BJP is emphasizing the true social empowerment of Dalits and OBC: PM Modi in Patiala, Punjab
May 23rd, 05:00 pm
Ahead of the impending Lok Sabha elections in 2024, Prime Minister Narendra Modi addressed a powerful rally amid a passionate welcome by the people of Patiala, Punjab. PM Modi began his address by paying rich tributes to the land of ‘Guru Tegh Bahadur.’ He said, “After the five phases of voting, the message of the people of India resonates with ‘Fir ek Baar, Modi Sarkar’.” He urged Punjab to vote for the BJP to ensure a ‘Viksit Bharat.’ପଞ୍ଜାବରେ ଏକ ଶକ୍ତିଶାଳୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପଟିଆଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସାହଜନକ ସ୍ୱାଗତ
May 23rd, 04:30 pm
୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ରାଲିକୁ ସମ୍ବୋଧିତ କରିଥିବା ବେଳେ ପଞ୍ଜାବର ପଟିଆଲାବାସୀ ଏହାକୁ ଉତ୍ସାହର ସହ ସ୍ୱାଗତ କରିଛନ୍ତି। ଗୁରୁ ତେଗ ବାହାଦୁରଙ୍କ ଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ୫ଟି ପର୍ଯ୍ୟାୟ ମତଦାନ ପରେ ଭାରତବାସୀଙ୍କ ବାର୍ତ୍ତା 'ଫିର ଏକ ବାର, ମୋଦି ସରକାର'ରେ ପ୍ରତିଫଳିତ ହେଉଛି। 'ବିକଶିତ ଭାରତ' ସୁନିଶ୍ଚିତ କରିବା ପାଇଁ ସେ ପଞ୍ଜାବକୁ ବିଜେପିକୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି।ପ୍ରଧାନମନ୍ତ୍ରୀ ଜାନୁଆରୀ ୫ ତାରିଖରେ ପଞ୍ଜାବ ଗସ୍ତରେ ଯିବା ସହିତ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
January 03rd, 03:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବର ଫେରୋଜପୁର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ; ଅମୃତସର-ଉନା ସେକ୍ସନର ଚାରି ଲେନ୍ କାର୍ଯ୍ୟ; ମୁକେରିଆନ୍ - ତଲୱାର ନୂତନ ବ୍ରଡ୍ ଗଜ୍ ରେଳ ଲାଇନ; ଫିରୋଜେପୁର ଠାରେ ପିଜିଆଇ ସାଟେଲାଇଟ୍ କେନ୍ଦ୍ର ଏବଂ କପୁରଥାଲା ଓ ହୋଶିଆରପୁରର ଦୁଇଟି ନୂତନ ମେଡିକାଲ୍ କଲେଜ ଆଦି ରହିଛି ।ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଟିଆଲାର ସୂତାରେ କାମ କରୁଥିବା କଳାକାରଙ୍କ ନିଜ ଦ୍ଵାରା ନିର୍ମିତ କଳାକୃତି ଉପହାର
January 03rd, 05:55 pm
କିଛି ଦିନ ପୂର୍ବରୁ ପଟିଆଲାର ସୂତାରେ କାମ କରୁଥିବା କଳାକାର ମିଷ୍ଟର ଅରୁଣ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର କଳାକୃତି ଉପହାର ଦେଇଛନ୍ତି ।