ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟିବୋର୍ଡ ବୈଠକ

September 21st, 11:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ପାଣ୍ଠି ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ (୨୦-୦୯-୨୦୨୨) ଅଧ୍ୟକ୍ଷତା କରିଛନ୍ତି ।

ସିମଲା ଠାରେ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 31st, 11:01 am

ହିମାଚଳ ପ୍ରଦେଶ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଜୀ, ଏଠିକାର ଲୋକପ୍ରିୟ ତଥା କର୍ମଠ ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀ ଜୟରାମ ଠାକୁର ଜୀ, ରାଜ୍ୟ ସଭାପତି, ଆମର ପୁରୁଣା ସହକର୍ମୀ ଶ୍ରୀ ସୁରେଶ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସହକର୍ମୀ, ସାଂସଦ ଗଣ, ବିଧାୟକ ଗଣ, ହିମାଚଳର ସମସ୍ତ ଲୋକ ପ୍ରତିନିଧି ଗଣ । ଆଜି ମୋ ଜୀବନରେ ଏକ ବିଶେଷ ଦିନ ଏବଂ ଏହି ବିଶେଷ ଦିନରେ ମୁଁ ଏହି ଦେବଭୂମିକୁ ପ୍ରଣାମ କରିବାର ସୁଯୋଗ ପାଇଛି । ଜୀବନରେ ଏହା ଠାରୁ ବଡ଼ ସୌଭାଗ୍ୟ କ’ଣ ହୋଇପାରେ । ଆପଣ ଆଜି ଏତେ ସଂଖ୍ୟାରେ ଏଠାକୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

PM addresses ‘Garib Kalyan Sammelan’ in Shimla

May 31st, 11:00 am

Prime Minister Narendra Modi addressed ‘Garib Kalyan Sammelan’ in Shimla, Himachal Pradesh. The Prime Minister said that the welfare schemes, good governance, and welfare of the poor (Seva Sushasan aur Gareeb Kalyan) have changed the meaning of government for the people. Now the government is working for the people, he added.

Maa Bharati is with all of you: PM Modi at launch of PM-CARES for Children Scheme

May 30th, 10:31 am

Releasing the benefits under PM-CARES for Children Scheme, PM Modi said, It is a small effort to reduce the difficulties of such corona affected children who lost both their parents. PM-CARES for children is also a reflection of the fact that every countryman is with you with the utmost sensitivity.”

PM releases benefits under PM CARES for Children Scheme

May 30th, 10:30 am

Releasing the benefits under PM-CARES for Children Scheme, PM Modi said, It is a small effort to reduce the difficulties of such corona affected children who lost both their parents. PM-CARES for children is also a reflection of the fact that every countryman is with you with the utmost sensitivity.”

PM to release benefits under PM CARES for Children Scheme on 30 May

May 29th, 12:35 pm

Prime Minister Shri Narendra Modi will release benefits under the PM CARES for Children Scheme on 30 May 2022 at 10:30 AM via video conferencing. Prime Minister will transfer scholarships to school going children. A passbook of PM CARES for Children, and health card under Ayushman Bharat – Pradhan Mantri Jan Arogya Yojana will be handed over to the children during the programme.

ଗୁଜରାଟର ଦିଓଦରସ୍ଥିତ ବନସ ଡାଏରୀରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

April 19th, 11:02 am

ଆପଣମାନେ ସମସ୍ତେ ଭଲରେ ଅଛନ୍ତି । ଏବେ ଆପଣମାନଙ୍କୁ କ୍ଷମା ମାଗି ପ୍ରାରମ୍ଭରେ ମତେ ଟିକେ ହିନ୍ଦୀ କହିବାକୁ ପଡିବ । କାରଣ ଏହି ଗଣମାଧ୍ୟମ ବନ୍ଧୁମାନଙ୍କର ଅନୁରୋଧ ଥିଲା, ଯେ ଆପଣ ହିନ୍ଦୀରେ କଥା ହେଲେ ଭଲ ହେବ, ତେଣୁ ମୁଁ ଅନୁଭବ କଲି ଯେ ସବୁ ତ ନୁହେଁ, କିନ୍ତୁ କିଛି ସେମାନଙ୍କର କଥା ବି ମାନି ନିଆଯାଉ ।

ବାନଶକଣ୍ଟାର ଦିୟୋଦରଠାରେ ପ୍ରଧାନମନ୍ତ୍ରୀ ବାନଶ ଡାଏରୀ ସଙ୍କୁଲ ବହୁମୁଖୀ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦେଶ ଉଦ୍ଦେଶ୍ୟରେ କଲେ ସମର୍ପିତ

April 19th, 11:01 am

ଗୁଜରାଟର ବାନଶକଣ୍ଟା ଜିଲ୍ଲା ଦିୟୋଦରଠାରେ ପ୍ରଧାନନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଅ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ଦୁଗ୍ଧଜାତ ସାମଗ୍ରୀ ପରିସର ଓ ଆଳୁ ପ୍ରକ୍ରିୟାକରଣ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ନୂତନ ଡାଏରୀ ପରିସର ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ । ଦିନକୁ ଏହା ୩୦ ଲକ୍ଷ ଲିଟର ଦୁଗ୍ଦ ପ୍ରକ୍ରିୟାକରଣ କରିବା ସହ ପ୍ରାୟ ଅଶୀ ଟନ ଲହୁଣୀ, ଏକ ଲକ୍ଷ ଲିଟର ଆଇସକ୍ରିମ, ୨୦ ଟନ ଖୋୟା ଓ ଛଅ ଟନ ଚକୋଲେଟ ଉତ୍ପାଦନ କରିବ ।

ପିଏମ କେୟାର୍ସ ପାଣ୍ଠି ଅଧୀନରେ ସ୍ଥାପିତ ପିଏସଏ ଅକ୍ସିଜେନ୍ ପ୍ଲାଂଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 07th, 11:59 am

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଉତରାଖଣ୍ଡର ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂହ ମହାଶୟ, ଯୁବ, ଉର୍ଜ୍ଜାବାନ ଆଉ ଉତ୍ସାହୀ ମୁଖ୍ୟମନ୍ତ୍ରୀ ମୋର ମିତ୍ର ଶ୍ରୀ ପୁସ୍କର ସିଂହ ଧାମୀ ମହାଶୟ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, ଶ୍ରୀ ଅଜୟ ଭଟ୍ଟ ମହାଶୟ, ଉତରାଖଣ୍ଡ ବିଧାନସଭାର ବାଚସ୍ପତି ଶ୍ରୀ ପ୍ରେମ ଚନ୍ଦ ଅଗ୍ରୱାଲ ମହାଶୟ, ଉତରାଖଣ୍ଡ ସରକାରରେ ମନ୍ତ୍ରୀ ଆଉ ଆଜି ହେଉଛି ତାଙ୍କର ଜନ୍ମଦିନ ମଧ୍ୟ, ଡକ୍ଟର ଧନ ସିଂହ ରାୱତ ମହାଶୟ, ତାଙ୍କୁ ଜନ୍ମଦିନର ବହୁତ- ବହୁତ ଅଭିନନ୍ଦନ। ଦେଶର ଅନେକ ସ୍ଥାନରୁ ସାମିଲ ହୋଇଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ, ଉପ ରାଜ୍ୟପାଳଗଣ, ରାଜ୍ୟଗୁଡ଼ିକର ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ!!

ପିଏମ କେୟାର୍ସ ଅନ୍ତର୍ଗତ ସ୍ଥାପନ କରାଯାଇଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଦେଶକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

October 07th, 11:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ଅଧୀନରେ ପ୍ରତିଷ୍ଠା କରାଯାଇଥିବା ୩୫ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଆଜି ଉତ୍ତରାଖଣ୍ଡର ରିଷିକେଶସ୍ଥିତ ଏମ୍ସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ଲାଣ୍ଟଗୁଡ଼ିକୁ ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ସୁବିଧା ସହିତ ବର୍ତ୍ତମାନ ଦେଶର ସବୁ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ କେନ୍ଦ୍ର ମନ୍ତ୍ରୀ, ଉତ୍ତରାଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ରାଜ୍ୟର ବହୁ ମନ୍ତ୍ରୀ, ସ୍ବାସ୍ଥ୍ୟସେବା କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୭ତାରିଖରେ ପିଏମ୍ କେୟାର୍ସ ଅଧୀନରେ ପ୍ରତିଷ୍ଠିତ ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

October 06th, 02:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ତାରିଖ ପୂର୍ବାହ୍ନ ୧୧ଟାରେ ଉତ୍ତରାଖଣ୍ଡରେ ଋଷିକେଶ ସ୍ଥିତ ଏମ୍‍ସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୩୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପିଏମ୍‍ କେୟାର୍ସ ଅଧିନରେ ପ୍ରତିଷ୍ଠା ହୋଇଥିବା ୩୫ଟି ପ୍ରେସର ସ୍ୱିଙ୍ଗ ଆଡସର୍ପସନ୍ (ପିଏସ୍‍ଏ) ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ସହିତ ଦେଶର ସମସ୍ତ ଜିଲ୍ଲା ବର୍ତ୍ତମାନ ପିଏସ୍‍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଶିଶୁଙ୍କ ଲାଗି ପିଏମ କେୟାର୍ସ

August 02nd, 05:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା 29 ମଇ 2021 ରେ 'ଶିଶୁଙ୍କ ଲାଗି ପିଏମ କେୟାର୍ସ' ଆରମ୍ଭ କରାଯାଇଥିଲା ଯାହାକି 11 ମାର୍ଚ୍ଚ 2020 ରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଉଭୟ ମାତାପିତା କିମ୍ବା ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକ କିମ୍ବା ଆଇନଗତ ଅଭିଭାବକ/ପୋଷ୍ୟ ମାତାପିତାଙ୍କୁ କୋଭିଡ-19 କାରଣରୁ ହରାଇଥିବା ଶିଶୁମାନଙ୍କୁ ସହାୟତା କରିବା ପାଇଁ ଆରମ୍ଭ କରାଯାଇଥିଲା।

ସାରା ଦେଶରେ ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ୱିତ କରିବାର ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

July 09th, 01:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଓ ଉପଲବ୍ଧତାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।

ପି.ଏମ୍ କେୟାର୍ସ ପାଣ୍ଠିରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କଲ୍ୟାଣୀରେ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍‌ପିଟାଲ

June 16th, 02:24 pm

ଜରୁରୀକାଳୀନ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ (ପିଏମ କେୟାର୍ସ) ପାଣ୍ଠିରୁ ୨୫୦ଶଯ୍ୟା ବିଶିଷ୍ଟ ଦୁଇଟି କାମଚଳା କୋଭିଡ୍ ହସ୍‌ପିଟାଲ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କଲ୍ୟାଣୀରେ ସ୍ଥାପନ ପାଇଁ ୪୧.୬୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଡିଆରଡିଓ ଦ୍ୱାରା ତିଆରି ହେବାକୁ ଥିବା ଏହି ହସ୍‌ପିଟାଲ ନିମନ୍ତେ କେତେକ ଭିତ୍ତିଭୂମି ସହାୟତା ମଧ୍ୟ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୋଗାଇଦେବେ ।

Government announces further measures to help families who lost the earning member due to Covid

May 29th, 08:06 pm

In addition to the measures announced under PM CARES for Children- Empowerment of Covid affected children, Government of India has announced further measures to help families who have lost the earning member due to Covid. They will provide pension to families of those who died due to Covid and an enhanced & liberalised insurance compensation.

କୋଭିଡ ପ୍ରଭାବିତ ଶିଶୁଙ୍କୁ ସହାୟତା ଓ ସଶକ୍ତିକରଣ ପାଇଁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ-କୋଭିଡ ପ୍ରଭାବିତ ଶିଶୁଙ୍କ ସଶକ୍ତିକରଣ’ ଯୋଜନାର ଶୁଭାରମ୍ଭ

May 29th, 06:03 pm

Prime Minister Modi chaired an important meeting to discuss and deliberate on steps which can be taken to support children who have lost their parents due to COVID-19. All children who have lost both parents or surviving parent or legal guardian/adoptive parents due to COVID-19 will be supported under ‘PM-CARES for Children’ scheme.

ପିଏମ୍ କେୟାର୍ସ ପାଣ୍ଠିରୁ ଅଣାଯିବ ଦେଢଲକ୍ଷ ୟୁନିଟ ଅକ୍ସିକେୟାର ସିଷ୍ଟମ । ଏ ବାବଦ ଖର୍ଚ୍ଚ ହେବ ୩୨୨.୫କୋଟି ଟଙ୍କା

May 12th, 06:24 pm

ପିଏମ୍ କେୟାର୍ସ ପାଣ୍ଠିରୁ ୩୨୨.୫କୋଟି ଟଙ୍କା ୧, ୫୦, ୦୦୦ ଅକ୍ସିକେୟାର ସିଷ୍ଟମ ଆହରଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରୋଗୀମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ସ୍ତର ନିରୂପଣ ପାଇଁ ସ୍ୱୟଂକ୍ରିୟା ବିସ୍ତୁତ ବ୍ୟବସ୍ଥା ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା କରାଯାଇଛି ।

ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

May 02nd, 02:18 pm

ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପିଏମ କେୟାର୍ସ ପାଣ୍ଠି ବିନିଯୋଗରେ ୧ଲକ୍ଷ ଅମ୍ଳଜାନ କଂସେଂଟ୍ରେଟର ତିଆରି କରାଯି

April 28th, 05:09 pm

ସହଜରେ ନେବା ଆଣିବା କରାଯାଇ ପାରୁଥିବା ୧ଲକ୍ଷ ଅକ୍ସିଜେନ କଂସେଂଟ୍ରେଟର କିଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି । କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବହାର କରାଯାଉଥିବା ତରଳ ଅକ୍ସିଜେନ ଆବଶ୍ୟକତା ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହି ଅକ୍ସିଜେନ କଂସେଂଟ୍ରେଟର ସବୁକୁ ଯଥାଶୀଘ୍ର ଅକ୍ସିଜେନ ଅଧିକ ମାତ୍ରାରେ ଆବଶ୍ୟକ ପଡୁଥିବା ରାଜ୍ୟଗୁଡିକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପିଏମ କେୟାର୍ସ ପାଣ୍ଠି ଜରିଆରେ ଦେଶର ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରତିଷ୍ଠା କରାଯିବ 551ଟି ପିଏସଏ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ

April 25th, 12:27 pm

ଦେଶର ସମସ୍ତ ଡାକ୍ତରଖାନାକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନା ପରିସରରେ 551ଟି ସମର୍ପିତ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ଲାଗି ପିଏମ୍‌ କେୟାର୍ସ ପାଣ୍ଠିରୁ ନୀତିଗତ ମଞ୍ଜୁରି ମିଳିଛି। ଯଥାଶୀଘ୍ର ସମ୍ଭବ ଏସବୁ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପ୍ଲାଣ୍ଟ ଜିଲ୍ଲାସ୍ତରରେ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ।