PM Modi's Positive Solution to Rebuilding Parental Trust

January 29th, 05:59 pm

PM Modi addressed and interacted with various students, during the Pariskha pe Charcha, 2024. While interacting with students, he also addressed a question on how students can earn the trust of their parents through their hard work. He remarked that trust deficit does not happen suddenly; it lasts an extended period. For this, every parent, every teacher, and every student has to analyse behaviour very minutely. He advised that every student must be forthcoming with his/her parents, and only then can trust and confidence be built in parents' minds.

ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଗଠନମୂଳକ ଭୂମିକା ସମ୍ପର୍କରେ ଏଗଜାମ ୱାରିୟର ପୁସ୍ତକରୁ ଆକର୍ଷଣୀୟ ସଂକଳନ ଶେୟାର କଲେ ପ୍ରଧାନମନ୍ତ୍ରୀ

January 19th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ ଏକ ଆକର୍ଷଣୀୟ ସଂକଳନ ଶେୟାର କରିଛନ୍ତି ।

ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କଲେ ପ୍ରଧାନମନ୍ତ୍ରୀ

January 16th, 02:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କରିବା ସହ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି ।

ନବମ ଶ୍ରେଣୀ ଛାତ୍ରୀ ଇଶିତାଙ୍କ ପିପିସି ସମ୍ପର୍କିତ ଚିତ୍ରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

January 08th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ବିଦ୍ୟାଳୟ, ଅମ୍ବାଲା କ୍ୟାଣ୍ଟର ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଇଶିତା ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୩କୁ ନେଇ ଆଙ୍କିଥିବା ଚିତ୍ରକୁ ପ୍ରଶଂସା କରିଛନ୍ତି ।

ପରୀକ୍ଷା ସମ୍ପର୍କରେ ସ୍ୱରଚିତ କବିତା ଶେୟାର କରିଥିବାରୁ କେଭି ଓଏନଜିସି, ଡେରାଡୁନର ଛାତ୍ରୀ କୁମାରୀ ଦୀୟାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 07th, 03:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ସମ୍ପର୍କରେ ସ୍ୱରଚିତ କବିତା ଶେୟାର କରିଥିବା କେଭି ଓଏନଜିସି, ଡେରାଡୁନର ଛାତ୍ରୀ କୁମାରୀ ଦୀୟାଙ୍କୁ ପ୍ରଶଂସା କରିଛନ୍ତି ।

ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ପାଇଁ ମତାମତ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ

January 05th, 10:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷ କରି ପରୀକ୍ଷା ଯୋଦ୍ଧା, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ଆଲୋଚନା ପାଇଁ ସେମାନଙ୍କ ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ

November 30th, 04:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ସମ୍ବନ୍ଧୀୟ ଆକର୍ଷଣୀୟ କାର୍ଯ୍ୟକଳାପରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି । ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।