ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ‘ଷ୍ଟେଟ ଅଫ ୱାର୍ଲ୍ଡ’ ଅଭିଭାଷଣର ମୂଳ ପାଠ
January 17th, 08:31 pm
୧୩ଠ କୋଟି ଭାରତୀୟଙ୍କ ତରଫରୁ ମୁଁ ବିଶ୍ୱ ଅର୍ଥନୈତିକ ଫୋରମରେ ଏକତ୍ରିତ ହୋଇଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି, ଭାରତ ସତର୍କତାର ସହିତ କରୋନାର ଆଉ ଏକ ତରଙ୍ଗର ସମ୍ମୁଖୀନ ହେଉଛି । ଏଥିସହିତ ଭାରତ ମଧ୍ୟ ଅନେକ ଆଶାବାଦୀ ଫଳାଫଳ ସହିତ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢୁଛି । ଆଜି ସ୍ୱାଧୀନତାର ୭୫ ବର୍ଷରେ ଭାରତ ମଧ୍ୟ ଉତ୍ସାହିତ ଏବଂ କେବଳ ଗୋଟିଏ ବର୍ଷରେ ୧୬ଠ କୋଟି କରୋନା ଟିକା ନେଇ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।PM Modi's remarks at World Economic Forum, Davos 2022
January 17th, 08:30 pm
PM Modi addressed the World Economic Forum's Davos Agenda via video conferencing. PM Modi said, The entrepreneurship spirit that Indians have, the ability to adopt new technology, can give new energy to each of our global partners. That's why this is the best time to invest in India.ଆମେରିକା-ଭାରତ ମିଳିତ ନେତାଙ୍କ ବିବୃତ୍ତି: ବିଶ୍ୱ ହିତ ପାଇଁ ସହଭାଗୀତା
September 24th, 09:50 pm
ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫଳପ୍ରଦ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କହିଛନ୍ତି, ଆଜିର ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ। ଏହି ଶତାବ୍ଦୀର ତୃତୀୟ ଦଶନ୍ଧି ଆରମ୍ଭରେ ଆମେ ସାକ୍ଷାତ କରୁଛୁ। ଭାରତ ଏବଂ ଆମେରିକା ମଧ୍ୟରେ ଅଧିକ ଶକ୍ତିଶାଳୀ ବନ୍ଧୁତା ପାଇଁ ମଞ୍ଜି ବୁଣାଯାଇଛି ।ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 24th, 09:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫଳପ୍ରଦ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କହିଥିଲେ, ଆଜିର ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ । ଏହି ଶତାବ୍ଦୀର ତୃତୀୟ ଦଶନ୍ଧି ଆରମ୍ଭରେ ଆମେ ସାକ୍ଷାତ କରୁଛୁ । ଭାରତ ଏବଂ ଆମେରିକା ମଧ୍ୟରେ ଆହୁରି ଶକ୍ତିଶାଳୀ ବନ୍ଧୁତା ପାଇଁ ମଞ୍ଜି ବୁଣାଯାଇଛି ।ଜି7 ଶିଖର ସମ୍ମିଳନୀର ଦ୍ବିତୀୟ ଦିନରେ ଦୁଇଟି ଅଧିବେଶରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
June 13th, 08:06 pm
ଜି7 ଶିଖର ସମ୍ମିଳନୀର ଜନସମ୍ପର୍କ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନଗୁଡ଼ିକର ଶୀର୍ଷକ ଥିଲା ‘ମିଳିତ ଭାବେ ନିର୍ମାଣ କରିବା-ମୁକ୍ତ ସମାଜ ଓ ଅର୍ଥବ୍ୟବସ୍ଥା’ ଏବଂ ‘ସବୁଜ: ଜଳବାୟୁ ଓ ପ୍ରକୃତି ନିର୍ମାଣ କରିବା’।ଭାରତ-ବ୍ରିଟେନ ଭର୍ଚୁଆଲ ଶିଖର ସମ୍ମିଳନୀ
May 04th, 06:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ମାନନୀୟ ବୋରିସ ଜନସନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।