ପୁରୁଷ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବାରୁ ଆଥଲେଟ୍ ନବଦୀପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

September 08th, 08:33 am

ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଏଫ୍‌୪୧ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥ୍‌ଲେଟ୍ ନବଦୀପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମହିଳା ୨୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥ୍‌ଲେଟ୍ ସିମ୍‌ରନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 08th, 08:31 am

ପ୍ୟାରିସ୍ ପାରାଲିମ୍ପିକ୍ସରେ ମହିଳା ୨୦୦ ମିଟର ଟି୧୨ ଇଭେଣ୍ଟ୍‌ରେ ବ୍ରୋଞ୍ଜ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥଲେଟ୍ ସିମରନ୍ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ସଟପୁଟରେ ବ୍ରୋଞ୍ଜ ପଦକ ବିଜୟୀ କ୍ରୀଡ଼ାବିତ ହୋକାଟୋ ହୋତୋଝେ ସେମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 07th, 09:04 am

ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସର ପୁରୁଷ ସଟପୁଟ ଏଫ୫୭ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ କ୍ରୀଡ଼ାବିତ ହୋକାଟୋ ହୋତୋଝେ ସେମାଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ପ୍ରବୀଣ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 05:22 pm

ପ୍ୟାରିସ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି୬୪ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରବୀଣ କୁମାରଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

Paralympics 2024: PM Modi congratulates Kapil Parmar on winning Bronze Medal

September 05th, 10:26 pm

The Prime Minister Shri Narendra Modi today congratulated athlete Kapil Parmar for winning a Bronze medal the Men's 60kg J1 event at the ongoing Paris Paralympics.

ପୁରୁଷ କ୍ଲବ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 05th, 08:05 am

ପ୍ୟାରିସ୍ ପାରାଲିମ୍ପିକ୍ସ ପୁରୁଷ କ୍ଲବ୍ ଥ୍ରୋ ଏଫ୍‌୫୧ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଥଲେଟ୍ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୃଢ଼ତା ଏବଂ ଉଦ୍ୟମର ପ୍ରଶଂସା କରିଛନ୍ତି ।

ପୁରୁଷ କ୍ଲବ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଧରମ୍‌ବୀରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 05th, 07:59 am

ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ କ୍ଲବ ଥ୍ରୋ ଏଫ୍‌୫୧ ଇଭେଣ୍ଟ୍‌ରେ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥଲେଟ୍ ଧରମ୍‌ବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତୀୟ ପାରାଲିମ୍ପିକ୍ସ ଦଳ ସର୍ବୋଚ୍ଚ ପଦକ ଜିତିବାର ରେକର୍ଡ ସ୍ଥାପନ କରିଥିବାରୁ ଅତ୍ୟନ୍ତ ଗର୍ବ ଓ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

September 04th, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୌଣସି ପାରାଲିମ୍ପିକ୍ସରେ ଭାରତୀୟ ପାରାଲିମ୍ପିକ୍ସ ଦଳ ଆମ ଦେଶ ପାଇଁ ସର୍ବୋଚ୍ଚ ପଦକ ହାସଲ କରିବାର ରେକର୍ଡ ସ୍ଥାପନ କରିଥିବାରୁ ଅତ୍ୟନ୍ତ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି | ଶ୍ରୀ ମୋଦୀ ଆଥଲେଟମାନଙ୍କ ପ୍ରତିବଦ୍ଧତା ଏବଂ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ପ୍ରତ୍ୟେକ ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ।

ପୁରୁଷ ଶଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

September 04th, 03:30 pm

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଶଟ୍‌ପୁଟ୍ ଏଫ୍‌୪୬ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ହାଇ ଜମ୍ପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 04th, 10:31 am

ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ ହାଇ ଜମ୍ପ୍ ଟି ୬୩ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ହାଇ ଜମ୍ପ୍ ଟି୬୩ରେ ରୌପ୍ୟ ପଦକ ଜିତିଥିବାରୁ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 04th, 10:27 am

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୬୩ ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରୋଞ୍ଜ ପଦକ ଜିତିଥିବାରୁ ସୁନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

September 04th, 10:25 am

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍‌୪୬ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦର ସିଂହ ଗୁର୍ଜର୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରୌପ୍ୟ ପଦକ ବିଜେତା ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 04th, 10:22 am

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍‌୪୬ରେ ଅଜିତ ସିଂହ ରୌପ୍ୟ ପଦକ ଜିତିଛନ୍ତି ।

Paralympics 2024: PM Modi congratulates Deepthi Jeevanji on winning Bronze Medal

September 04th, 06:40 am

The Prime Minister Shri Narendra Modi today congratulated athlete Deepthi Jeevanji for winning a bronze medal in the Women's 400M T20 event at the ongoing Paris Paralympics.

ବ୍ରୋଞ୍ଜ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ନିତ୍ୟା ଶ୍ରୀ ଶିବନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 03rd, 10:53 am

ଚଳିତ ପ୍ୟାରିସ ପାରାଲିମ୍ପିକ୍ସର ମହିଳା ଏକକ ବ୍ୟାଡମିଣ୍ଟନ ଏସଏଚ୬ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ନିତ୍ୟା ଶ୍ରୀ ଶିବନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପାରାଲିମ୍ପିକ୍ସରେ ଜାଭେଲିନ୍ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ବିଜୟୀ ସୁମିତ୍ ଅଣ୍ଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 03rd, 12:01 am

ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଏଫ୍‌୬୪ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥ୍‌ଲେଟ୍ ସୁମିତ୍ ଅଣ୍ଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ୟାରିସ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ ଶୀତଲ୍ ଦେବୀ ଓ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 02nd, 11:40 pm

ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ୍ ତୀରନ୍ଦାଞ୍ଜରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ୍ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ତାଙ୍କର ଦଳଗତ ଉତ୍ସାହଜନକ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଡ୍‌ମିଣ୍ଟନ୍ ଖେଳାଳୀ ସୁହାସ୍ ୟାଥିରାଜ୍‌ଙ୍କୁ ଅଭିନନ୍ଦନ ଜଣାଇଲେ

September 02nd, 11:35 pm

ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୪ ବ୍ୟାଡ୍‌ମିଣ୍ଟନ୍ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁହାସ୍ ୟାଥିରାଜ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରୌପ୍ୟ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ତୁଳସୀମତୀ ମୁରୁଗେସନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 02nd, 09:16 pm

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ମହିଳା ବ୍ୟାଡମିଣ୍ଟନ ଏସୟୁ୫ କ୍ରୀଡ଼ାରେ ରୌପ୍ୟପଦକ ଜିତିଥିବାରୁ ତୁଳସୀମତୀ ମୁରୁଗେସନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରୋଞ୍ଜ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ମନିଷା ରାମଦାସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 02nd, 09:14 pm

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସ୨୦୨୪ର ମହିଳା ବ୍ୟାଡମିଣ୍ଟରନ ଏସୟୁ୫ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୀଷା ରାମଦାସଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।