ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ

October 28th, 12:47 pm

ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

5 ଅକ୍ଟୋବରରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

October 04th, 09:14 am

ପୂର୍ବାହ୍ନ ପ୍ରାୟ 11: 15 ରେ ରାଜସ୍ଥାନର ଯୋଧପୁରରେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ସଡକ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରାୟ 5000 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରିବେ। ପୂର୍ବାହ୍ନ ପ୍ରାୟ 03:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଜବଲପୁରରେ ପହଞ୍ଚିବେ ଯେଉଁଠାରେ ସେ ସଡ଼କ, ରେଳ, ଗ୍ୟାସ, ପାଇପଲାଇନ୍, ଆବାସ ଏବଂ ସ୍ବଚ୍ଛ ପାନୀୟଜଳ ପରି କ୍ଷେତ୍ରରେ 12,600 କୋଟି ଟଙ୍କାରୁ ଅଧିକ ନିବେଶରେ ହୋଇଥିବା ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ତତା ତାହାକୁ ଦେଶକୁ ଉତ୍ସର୍ଗ କରିବେ।

ପଞ୍ଜାବର ମୋହାଲିଠାରେ ହୋମି ଭାଭା କ୍ୟାନସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

August 24th, 06:06 pm

ପଞ୍ଜାବର ରାଜ୍ୟପାଳ ଶ୍ରୀ ବନୱାରୀ ଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭଗବନ୍ତ ମାନ୍‌ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ସଂସଦରେ ମୋର ସାଥୀ ଭାଇ ମନୀଷ ତିୱାରୀଜୀ, ସମସ୍ତ ଡାକ୍ତର, ଗବେଷକ, ପାରାମେଡ଼ିକ୍‌, ଅନ୍ୟ କର୍ମଚାରୀ ଏବଂ ପଞ୍ଜାବର କୋଣ ଅନୁକୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ!

PM dedicates Homi Bhabha Cancer Hospital & Research Centre to the Nation at Sahibzada Ajit Singh Nagar (Mohali)

August 24th, 02:22 pm

PM Modi dedicated Homi Bhabha Cancer Hospital & Research Centre to the Nation at Mohali in Punjab. The PM reiterated the government’s commitment to create facilities for cancer treatment. He remarked that a good healthcare system doesn't just mean building four walls. He emphasised that the healthcare system of any country becomes strong only when it gives solutions in every way, and supports it step by step.

"ସୁସ୍ଥ ଭାରତର ୮ବର୍ଷ” ର ବିବରଣୀକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

June 08th, 01:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଭାରତରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିବରଣୀ ସେୟାର କରିଛନ୍ତି ।

ତାମିଲନାଡୁରେ ୧୧ ଟି ନୂତନ ମେଡିକାଲ କଲେଜ ଏବଂ ତାମିଲନାଡୁର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ କ୍ଲାସିକାଲ ତାମିଲର ଏକ ନୂତନ କ୍ୟାମ୍ପସ ଉଦ୍‍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 12th, 03:37 pm

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ୍‍.ରଭି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ ଷ୍ଟାଲିନ, କ୍ୟାବିନେଟ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ପରିଷଦରେ ଥିବା ମୋର ସହକର୍ମୀ ଶ୍ରୀ ଏମ. ମୁରୁଗାନ, ଭାରତୀ ପାୱାର ଜୀ, ସାଂସଦ, ତାମିଲନାଡୁ ବିଧାନସଭାର ସଦସ୍ୟ,

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୧୧ଟି ନୂଆ ମେଡିକାଲ୍ କଲେଜ୍ ଏବଂ ସିଆଇସିଟିର ଏକ ନୂତନ ପରିସରକୁ ଉଦ୍‌ଘାଟନ କରିଛନ୍ତି

January 12th, 03:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ତାମିଲନାଡୁରେ ୧୧ଟି ନୂତନ ମେଡିକାଲ୍ କଲେଜ୍ ଏବଂ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ୍ ସଂସ୍ଥାନ (ସିଆଇସିଟି)ର ଏକ ନୂତନ କ୍ୟାମ୍ପସ୍ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ, ଡ. ଏଲ୍ ମୁରୁଗାନ୍ ଏବଂ ଡ. ଭାରତୀ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିରୁ ଏମ୍‌. କେ. ଷ୍ଟାଲିନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ବାରଣାସୀଠାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

October 25th, 01:33 pm

ଆପଣମାନେ ଅନୁମତି ପ୍ରଦାନ କଲେ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବି । ହର ହର ମହାଦେବ, ବାବା ବିଶ୍ୱନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ନଗରୀ କାଶୀର ପୁଣ୍ୟ ଭୂମିର ସମସ୍ତ ବନ୍ଧୁ ଏବଂ ଭଉଣୀଙ୍କୁ ମୋର ପ୍ରଣାବ । ଦୀପାବଳି, ଦେବ ଦୀପାବଳି, ଅନ୍ନକୂଟ, ଭାଇୟାଦୁଜ, ପ୍ରକାଶୋତ୍ସବ ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଡାଲା ଛଠ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

October 25th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୫.୧୦.୨୦୨୧)ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନକୁ ଉଦ୍‌ଘାଟନ କରିଛନ୍ତି । ସେ ବାରଣାସୀରେ ୫୨୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା, ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ରାଜ୍ୟମନ୍ତ୍ରୀ ଓ ଲୋକ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।