶୀ ରାଷ୍ଟ୍ରରୁ ଆସିଥିବା କ୍ୟାଡେଟ୍ ଦ୍ୱାରା ମାର୍ଚ୍ଚ ପାଷ୍ଟର ସମୀକ୍ଷା କରିଥିଲେ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 12:07 pm
ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ରାଜନାଥ ସିଂହଜୀ, ଶ୍ରୀପଦ ୟେଶୋ ନାୟକଜୀ, ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଜୀ, ତିନି ବାହିନୀର ଉଚ୍ଚ ପଦାଧିକାରୀଗଣ, ପ୍ରତିରକ୍ଷା ସଚିବ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହା ନିର୍ଦ୍ଦେଶକ, ବନ୍ଧୁ ରାଷ୍ଟ୍ରମାନଙ୍କରୁ ଆସିଥିବା ଆମର ଅତିଥିଗଣ ;ଏବଂ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ଉପସ୍ଥିତ ଏନସିସିର ମୋର ଯୁବ ସାଥୀଗଣ,ଦିଲ୍ଲୀରେ ଆୟୋଜିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ରାଲିରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 28th, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି)ର ରାଲିରେ ଅଂଶଗ୍ରହଣ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି
December 22nd, 01:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମଲୀଳା ମୈଦାନରେ ମେଗା ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଭିଯାନକୁ ଆରମ୍ଭ କରିଛନ୍ତି । ଲୋକମାନଙ୍କ ସ୍ଲୋଗାନ ମଧ୍ୟରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ବିବିଧତାରେ ଏକତା ହେଉଛି ଭାରତର ପରିଚୟ । ରାମଲୀଳା ମୈଦାନ ହେଉଛି ଏକ ଐତିହାସିକ ସ୍ଥଳ । ପ୍ରଧାନମନ୍ତ୍ରୀ ମୋଦୀ ଅନଧିକୃତ କଲୋନୀର ନିବାସୀଙ୍କୁ କହିଲେ ଯେ , ମୁଁ ଆପଣମାନଙ୍କ ଚେହେରା ଉପରେ ଅନିଶ୍ଚିତତାର ସମାପ୍ତି ଦେଖିପାରୁଛି ।ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି
December 22nd, 01:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମଲୀଳା ମୈଦାନରେ ମେଗା ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଭିଯାନକୁ ଆରମ୍ଭ କରିଛନ୍ତି । ଲୋକମାନଙ୍କ ସ୍ଲୋଗାନ ମଧ୍ୟରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ବିବିଧତାରେ ଏକତା ହେଉଛି ଭାରତର ପରିଚୟ । ରାମଲୀଳା ମୈଦାନ ହେଉଛି ଏକ ଐତିହାସିକ ସ୍ଥଳ । ପ୍ରଧାନମନ୍ତ୍ରୀ ମୋଦୀ ଅନଧିକୃତ କଲୋନୀର ନିବାସୀଙ୍କୁ କହିଲେ ଯେ , ମୁଁ ଆପଣମାନଙ୍କ ଚେହେରା ଉପରେ ଅନିଶ୍ଚିତତାର ସମାପ୍ତି ଦେଖିପାରୁଛି ।‘ହିନ୍ଦୁସ୍ତାନ ଟାଇମ୍ସ’ ଲିଡରସିପ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:14 am
ମୁଁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ପ୍ରଣାମ କରୁଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ବାବା ସାହେବ ଯେଉଁ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବାର ଶକ୍ତି ଦିଅନ୍ତୁ, ଆମକୁ ସମର୍ଥ କରାନ୍ତୁ ।ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ସମାଜ, ଦେଶର ବିକାଶ ଲାଗି ବାର୍ତ୍ତାଳାପ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ବାର୍ତ୍ତାଳାପ ଉନ୍ନତ ଭବିଷ୍ୟତର ମୂଳଦୁଆ ରଖିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ସବକା ସାଥ ସବକା ବିକାଶ ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ବର୍ତ୍ତମାନର ଆହ୍ୱାନ ଓ ସମସ୍ୟାର ମୁକାବିଲା ଲାଗି କାର୍ଯ୍ୟ କରୁଛି ।Government is committed to ensure a better future for the residents of Delhi: PM Modi
November 08th, 04:33 pm
PM Modi interacted with members of the RWA and unauthorized colonies of Delhi at his official residence. PM Modi said that in a way the new rise of Delhi will start with PM Uday Yojana. The PM said that the government was committed to ensure a better future for the residets of Delhi.ଆରଡବ୍ଲୁଏ ପଦାଧିକାରୀ ଏବଂ ଦିଲ୍ଲୀର ଅନଧିକୃତ କଲୋନି ବାସୀନ୍ଦାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 08th, 04:32 pm
ଦିଲ୍ଲୀର ଅନଧିକୃତ କଲୋନିରେ ରହୁଥିବା 40 ଲକ୍ଷରୁ ଊର୍ଦ୍ଧ୍ଵ ବାସୀନ୍ଦାଙ୍କୁ ସେମାନଙ୍କ ଆବାସର ମାଲିକାନା ଏବଂ ବନ୍ଧକ/ହସ୍ତାନ୍ତର ଅଧିକାର ପ୍ରଦାନ ଲାଗି ନିକଟରେ କେନ୍ଦ୍ର କ୍ୟାବିନେଟ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନଧିକୃତ କଲୋନିର ସଦସ୍ୟ ଏବଂ ଦିଲ୍ଲୀ ନିବାସୀ କଲ୍ୟାଣ ପରିଷଦ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।