ସେପ୍ଟେମ୍ବର ୨୦ରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

September 18th, 09:58 pm

ସେପ୍ଟେମ୍ବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ ‘ନ୍ୟାସନାଲ ପିଏମ୍ ବିଶ୍ୱକର୍ମା’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Many people want India and its government to remain weak so that they can take advantage of it: PM in Ballari

April 28th, 02:28 pm

Prime Minister Narendra Modi launched the poll campaign in full swing for the NDA in Karnataka. He addressed a mega rally in Ballari. In Ballari, the crowd appeared highly enthusiastic to hear from their favorite leader. PM Modi remarked, “Today, as India advances rapidly, there are certain countries and institutions that are displeased by it. A weakened India, a feeble government, suits their interests. In such circumstances, these entities used to manipulate situations to their advantage. Congress, too, thrived on rampant corruption, hence they were content. However, the resolute BJP government does not succumb to pressure, thus posing challenges to such forces. I want to convey to Congress and its allies, regardless of their efforts... India will continue to progress, and so will Karnataka.”

PM Modi addresses public meetings in Belagavi, Uttara Kannada, Davanagere & Ballari, Karnataka

April 28th, 11:00 am

Prime Minister Narendra Modi today launched the poll campaign in full swing for the NDA in Karnataka. He addressed back-to-back mega rallies in Belagavi, Uttara Kannada, Davanagere and Ballari. PM Modi stated, “When India progresses, everyone becomes happy. But the Congress has been so indulged in 'Parivarhit' that it gets perturbed by every single developmental stride India makes.”

Today, the benefits of every scheme related to the poor, farmers, women and youth are reaching the southern corner of India: PM Modi

February 28th, 12:15 pm

Prime Minister Narendra Modi addressed an enthusiastic crowd in Tirunelveli, Tamil Nadu. The PM thanked each and every one for their presence, love, respect and affection. The PM also expressed his happiness from the core to be surrounded by so many people.

PM Modi's address at a public gathering in Tirunelveli, Tamil Nadu

February 28th, 12:03 pm

Prime Minister Narendra Modi addressed an enthusiastic crowd in Tirunelveli, Tamil Nadu. The PM thanked each and every one for their presence, love, respect and affection. The PM also expressed his happiness from the core to be surrounded by so many people.

BJP’s vision for a developed India contrasts with INDI Alliance’s family-centered politics: PM Modi

February 27th, 04:15 pm

During a public meeting at Tiruppur, Tamil Nadu, Prime Minister Narendra Modi began his address by thanking the people of Tamil Nadu and saying that being with all of you is a great pleasure. “This Kongu region of Tamil Nadu represents India’s growth story in many ways. It is one of India’s most vibrant textile and industry hubs. It also contributes to our country’s wind energy capacity. This region is also known for its spirit of enterprise. Our risk-taking entrepreneurs and MSMEs play a role in making us the fastest-growing economy,” said PM Modi.

PM Modi addresses a public meeting in Tiruppur, Tamil Nadu

February 27th, 03:44 pm

During a public meeting at Tiruppur, Tamil Nadu, Prime Minister Narendra Modi began his address by thanking the people of Tamil Nadu and saying that being with all of you is a great pleasure. “This Kongu region of Tamil Nadu represents India’s growth story in many ways. It is one of India’s most vibrant textile and industry hubs. It also contributes to our country’s wind energy capacity. This region is also known for its spirit of enterprise. Our risk-taking entrepreneurs and MSMEs play a role in making us the fastest-growing economy,” said PM Modi.

ଇନ୍ଦୋରରେ ‘ମଜଦୁରୋଁ କା ହିତ ମଜଦୁରୋଁ କୋ ସମର୍ପିତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ

December 25th, 12:30 pm

ଆଜିର କାର୍ଯ୍ୟକ୍ରମ ଆମର ଶ୍ରମିକ ଭାଇ ଭଉଣୀଙ୍କ ବର୍ଷ ବର୍ଷର କଠିନ ପରିଶ୍ରମ, ସଂକଳ୍ପ ଏବଂ ସ୍ୱପ୍ନର ଫଳ | ମୁଁ ଖୁସି ହେବାର କାରଣ ଆଜି ଅଟଳଜୀଙ୍କ ଜୟନ୍ତୀ ଏବଂ ଭାରତୀୟ ଜନତା ପାର୍ଟିର ଏହି ନୂତନ ସରକାର ଏବଂ ନୂତନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶରେ ଏହା ମୋର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ | ଏବଂ ମୋର ଗରିବ, ଅବହେଳିତ ଶ୍ରମିକ ଭାଇ ଓ ଭଉଣୀମାନଙ୍କ ପାଇଁ ଏଠାରେ ପହଞ୍ଚିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ । ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ।

'ମଜଦୁରୋଁ କା ହିତ୍ ମଜଦୁରୋଁ କୋ ସମର୍ପିତ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

December 25th, 12:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ମଜଦୁରୋଁ କା ହିତ୍ ମଜଦୁରୋଁ କୋ ସମର୍ପିତ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ହୁକୁମଚାନ୍ଦ ମିଲ ଶ୍ରମିକଙ୍କ ବକେୟା ବାବଦରେ ପ୍ରାୟ ୨୨୪ କୋଟି ଟଙ୍କାର ଚେକ୍ ଇନ୍ଦୋରର ହୁକୁମଚାନ୍ଦ ମିଲ୍ ର ସରକାରୀ ଲିକ୍ୱିଡେଟର ଏବଂ ଲେବର ୟୁନିୟନର ମୁଖ୍ୟଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ହୁକୁମଚାନ୍ଦ ମିଲ ଶ୍ରମିକଙ୍କ ଦୀର୍ଘ ଦିନର ଦାବିର ସମାଧାନ ପାଇଁ ଉଦ୍ଦିଷ୍ଟ । ଶ୍ରୀ ମୋଦୀ ଖରଗୋନ ଜିଲ୍ଲାରେ ୬୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।

ସରକାରୀ ବିଭାଗଗୁଡିକରେ 51000ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 28th, 11:20 am

ସ୍ୱାଧୀନତାର ଏହି ଅମୃତକାଳରେ, ଦେଶ ସ୍ୱାଧୀନତାର ଏବଂ ଦେଶର କୋଟି କୋଟି ଲୋକଙ୍କ ଅମୃତ- ରକ୍ଷକ ହେଇଥିବା ଅବସରରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ମୁଁ ଆପଣମାନଙ୍କୁ ଏଥିପାଇଁ ଅମୃତ ରକ୍ଷକ କହୁଛି କାରଣ ଆଜି ଯେଉଁ ଯୁବକମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକମାନଙ୍କର, ଦେଶର ମଧ୍ୟ ରକ୍ଷା କରିବେ । ଏଥିପାଇଁ ଏକ ପକ୍ଷରେ ଆପଣମାନେ ହେଉଛନ୍ତି ଏହି ଅମୃତକାଳର ଲୋକ ଏବଂ ଅମୃତ ରକ୍ଷକ ମଧ୍ୟ ।

ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

August 28th, 10:43 am

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌), ସୀମା ସୁରକ୍ଷା ବଳ (ବିଏସଏଫ୍‌), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ - ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।

ପିଏମ- ମିତ୍ର ମେଗା ଟେକ୍ସଟାଇଲ ପାର୍କଗୁଡିକ ଉତ୍ପାଦନ ବୃଦ୍ଧି କରିବ, ନବସୃଜନକୁ ପ୍ରୋତ୍ସାହିତ କରିବ ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

July 16th, 08:39 pm

“ବିଗତ କିଛି ଦିନ ମଧ୍ୟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ହୋଇଛି । ଏହି ପାର୍କଗୁଡିକ ମହାରାଷ୍ଟ୍ରର ଅମରାବତୀ ଓ ଗୁଜରାଟର ନବସାରିରେ ନିର୍ମାଣ ହେବ । ଏଗୁଡିକ ଉତ୍ପାଦନ ବୃଦ୍ଧି କରିବ, ନବସୃଜନକୁ ପ୍ରୋତ୍ସାହିତ କରିବ ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।”

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 18th, 02:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଶଂସା କରିଛନ୍ତି ।

ଚେନ୍ନାଇର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 08th, 06:37 pm

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ଜୀ, ଏବଂ ତାମିଲନାଡୁର ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ପ୍ରଧାନମନ୍ତ୍ରୀ ଦ୍ୱାରା ତାମିଲନାଡୁର ଚେନ୍ନାଇ ଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

April 08th, 06:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଚେନ୍ନାଇସ୍ଥିତ ଆଲଷ୍ଟ୍ରମ କ୍ରିକେଟ ପଡ଼ିଆରେ ଆୟୋଜିତ ସମାରୋହରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦଘାଟନ କରିବା ସହ ଚେନ୍ନାଇରେ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସ ଟ୍ରେନର ଯାତ୍ରାରମ୍ଭ କରିଥିଲେ ।

କଲବୁର୍ଗି ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ପାଇଁ କର୍ଣ୍ଣାଟକକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

March 28th, 05:50 pm

“କଲବୁର୍ଗି ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ କର୍ଣ୍ଣାଟକର ଭଉଣୀ ଓ ଭାଇମାନଙ୍କୁ ଅଭିନନ୍ଦନ । ଏହି ପାର୍କ କର୍ଣ୍ଣାଟକର ଐତିହ୍ୟସମ୍ପନ୍ନ ବୟନଶିଳ୍ପ ପରମ୍ପରାକୁ ସମୃଦ୍ଧ କରିବା ସହ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।”

ବିରୁଧୁନଗର ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କର ଶୁଭାରମ୍ଭ ଅବସରରେ ତାମିଲନାଡୁକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

March 22nd, 05:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ବିରୁଧୁନଗର ଅଭିଳାଷୀ ଜିଲ୍ଲାର ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ।

ଆତ୍ମନିର୍ଭର ଭାରାତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ଲାଭାର୍ଥୀ ଏବଂ ହିତଧାରକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ ଓ ସମ୍ବୋଧନ

October 23rd, 11:01 am

ଆତ୍ମନିର୍ଭର ଭାରତାଚେ ସମନ, ସ୍ୱୟଂପୂର୍ଣ୍ଣ ଗୋଆ ଜେବ ଜଣେ-ଜଲ୍ପେନ, ସାକାର ପରପୀ ଗୋୟାକରଂକ ୟେବକାର । ତୁମଚା ସାରଖ୍ୟା, ଧଡ଼- ପଡ଼- ପରପୀ, ଲୋକାଂକ ଲାଗୁନ, ଗୌୟ ରାଜ୍ୟାଚୋ ଗରଜୋ, ଗୋୟାଂତଚ ଗୋୟାଂପାକ ସୁରୁ ଜାଲ୍ପାତ, ହି ଖୋସୟେଚି ଗଜାଲ ଆସା ।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଛନ୍ତି

October 23rd, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ ।

ପାଞ୍ଚ ବର୍ଷର ଅବଧି ପାଇଁ ୪,୪୪୫ କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଦେଶରେ ୭ଟି ମେଗା ସମନ୍ୱିତ ବୟନ କ୍ଷେତ୍ର ଏବଂ ପରିଧାନ (ପିଏମ ମିତ୍ର) ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

October 06th, 05:21 pm

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଭାରତକୁ ବିଶ୍ୱ ବୟନ ମାନଚିତ୍ରରେ ଏକ ସୁଦୃଢ଼ ସ୍ଥାନ ଦେବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଏହାକୁ ସାକାର କରିବା କରିବା ଲାଗି, ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ ୭ଟି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।