ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 09th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 21st, 10:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ ଯାହା ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା ।ମଧ୍ୟପ୍ରଦେଶର ଭୋପ।ଳରେ ଜନଜାତୀୟ ମହାସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 15th, 01:05 pm
ମଧ୍ୟପ୍ରଦେଶର ରାଜ୍ୟାଳ ଶ୍ରୀ ମଙ୍ଗୁଭାଇ ପଟେଲ ମହୋଦୟ, ଯିଏ ନିଜର ସମ୍ପୂର୍ଣ୍ଣ ଜୀବନ ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରିଛନ୍ତି । ସେ ଆଜୀବନ ଆଦିବାସୀଙ୍କ କଲ୍ୟାଣ ପାଇଁ ସାମାଜିକ ସଂଗଠନ ରୂପେ, ସରକାରରେ ମନ୍ତ୍ରୀ ଭାବେ ଏକ ସମର୍ପିତ ଆଦିବାସୀଙ୍କ ସେବକ ରୂପେ ରହିଥିଲେ । ଆଉ ମୁଁ ଗର୍ବ ଅନୁଭବ କରୁଛି ଯେ ମଧ୍ୟପ୍ରଦେଶର ପ୍ରଥମ ଆଦିବାସୀ ରାଜ୍ୟପାଳ, ଏହାର ସମ୍ମାନ ଶ୍ରୀ ମଙ୍ଗୁଭାଇ ପଟେଲଙ୍କ ଖାତାକୁ ଯାଉଛି।ଜନଜାତି ଗୌରବ ଦିବସ ମହାସମ୍ମିଳନୀ ଅବସରରେ ଜନଜାତୀୟ ଗୋଷ୍ଠୀଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିବିଧ ପ୍ରୟାସ
November 15th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନଜାତୀୟ ଗୌରବ ଦିବସ ମହାସମ୍ମେଳନରେ ଜନଜାତୀୟ ସମ୍ପ୍ରଦାୟଙ୍କ କଲ୍ୟାଣ ନିମନ୍ତେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି । ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଆଜି ‘ରାସନ ଆପକେ ଗ୍ରାମ’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ପ୍ରଦେଶରେ ସିକଲ ସେଲ ମିଶନକୁ ମଧ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି । ସେହିଭଳି ସମଗ୍ର ଦେଶରେ ଏକାସଙ୍ଗେ ୫୦ଟି ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଆଧାରଶିଳା ପ୍ରଧାନମନ୍ତ୍ରୀ ଆଜି ରଖିଛନ୍ତି । ଏହି ଅବସରରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, ଡକ୍ଟର ବୀରେନ୍ଦ୍ର କୁମାର, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ତଥା କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଏସ ପଟେଲ, ଶ୍ରୀ ଫଗନ ସିଂହ କୁଲସ୍ତେ ଏବଂ ଡକ୍ଟର ଏଲ ମୁରୁଗନ ଉପସ୍ଥିତ ଥିଲେ ।ଉପହାର ପାଇଁ ଲୋକଙ୍କ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଜୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
November 11th, 10:13 pm
ଲୋକଙ୍କ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଜୀଙ୍କୁ ତାଙ୍କ ଉପହାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।ପିପୁଲ୍ସ ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ମନୋନୟନ ପାଇଁ ଜନତାଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
July 11th, 11:40 am
ତୃଣମୂଳ ସ୍ତରରେ ଉଲ୍ଲେଖନୀୟ କାମ କରୁଥିବା ସତ୍ତ୍ୱେ ବିଶେଷ ପରିଚୟ ପାଇନଥିବା ବ୍ୟକ୍ତିଙ୍କୁ ପିପୁଲ୍ସ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତାଙ୍କୁ ଆହ୍ୱାନ ଦେଇଛନ୍ତି । ସେପ୍ଟେମ୍ବର ୧୫ ଯାଏଁ ଏହି ମନୋନୟନ ଦାଖଲ କରାଯାଇ ପାରିବ ।