ପଦହସ୍ତାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

June 16th, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପଦହସ୍ତାସନର ବିସ୍ତୃତ ଭିଡିଓ ସେୟାର କରିଛନ୍ତି । ପଦହସ୍ତାସନ ମାସିକ ଋତୁସ୍ରାବର ଯନ୍ତ୍ରଣା ହ୍ରାସ ଏବଂ ମେରୁଦଣ୍ଡର ସୁସ୍ଥତା ପାଇଁ ପାଦ ଓ ହାତର ଭଙ୍ଗୀ ପଦହସ୍ତାସନରେ ଦେଖାଯାଇଥାଏ । ଏହାକୁ ଅଭ୍ୟାସ କରିବାକୁ ଭିଡିଓରେ ଅନୁରୋଧ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶିଖନ୍ତୁ 'ପାଦହସ୍ତାସନ' !

April 10th, 08:45 am

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ପାଦହସ୍ତାସନ' ର ଅଭ୍ୟାସ କରିବା ଦେଖାଯାଉଛନ୍ତି ଏବଂ ଏପରିକି ଏହି କଥା ଉପରେ ଗୁରୁତ୍ୱ ପ୍ରକାଶ କରିଛନ୍ତି ଯେ ପାଦହସ୍ତାସନ ଶରୀରକୁ କିପରି ସ୍ୱାସ୍ଥ୍ୟ ଏବଂ ମନ ଶାନ୍ତି କରିବ ।