ବିଶ୍ୱ ବିଲିୟାର୍ଡ୍ସ ଚମ୍ପିଆନ ୨୦୨୪ର ବିଜୟୀ ହୋଇଥିବା ପଙ୍କଜ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
November 12th, 04:03 pm
ବିଶ୍ୱ ସ୍ନୁକର ଚାମ୍ପିୟନସିପସ ୨୦୨୪ରେ ବିଜୟୀ ହୋଇ ଏକ ଅଭୂତପୂର୍ବ ଉପଲବ୍ଧି ହାସଲ କରିଥିବାରୁ ପଙ୍କଜ ଆଡଭାନୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।ଆଇବିଏସଏଫ ବିଶ୍ୱ ସ୍ନୁକର ଚାମ୍ପିଅନସିପ ବିଜେତା ପଙ୍କଜ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 30th, 03:10 pm
ସମ୍ପ୍ରତି ଶେଷ ହୋଇଥିବା ଆଇବିଏସଏଫ ବିଶ୍ୱ ସ୍ନୁକର ଚାମ୍ପିଅନସିପରେ ବିଜୟୀ ହୋଇ ନିଜର ଅଷ୍ଟାଦଶ ବିଶ୍ୱ ଟାଇଟଲ ଜିତିଥିବା ପଙ୍କଜ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।Billiards player Pankaj Advani calls on PM
October 01st, 05:50 pm