BJP made a separate ministry & increased budget for the welfare of Adivasis: PM Modi

November 22nd, 09:15 am

The electoral atmosphere intensified as PM Narendra Modi engaged in two spirited rallies in Sagwara and Kotri ahead of the Rajasthan assembly election. “This region has suffered greatly under Congress rule. The people of Dungarpur are well aware of how the misrule of the Congress has shattered the dreams of the youth,” PM Modi said while addressing the public rally.

PM Modi Addresses public meetings in Sagwara and Kotri, Rajasthan

November 22nd, 09:05 am

The electoral atmosphere intensified as PM Narendra Modi engaged in two spirited rallies in Sagwara and Kotri ahead of the Rajasthan assembly election. “This region has suffered greatly under Congress rule. The people of Dungarpur are well aware of how the misrule of the Congress has shattered the dreams of the youth,” PM Modi said while addressing the public rally.

BJP will enable development, eliminate corruption, empower women in Rajasthan: PM Modi

November 18th, 11:49 am

Ahead of the Assembly Election in poll-bound Rajasthan, PM Modi addressed a triumphant Vijay Sankalp Sabha in Bharatpur. He said, “There is a unanimous voice in Rajasthan, and that is to enable BJP to emerge victorious in Rajasthan.” He added, “BJP’s vision for Rajasthan is to enable its development, eliminate corruption and empower its women.”

PM Modi addresses triumphant Vijay Sankalp Sabha in Bharatpur and Nagaur, Rajasthan

November 18th, 11:04 am

Ahead of the Assembly Election in poll-bound Rajasthan, PM Modi addressed triumphant Vijay Sankalp Sabhas in Bharatpur and Nagaur. He said, “There is a unanimous voice in Rajasthan, and that is to enable BJP to emerge victorious in Rajasthan.” He added, “BJP’s vision for Rajasthan is to enable its development, eliminate corruption and empower its women.”

ନର୍ମଦା ଆନିକଟ ପ୍ରକଳ୍ପର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ; ଭାରୁଚ ଜନସଭାରେ ଦେଲେ ଉଦ୍ବୋଧନ

October 08th, 03:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନର୍ମଦା ନଦୀ ଉପରେ ଭଦଭୂତ ଆନିକଟ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭାରୁଚଠାରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଉଧନା (ସୁରତ, ଗୁଜରାଟ)ରୁ ଜୟନଗର (ବିହାର) ପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗୁଜରାଟ ନର୍ମଦା ସାର ନିଗମ ଲିଃର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ ।

Swachhata is a way to serve the poor of India: PM Modi

September 23rd, 10:24 am

PM Modi today attended Pashudhan Arogya Mela in Varanasi and distributed certificates PMAY beneficiaries. He also attended a Swachhata programme in Shahanshapur village.

ବାରଣାସୀ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ;

September 23rd, 10:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ସଂସଦୀୟ ନିର୍ବାଚନ ମଣ୍ଡଳୀର ଶହେନ୍ସାପୁର ଗ୍ରାମରେ ଏକ ଶୌଚାଳୟ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କରିଥିଲେ । ଶୌଚାଳୟ ପିଟ୍ ନିର୍ମାଣ କାର୍ଯ୍ୟରେ ଭାଗନେଇ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଲୋକମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅଂଚଳର ଗ୍ରାମବାସୀମାନେ ଖୋଲାରେ ମଳତ୍ୟାଗ ନ କରିବା ପାଇଁ ଶପଥ ନେଇଥିଲେ । ଶହେନ୍ସାପୁରର ଗ୍ରାମବାସୀମାନେ ଶୌଚାଳୟକୁ ଇଜ୍ଜତ ଘର ଭାବେ ନାମିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବାରଣାସୀ ଗସ୍ତରେ ଯିବେ ,ବିଭିନ୍ନ ବିକାଶମୁଖୀ ପ୍ରକଳ୍ପର ଶୁଭାରମ୍ଭ କରିବେ

September 21st, 03:55 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 22 ରୁ 23 ଦୁଇ ଦିନିଆ ବାରଣାସୀ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ସେଠାରେ ବିଭିନ୍ନ ବିକାଶମୁଖୀ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଐତିହାସିକ ତୁଳସୀ ମାନସ ମନ୍ଦିର ଦର୍ଶନରେ ଯିବେ ଏବଂ ରାମାୟଣ ଉପରେ ଡାକ ଟିକଟ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗସ୍ତର ଦ୍ୱିତୀୟ ଦିନରେ ପଶୁଧନ ଆରୋଗ୍ୟ ମେଳା ପରିଦର୍ଶନ କରିବେ ।