Pariksha Pe Charcha: What can be done to best utilize free time? This is what PM Modi has to say…

April 08th, 09:06 am

Responding to a question from Neel Ananth, a student in Kanyakumari about best utilization of free time, PM Modi said, “Do not consider free time as spare time. It is a treasure. It is an opportunity. There should be of free time in your routine, otherwise life becomes like a robot.”

Pariksha Pe Charcha: PM Modi’s request to parents and teachers…Read to find out more!

April 08th, 08:50 am

During Pariksha Pe Charcha, replying to parents who asked how to raise children in changing times and how to ensure that they are given good values, PM Modi suggested to not burden the children with their values

Pariksha Pe Charcha: PM Modi gives formula to sharpen students’ memory

April 08th, 08:44 am

During Pariksha Pe Charcha, PM Narendra Modi shared a mantra for sharpening one’s memory. PM Modi advised students to ‘internalise’ and not ‘memorize’ what they study.

Are marks important to succeed in life? Find out what PM Modi has to say…

April 08th, 08:36 am

During Pariksha Pe Charcha, young Shreyaan Roy of West Bengal asked PM Modi, “Is failure in examination is actually a failure for us in our life?”. Replying to his question, PM Modi said, “Marks alone never determine success or failure. What matters most is what we do in life.”

Pariksha Pe Charcha: PM Modi answers how to reduce generation gap…Read to find out more!

April 08th, 08:21 am

During Pariksha Pe Charcha, Assam’s Krishty Saikia got a chance to interact with Prime Minister Narendra Modi. She raised an important point about generation gap among parents and their children.

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୧’ରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

April 07th, 07:01 pm

ନମସ୍କାର, ନମସ୍କାର ବନ୍ଧୁଗଣ, ଆଣମାନେ କିପରି ଅଛନ୍ତି ? ଆଶା କରୁଛି ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି ଚାଲିଥିବ ? ଏହା ହେଉଛି ‘ପରୀକ୍ଷା ପେ ଚର୍ଚ୍ଚା’ର ପ୍ରଥମ ଭର୍ଚୁଆଲ ସଂସ୍କରଣ। ଆପଣମାନେ ଜାଣନ୍ତି, ଆମେମାନେ ଗତ ଏକ ବର୍ଷ ଧରି କରୋନା ମଧ୍ୟରେ ବଞ୍ଚିଛୁ, ଆଉ ସେହି କାରଣରୁ ହିଁ ପ୍ରତ୍ୟେକଙ୍କୁ କିଛି ନା କିଛି ନୂତନ ନବସୃଜନ କରିବାକୁ ପଡ଼ୁଛି । ଏଥର ମଧ୍ୟ ଆପଣମାନଙ୍କ ସହିତ ସାକ୍ଷାତ କରିବାର ମୋହକୁ ମୋତେ ତ୍ୟାଗ କରିବାକୁ ପଡ଼ୁଛି, ଆଉ ମୋତେ ମଧ୍ୟ ଏକ ନୂତନ ଫର୍ମାଟ ସହିତ ଆପଣମାନଙ୍କ ଗହଣକୁ ଆସିବାକୁ ପଡ଼ୁଛି।

ପରୀକ୍ଷା ପେ ଚର୍ଚ୍ଚା ୨୦୨୧ର ଭର୍ଚୁଆଲ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

April 07th, 07:00 pm

ପରୀକ୍ଷା ଯୋଦ୍ଧା, ପିତାମାତା ଏବଂ ଶିକ୍ଷକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ପରୀକ୍ଷା ପେ ଚର୍ଚ୍ଚା' ସମୟରେ ପରୀକ୍ଷା ଚାପ ଏବଂ ଚିନ୍ତାକୁ କିପରି ଦୂର କରାଯିବ ସେ ବିଷୟରେ ମନ୍ତ୍ର ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଯେ ସେମାନେ କିପରି ପରୀକ୍ଷା ଚାପକୁ ପରାସ୍ତ କରିପାରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ଆଗାମୀ ବୋର୍ଡ ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ କରିବେ ସେ ବିଷୟରେ ଟିପ୍ସ ମଧ୍ୟ ବାଣ୍ଟିଥିଲେ ।

ଏପ୍ରିଲ 7, 2021ରେ ‘ପରୀକ୍ଷା ପେ ଚର୍ଚ୍ଚା 2021’ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

April 05th, 10:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 7, 2021 ସନ୍ଧ୍ୟା 7ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା 2021” କାର୍ଯ୍ୟକ୍ରମରେ ଆଲୋଚନା କରିବେ ।