ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର 53ତମ ସଂସ୍କରଣ

February 24th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । “ମନ କି ବାତ୍” ଆରମ୍ଭ କରିବା ସମୟରେ ଆଜି ମନ ଦୁଃଖରେ ଭରି ରହିଛି । 10 ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ 125 କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି ।

Head of the Mokshayatan Yog Sansthan meets Prime Minister Modi

January 06th, 11:48 am

The Head of the Mokshayatan Yog Sansthan, Saharanpur, Swami Dr. Bharat Bhushan met the Prime Minister in New Delhi today.