ଆସାମରେ ବହୁମୁଖୀ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 18th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଦୁଇଟି ସେତୁର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ, ଆଇନ ଓ ଯୋଗାଯୋଗ ତଥା ଆଇଟି ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଏବଂ ଆସାମ ଓ ମେଘାଳୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।ଆସାମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାବାହୁ-ବ୍ରହ୍ମପୁତ୍ର ଯୋଜନାର ଶୁଭାରମ୍ଭ
February 18th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଦୁଇଟି ସେତୁର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ, ଆଇନ ଓ ଯୋଗାଯୋଗ ତଥା ଆଇଟି ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଏବଂ ଆସାମ ଓ ମେଘାଳୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।ଫେବ୍ରୁଆରୀ ୧୮ରେ ପ୍ରଧାନମନ୍ତ୍ରୀ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ ଏବଂ ଦୁଇଟି ସେତୁର ଆଧାରଶିଳା ରଖିବେ
February 16th, 09:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ୨୦୨୧ ଫେବ୍ରୁଆରୀ ୧୮ରେ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ, ଧୁବରୀ ଫୁଲବାଡ଼ି ସେତୁର ଆଧାରଶିଳା ରଖିବେ ଏବଂ ମଜୁଲି ସେତୁର ନିର୍ମାଣ ନିମନ୍ତେ ଅପରାହ୍ନ ୧୨ଟାରେ ଭୂମିପୂଜା କରିବେ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ଆସାମ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।ମେଘାଳୟରେ ନିର୍ବାଚନ କଂଗ୍ରେସର ଘୋଟାଲାରୁ ରାଜ୍ୟକୁ ମୁକ୍ତ କରିବାର ନିର୍ବାଚନ :ପ୍ରଧାନମନ୍ତ୍ରୀ ମୋଦୀ
February 22nd, 04:34 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ତାଙ୍କୁ ବିଜେପି ପ୍ରତି ମେଘାଳୟର ଲୋକମାନଙ୍କ ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଅନୁଭବ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ
February 22nd, 04:33 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କୁ ମେଘାଳୟର ଜନତାଙ୍କ ବିଜେପି ପ୍ରତି ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଲାଗୁଛି ।