ଆଫଗାନିସ୍ତାନରେ ଲାଲନ୍ଦର “ଶତୁତ” ଡ୍ୟାମ ନିର୍ମାଣ ପାଇଁ ବୁଝାମଣା ସ୍ଵାକ୍ଷରିତ
February 09th, 03:38 pm
ଆଫଗାନିସ୍ତାନରେ ଲାଲନ୍ଦର (ଶତୁତ) ଡ୍ୟାମ ନିର୍ମାଣ ପାଇଁ ବୁଝାମଣା (ଏମଓୟୁ) ସ୍ଵାକ୍ଷରିତ ସମାରୋହ ଫେବୃଆରୀ 09, 2021ରେ ଭିଟିସି ମାଧ୍ୟମରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଅଶରଫ ଘନିଙ୍କ ଉପସ୍ଥିତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଜୟଶଙ୍କର ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମିଷ୍ଟର ହନିଫ ଆତ୍ମର ଏହି ବୁଝାମଣାରେ ସ୍ଵାକ୍ଷର କରିଥିଲେ ।ଶହତୁତ୍ ଡ୍ୟାମ ନିର୍ମାଣ ପାଇଁ ବୁଝାମଣା ସ୍ୱାକ୍ଷର ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ ଭର୍ଚୁଆଲ୍ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
February 09th, 02:27 pm
ଆଫଗାନିସ୍ତାନରେ ଲାଲନ୍ଦର (ଶତୁତ) ଡ୍ୟାମ ନିର୍ମାଣ ପାଇଁ ବୁଝାମଣା (ଏମଓୟୁ) ସ୍ଵାକ୍ଷରିତ ସମାରୋହ ଫେବୃଆରୀ 09, 2021ରେ ଭିଟିସି ମାଧ୍ୟମରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଅଶରଫ ଘନିଙ୍କ ଉପସ୍ଥିତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଜୟଶଙ୍କର ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମିଷ୍ଟର ହନିଫ ଆତ୍ମର ଏହି ବୁଝାମଣାରେ ସ୍ଵାକ୍ଷର କରିଥିଲେ ।Highlights of PM Modi's historic address at Afghanistan's Parliament
December 27th, 03:46 pm
India-Afghanistan ties are as ancient as history: PM Narendra Modi
December 25th, 11:50 am