ଆଷାଢୀ ଏକାଦଶୀ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 10th, 09:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଷାଢୀ ଏକାଦଶୀ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ପୂର୍ବର ମନ କି ବାତର ଏକ ଛୋଟ ଉଦ୍ଧୃତାଂଶ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ସେ ୱାର୍କରୀ ପରମ୍ପରା ଏବଂ ପନ୍ଦରପୁରର ଈଶ୍ୱରତା ବିଷୟରେ କହିଥିଲେ ।ପୁଣେର ଦେହୁରେ ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 14th, 01:46 pm
ନମୋ ସଦଗୁରୁ, ତୁକୟା ଜ୍ଞାନଦୀପା । ନମୋ ସଦଗୁରୁ, ସଚ୍ଚିଦାନନ୍ଦ ରୁପା । । ନମୋ ସଦଗୁରୁ, ଭକ୍ତ-କଲ୍ୟାଣ ମୂର୍ତ୍ତି । ନମୋ ସଦଗୁରୁ ଭାସ୍କରା ପୂର୍ଣ୍ଣ କୀର୍ତ୍ତି । । ମସ୍ତକ ହେ ପାୟାୱାରୀ । ୟା ୱାର୍କରୀ ସନ୍ତାଚ୍ୟା । । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଜୀ, ବିରୋଧୀ ଦଳ ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ ଜୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ ଜୀ, ୱାର୍କରୀ ସନ୍ଥ ଶ୍ରୀ ମୁରଲୀ ବାବା କୁରେକର ଜୀ, ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ସଂସ୍ଥାନର ଅଧ୍ୟକ୍ଷ ନୀତିନ ମୋରେ ଜୀ, ଆଧ୍ୟାତ୍ମିକ ଅଘାଡ଼ିର ଅଧ୍ୟକ୍ଷ ଆଚାର୍ଯ୍ୟ ଶ୍ରୀ ତୁଷାର ଭୋସଲେ ଜୀ, ଏଠାରେ ଉପସ୍ଥିତ ସନ୍ଥ ଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।PM Modi inaugurates Jagatguru Shrisant Tukaram Maharaj Temple in Dehu, Pune
June 14th, 12:45 pm
PM Modi inaugurated Jagatguru Shrisant Tukaram Maharaj Temple in Dehu, Pune. The Prime Minister remarked that India is eternal because India is the land of saints. In every era, some great soul has been descending to give direction to our country and society.ପାଣ୍ଡରପୁରଠାରେ ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 08th, 03:33 pm
କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀଯୁକ୍ତ ଭଗତ ସିଂହ କୋଶିଆରୀ ମହୋଦୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଉଦ୍ଧବ ଠାକରେ ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ଶ୍ରୀ ନିତୀନ ଗଡକାରୀ ମହୋଦୟ, ମୋର ଅନ୍ୟ ସହଯୋଗୀ ନାରାୟଣ ରାଣେ ମହୋଦୟ, ରାଓସାହିବ ଦାନବେ ମହୋଦୟ, ରାମଦାସ ଅଠାୱଲେ ମହୋଦୟ, କପିଲ୍ ପାଟିଲ ମହୋଦୟ, ଡକ୍ଟର ଭାଗବତ କରାଡ ମହୋଦୟ, ଡକ୍ଟର ଭାରତୀ ପୱାର ମହୋଦୟା,ଜେନେରାଲ ଭି. କେ. ସିଂହ ମହୋଦୟ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ୍ ପାୱାର ମହୋଦୟ, ମହାରାଷ୍ଟ୍ର ବିଧାନସଭାରେ ବିରୋଧି ଦଳ ନେତା ତଥା ମୋର ବନ୍ଧୁ ଶ୍ରୀ ଦେବେନ୍ଦ୍ର ଫଡନଭିସ ମହୋଦୟ, ବିଧାନ ପରିଷଦର ଅଧ୍ୟକ୍ଷ ରାମରାଜେ ନାଇକ ମହୋଦୟ, ମହାରାଷ୍ଟ୍ର ସରକାରର ସମସ୍ତ ସମ୍ମାନିତ ମନ୍ତ୍ରୀଗଣ, ସଂସଦରେ ମୋର ସହଯୋଗୀ ସାଂସଦଗଣ, ମହାରାଷ୍ଟ୍ରର ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧିଗଣ, ଏଠାରେ ଆମକୁ ଆଶୀର୍ବାଦ ଦେବାକୁ ଉପସ୍ଥିତ ଥିବା ଆମର ସମସ୍ତ ପୂଜ୍ୟ ସନ୍ଥଗଣ ଏବଂ ଶ୍ରଦ୍ଧାଳୁ ବନ୍ଧୁଗଣ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
November 08th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଜାତୀୟ ରାଜପଥ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ସମ୍ପନ୍ନ କରିଛନ୍ତି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ, ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଏହି ଅବସରରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ନଭେମ୍ବର ୮ ତାରିଖରେ ଶ୍ରୀ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲଖୀ ମାର୍ଗ ଏବଂ ଶ୍ରୀ ସନ୍ଥ ତୁକାରାମ ମହାରାଜ ପାଲଖୀ ମାର୍ଗର ଚାରି ଲେନ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
November 07th, 04:24 pm
ପାନ୍ଧରପୁରକୁ ଭକ୍ତଙ୍କ ଯାତାୟତକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୮, ୨୦୨୧ ଅପରାହ୍ନ ୩.୩୦ ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲଖୀ ମାର୍ଗର (ଏନ୍ଏଚ୍-୯୬୫) ଏବଂ ଶ୍ରୀ ସନ୍ଥ ତୁକାରାମ ମହାରାଜ ପାଲଖୀ ମାର୍ଗ (ଏନ୍ଏଚ୍-୯୬୫ଜି)ର ତିନିଟି ଭାଗର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ‘ପାଲଖୀ’ ପାଇଁ ଉତ୍ସର୍ଗୀକୃତ ପଦଚଳା ରାସ୍ତା ଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ର୍ନିମାଣ ହେବ, ଯାହା ଭକ୍ତମାନଙ୍କୁ ମୁକ୍ତ ଏବଂ ନିରାପଦ ଯାତାୟାତ ଯୋଗାଇବ ।