ପାଞ୍ଜିମରୁ ଭାସ୍କୋ କନେକ୍ଟିଭିଟି ଲୋକଙ୍କୁ ସହାୟତା କରିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ
March 05th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଜଳପଥ- ୬୮ ନିର୍ମାଣକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ନିର୍ମାଣ ଦ୍ୱାରା ଗୋଆର ପାଞ୍ଜିମରୁ ଭାସ୍କୋ ମଧ୍ୟରେ ଦୂରତା ୯ କିଲୋମିଟର ପର୍ଯ୍ୟନ୍ତ କମିବ ଏବଂ ଯାତ୍ରା ସମୟ ମାତ୍ର ୨୦ ମିନିଟ ରହିବ । ପୂର୍ବରୁ ପାଞ୍ଜିମରୁ ଭାସ୍କୋ ଦୂରତା ପ୍ରାୟ ୩୨ କିଲୋମିଟର ଓ ଯାତ୍ରା ସମୟ ପ୍ରାୟ ୪୫ ମିନିଟ ଥିଲା ।ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 28th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି ।Elect a stable BJP Government with comfortable majority: PM Modi in Goa
January 28th, 05:41 pm
PM Narendra Modi addressed a public meeting in Panaji, Goa. The Prime Minister said that last five years had been the years of development for the state. He added that despite its small territory, Goa stood out for its development in various sectors. He urged people of the state to once again repose faith in the BJP and elect a Government with a comfortable majority.Prime Minister Modi addresses public meeting in Panaji, Goa
January 28th, 05:38 pm
While addressing a public meeting in Goa, PM Narendra Modi spoke about the political instability that Goa faced in the 1990s and the early 2000s. He said that the BJP Government in the state ensured progress for Goa in last five years and appealed to the people to elect a BJP Government with comfortable majority in the upcoming elections.