ଗ୍ରାମୀଣ ବିକାଶ ଉପରେ କେନ୍ଦ୍ର ବଜେଟର ସକାରାତ୍ମକ ପ୍ରଭାବ ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 23rd, 05:24 pm
Prime Minister Narendra Modi paid tribute to Netaji Subhas Chandra Bose on his 125th birth anniversary. Addressing the gathering, he said, The grand statue of Netaji, who had established the first independent government on the soil of India, and who gave us the confidence of achieving a sovereign and strong India, is being installed in digital form near India Gate. Soon this hologram statue will be replaced by a granite statue.ଇଣ୍ଡିଆ ଗେଟ୍ ଠାରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କଲେ
January 23rd, 05:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆଗେଟ୍ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ନେତାଜୀଙ୍କର ପ୍ରତିମୂର୍ତ୍ତି କାମ ଶେଷ ନହେବା ପର୍ଯ୍ୟନ୍ତ ଏହି ହୋଲୋଗ୍ରାମ ମୂର୍ତ୍ତି ସେହି ସ୍ଥାନରେ ରହିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକବର୍ଷ ବ୍ୟାପୀ ୧୨୫ତମ ଜୟନ୍ତୀ ପାଳନ ସମାପନ ଉପଲକ୍ଷେ ସମାନ ସ୍ଥାନରେ ନେତାଜୀଙ୍କର ମୂର୍ତ୍ତି ଉନ୍ମୋଚନ କରାଯିବ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀ ମଧ୍ୟ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଥିଲା। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ଏବଂ ନିସ୍ୱାର୍ଥ ସେବା ପାଇଁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସମ୍ମାନିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା।ଭାରତରେ ହେଉଥିବା ସକାରାତ୍ମକ ପରବର୍ତନକୁ ଦେଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବେଶ ଗର୍ବିତ ଅନୁଭବ କରୁଥିବେ: ପ୍ରଧାନମନ୍ତ୍ରୀ
January 23rd, 11:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ ମନେ ପକାଇ କହିଥିଲେ ଆମର ଏପରି ଲକ୍ଷ୍ୟ ଓ ଶକ୍ତି ରହିବା ଉଚିତ ଯାହା ଆମକୁ ସାହସର ସହିତ ଶାସନ ପରିଚାଳନା କରିବାକୁ ପ୍ରେରଣା ଯୋଗାଇବ । ଆଜିର ଆତ୍ମନିର୍ଭର ଭାରତରେ ଆମ ପାଖରେ ଲକ୍ଷ୍ୟ ଓ ଶକ୍ତି ରହିଛି । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ଆମେ ଆତ୍ମଶକ୍ତି ଓ ଦୃଢ ସଂକଳ୍ପ ମାଧ୍ୟମରେ ହାସଲ କରିପାରିବା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ରକ୍ତ ଓ ସ୍ୱେଦ ବୁହାଇ ଦେଶ ପାଇଁ କିଛି କରିବା ଆମର ଲକ୍ଷ୍ୟ ହେବା ଉଚିତ ।ହରିପୁରାରେ ଆସନ୍ତାକାଲିର କାର୍ଯ୍ୟକ୍ରମ ରାଷ୍ଟ୍ରପ୍ରତି ନେତାଜୀ ବୋଷଙ୍କ ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି : ପ୍ରଧାନମନ୍ତ୍ରୀ
January 22nd, 07:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପାଳିତ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।