କର୍ଣ୍ଣାଟକର ହୁବଲୀ ଠାରେ ୨୬ତମ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 12th, 04:30 pm
କର୍ଣ୍ଣାଟକର ଏହି କ୍ଷେତ୍ର ନିଜର ପରମ୍ପରା; ସଂସ୍କୃତି ଏବଂ ଜ୍ଞାନ ପାଇଁ ପ୍ରସିଦ୍ଧ ଅଟେ । ଏଠିକାର ଅନେକ ବ୍ୟକ୍ତିତ୍ୱମାନଙ୍କୁ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏହି କ୍ଷେତ୍ର ଦେଶକୁ ସବୁଠାରୁ ବଡ଼ ବଡ଼ ମହାନ ସଂଗୀତକାରମାନଙ୍କୁ ଦେଇଛି । ପଣ୍ଡିତ ଗନ୍ଧର୍ବ, ପଣ୍ଡିତ ବସବରାଜ ରାଜଗୁରୁ, ପଣ୍ଡିତ ମଲ୍ଲିକାର୍ଜୁନ ମାନସୁର, ଭାରତ ରତ୍ନ ପଣ୍ଡିତ ଭୀମସେନ ଜୋଶୀ ଏବଂ ପଣ୍ଡିତା ଗଙ୍ଗୁବାଈ ହଙ୍ଗଲ ଜୀଙ୍କୁ ମୁଁ ଆଜି ହୁବଲୀର ଧରିତ୍ରରେ ପ୍ରଣାମ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି ।କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 12th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ଆଦର୍ଶ, ଶିକ୍ଷା ଓ ଯୋଗଦାନକୁ ସମ୍ମାନ ଜଣାଇବା କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ। ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ରହିଛି – ‘ବିକଶିତ ଯୁବା-ବିକଶିତ ଭାରତ’। ମହୋତ୍ସବରେ ଦେଶର ସବୁ ପ୍ରାନ୍ତରୁ ବିବିଧ ସଂସ୍କୃତିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଲାଗି ପ୍ରୟାସ କରାଯାଇଛି। ଏଥିରେ ଯୋଗ ଦେଇଥିବା ଯୁବ ପ୍ରତିଯୋଗୀମାନେ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ନେଇ ଏକତ୍ରିତ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି
February 04th, 07:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ।ପଣ୍ଡିତ ଭୀମସେନ ଯୋଶୀଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
February 04th, 05:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।