ପରୀକ୍ଷା ଏବଂ ଜୀବନ ସହ ଜଡିତ ଅନେକ ପ୍ରସଙ୍ଗ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଏକ ବଳିଷ୍ଠ ଫୋରମ୍: ପ୍ରଧାନମନ୍ତ୍ରୀ
April 16th, 07:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ସଂକ୍ରାନ୍ତରେ ହୋଇଥିବା ଅଭିନବ ଆଲୋଚନା NaMo Appରୁ ମିଳିପାରିବ ।ପରୀକ୍ଷା ପେ ଚର୍ଚ୍ଚା 2020 ପାଇଁ ପଠାନ୍ତୁ ନିଜର ବିଚାର ଏବଂ ପରାମର୍ଶ !
December 05th, 04:05 pm
ଆଗାମୀ ବର୍ଷର ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କ ସହିତ ପରୀକ୍ଷାକୁ ଚାପମୁକ୍ତ କରିବାର ପ୍ରକ୍ରିୟା ଉପରେ ଚର୍ଚ୍ଚା କରିବେ । ଆପଣ ସମସ୍ତ ଛାତ୍ରଛାତ୍ରୀ ,ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା 2020' କାର୍ଯ୍ୟକ୍ରମ ପାଇଁ ନିଜର ବହୁମୂଲ୍ୟ ପରାମର୍ଶ ଦେବାର ସୁଯୋଗ ରହିଛି ।ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର 53ତମ ସଂସ୍କରଣ
February 24th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । “ମନ କି ବାତ୍” ଆରମ୍ଭ କରିବା ସମୟରେ ଆଜି ମନ ଦୁଃଖରେ ଭରି ରହିଛି । 10 ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ 125 କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି ।ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା”ରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
January 29th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ଵିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ଏହି ବାର୍ତ୍ତାଳାପ 90 ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ସହଜ ଭାବେ, ହସିହସି ଏବଂ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଲଗାତାର ଭାବେ ପ୍ରଶଂସା କରୁଥିଲେ, ଯେଉଁଥିରେ ବ୍ୟଙ୍ଗ ଏବଂ ବାକପଟୁତାର ଛିଟା ରହିଥିଲା ।ପରୀକ୍ଷା ପେ ଚର୍ଚ୍ଚାର ଦ୍ଵିତୀୟ ସଂସ୍କରଣରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
January 29th, 10:17 am
ଗତ ବର୍ଷ ମଧ୍ୟ ମୋତେ ସେହି ଛାତ୍ରଛାତ୍ରୀମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏଥର ମଧ୍ୟ ମୋତେ ସୁଯୋଗ ମିଳିଛି, ମୁଁ ଶିକ୍ଷା ବିଭାଗ ନିକଟରେ କୃତଜ୍ଞ ଯେ ମୋତେ ଆପଣମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଦେଲେ ।