ସେରାୱିକ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଭାଷଣ

March 05th, 06:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।

ବର୍ତ୍ତମାନ ଯୁକ୍ତିଯୁକ୍ତ ଏବଂ ପରିବେଶଗତ ଭାବରେ ଚିନ୍ତା କରିବାର ସମୟ ଆସିଛି। ଏହା ମୋର କିମ୍ବା ଆପଣଙ୍କ କଥା ନୁହେଁ। ଏହା ଆମ ଗ୍ରହର ଭବିଷ୍ୟତ ସହ ଜଡ଼ିତ : ପ୍ରଧାନମନ୍ତ୍ରୀ

March 05th, 06:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।

ରିପବ୍ଲିକ ଟିଭି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26th, 07:34 pm

ଗତଥର ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଥିଲି ତ ତାହା ରିପବ୍ଲିକ ଟେଲିଭିଜନର ଚର୍ଚ୍ଚା ହିଁ ହୋଇଥିଲା । କିନ୍ତୁ ଏବେ ଆପଣମାନେ ରିପବ୍ଲିକ୍ ଭାରତକୁ ମଧ୍ୟ ସ୍ଥାପିତ କରିଦେଇଛନ୍ତି । ଏବେ ଅର୍ଣ୍ଣବ କହୁଥିଲେ ଯେ କିଛି ଦିନ ମଧ୍ୟରେ ଆପଣମାନେ ଆଞ୍ଚଳିକ ଚାନେଲ ଆରମ୍ଭ କରିବାର ଯୋଜନା ଅଛି ଏବଂ ବୈଶ୍ୱିକ ଉପସ୍ଥିତିର ବି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

PM addresses Republic TV Summit

November 26th, 07:33 pm

Prime Minister Shri Narendra Modi delivered - keynote address in Republic Summit here today. Theme of this year’s summit is “India’s Moment Nation First”.

We are developing Northeast India as the gateway to Southeast Asia: PM

November 02nd, 06:23 pm

At a community programme in Thailand, PM Modi said that while the ties between the two countries were strong, the government wanted to strengthen it further by transforming India's North East region into a gateway to South East Asia. The PM also highlighted the various reforms taking place within the country.

ବ୍ୟାଂକକରେ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 02nd, 06:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ବ୍ୟାଂକକ ଠାରେ ଆୟୋଜିତ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମଗ୍ର ଥାଇଲାଣ୍ଡର ହଜାର ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Election results of 23rd May will provide a reality check to the arrogant and repressive regime of Mamata Didi: PM Modi

May 16th, 04:33 pm

At a rally in Mathurapur, West Bengal, PM Modi lashed out on the TMC for its mis-governance and said, The entire nation has witnessed the extent to which the TMC of Mamata Didi is willing to go to repress democratic voices. The election results of 23rd May will provide a reality check to the arrogant and repressive regime of Mamata Didi.

PM Modi addresses public meetings in Mathurapur and Dum Dum in West Bengal

May 16th, 04:30 pm

Prime Minister Narendra Modi addressed two major public meetings in Mathurapur and Dum Dum constituencies of West Bengal today as the election campaigning in the crucial state comes to a halt tonight.

Transformation of Jharkhand has become a talking point in the country due to BJP’s good governance: PM Modi

May 06th, 04:21 pm

Prime Minister Narendra Modi addressed his third public rally for the day in Chaibasa constituency of Jharkhand where he took digs at the Opposition parties for betraying the expectations of the people whenever they come to come to power to grab power and enrich themselves and their allies.

PM Modi addresses rally in Chaibasa, Jharkhand

May 06th, 04:20 pm

Prime Minister Narendra Modi addressed his third public rally for the day in Chaibasa constituency of Jharkhand where he took digs at the Opposition parties for betraying the expectations of the people whenever they come to come to power to grab power and enrich themselves and their allies.

Last five years have shown that it is indeed possible to successfully run an honest, transparent government: PM Modi

April 22nd, 04:16 pm

Speaking at a rally in Rajasthan’s Udaipur, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”

PM Modi addresses public meetings in Rajasthan

April 22nd, 04:15 pm

Prime Minister Narendra Modi addressed two huge rallies in Udaipur and Jodhpur in the second half of his election campaigning today. Speaking about one of the major achievements of his government, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”

PM Modi addresses National Traders' Convention

April 19th, 04:54 pm

PM Narendra Modi addressed the National Traders' Convention in Delhi. PM Modi said that BJP-led NDA government in the last five years at the Centre worked to simplify lives and businesses of traders by scraping 1,500 archaic laws and simplifying processes. Taking a swipe at previous UPA government, PM Modi further added, Traders are the biggest stakeholder in our economy, but opposition parties remember you only on special occasions.

PM Modi addresses huge public rally at Jalpaiguri, West Bengal

February 08th, 04:06 pm

Prime Minister Narendra Modi addressed a huge public rally at Jalpaiguri, West Bengal during his visit to the state today. Reminding everyone about the common bond of tea, PM Modi said, “Tea also makes me wonder why Didi is so frustrated with this Chaiwala (PM Modi)? Everyone knows how the Siliguri Municipal Corporation is being treated by the state government these days.

Parliament is a place for debate and discussion: PM Modi

January 01st, 08:45 pm

In an extensive interview to ANI, Prime Minister Narendra Modi spoke on a range on crucial issues concerning the nation. The PM spoke about the upcoming Lok Sabha elections, Mahagatbadhan, Ram Temple, farm loan waivers, surgical strikes, demonetisation, GST, and more.

"ପ୍ରଧାନମନ୍ତ୍ରୀଙ୍କ ଏଏନଆଇକୁ ସାକ୍ଷାତକାର ସମୟର ପ୍ରମୁଖ ବିଷୟ "

January 01st, 08:31 pm

ଏଏନଆଇକୁ ଏକ ବ୍ୟାପକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଗାମୀ ଲୋକସଭା ନିର୍ବାଚନ ,ମହାମେଣ୍ଟ ,ରାମ ମନ୍ଦିର ,କୃଷି ଋଣଛାଡ଼ ,ସର୍ଜିକାଲ ଷ୍ଟ୍ରାଇକ ,ବିମୁଦ୍ରୀକରଣ ,ଜିଏସଟି ଭଳି ବିଷୟ ଉପରେ କହିଛନ୍ତି ।

ପଞ୍ଚାୟତିରାଜ ଦିବସ ଅବସରରେ ଆସନ୍ତାକାଲି ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

April 23rd, 05:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ କରିବେ । ମଧ୍ୟପ୍ରଦେଶର ମାଣ୍ଡଲାଠାରେ ଆୟୋଜିତ ପଞ୍ଚାୟତିରାଜ ଦିବସ ସମାରୋହରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଣ୍ଡଲାରୁ ସମଗ୍ର ଦେଶର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ । ସେହିପରି ସେଠାରେ ଏକ ଜନସମାବେଶକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ।

ଇକୋନୋମିକ୍ସ ଟାଇମ୍ସ : ବିଶ୍ଵବ୍ୟାପାର ଶିଖର ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 23rd, 09:57 pm

ନବ୍ୟ ଭାରତର ସଂକଳ୍ପର ଏହି ବହୁତ ମହତ୍ୱପୂର୍ଣ୍ଣ ସମୟରେ ଆପଣ ସମସ୍ତେ ନୂଆ ଅର୍ଥବ୍ୟବସ୍ଥା-ନୂଆ ଶାସନ ଉପରେ ବିଚାରବିମର୍ଶ କରିବା ପାଇଁ ଏକଜୁଟ ହୋଇଛନ୍ତି । ପ୍ରଶ୍ନ ଉଠିଛି, ଏଥିରେ ନୂଆ କ’ଣ ଅଛି? ଇକୋନୋମିକ୍ସ ଟାଇମ୍ସ ମଧ୍ୟ ଦୈନିକ ଛପା ହୋଇଥାଏ, ପେପର କ୍ୱାଲିଟି ସବୁଦିନେ ସେୟା ରହିଥାଏ, ପ୍ରିଣ୍ଟିଙ୍ଗ ଗୁଣବତ୍ତା ବି ସେୟା ରହେ । ବ୍ୟାନରରେ ଆପଣମାନେ ଯେଉଁ ସମ୍ବାଦପତ୍ରର ନାଁ ଲେଖନ୍ତି, ତା’ର ଅକ୍ଷର ଓ ଷ୍ଟାଇଲ ମଧ୍ୟ ସେୟା ରହିଥାଏ । ତଥାପି ଆମେ କହିଥାଉ କି ସବୁଦିନେ ନୂଆ ସମ୍ବାଦପତ୍ର ବାହାରୁଛି । ଫରକ ହେଉଛି ସମ୍ବାଦପତ୍ରର ପ୍ରସଙ୍ଗର ଓ ସେହି ପ୍ରସଙ୍ଗ ଆଧାରରେ ଆପଣମାନେ କହିଥାନ୍ତି କି ଏ ସଦ୍ୟ ଖବର, ନୂଆ ଖବର ଇତ୍ୟାଦି ।

ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 23rd, 09:52 pm

ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । “ନୂତନ ଅର୍ଥବ୍ୟବସ୍ଥା-ନୂତନ ନିୟମ” ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଭାରତର କୋଟି କୋଟି ଜୀବନକୁ ଆଲୋକିତ କରିବ ସୌଭାଗ୍ୟ ଯୋଜନା :ପ୍ରଧାନମନ୍ତ୍ରୀ ମୋଦୀ

September 25th, 08:34 pm

ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ)ର ଶୁଭାରମ୍ଭ କରିଛନ୍ତି । ପ୍ରତିଘରେ ବିଦ୍ୟୁତ ସେବା ପହଂଚାଇବା ଏହି ଯୋଜନାର ଉଦ୍ଦେଶ୍ୟ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ମଧ୍ୟ ଓଏନଜିସିର ନୂଆ କୋଠା - ଦୀନଦୟାଲ ଉର୍ଜା ଭବନର ଲୋକାର୍ପଣ କରିଥିଲେ ।ପ୍ରଧାନମନ୍ତ୍ରୀ ମଧ୍ୟ ବାସେନ୍ ଗ୍ୟାସ ଫିଲ୍ଡ ଠାରେ ବୁଷ୍ଟର କମ୍ପ୍ରେସର ବ୍ୟବସ୍ଥାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ବୀମା ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ଉଡାନ୍ ଆଦିର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।