ନୂଆଦିଲ୍ଲୀରେ B-20 ଶିଖର ସମ୍ମିଳନୀ ଭାରତ 2023ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 27th, 03:56 pm
ଆପଣ ସମସ୍ତେ ବ୍ୟବସାୟିକ ନେତୃବୃନ୍ଦ ଏକ ଏଭଳି ସମୟରେ ଭାରତ ଆସିଛନ୍ତି, ଯେତେବେଳେ ଆମର ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି । ଭାରତରେ ପ୍ରତିବର୍ଷ ଆସୁଥିବା ଦୀର୍ଘ ପାର୍ବଣ ଋତୁ, ଏକ ପ୍ରକାରରେ ପୂର୍ବରୁ ଆରମ୍ଭ ହୋଇଯାଇଛି । ଏହି ପାର୍ବଣ ଋତୁ ଏଭଳି ହୋଇଥାଏ, ଯେତେବେଳେ ଆମର ସମାଜ ମଧ୍ୟ ପାଳନ କରିଥାଏ ଏବଂ ଆମର ବ୍ୟବସାୟ ମଧ୍ୟ ପାଳନ କରିଥାଏ । ଆଉ ଚଳିତ ବର୍ଷ ଏହା 23 ଅଗଷ୍ଟରୁ ଆରମ୍ଭ ହୋଇ ଯାଇଛି। ଆଉ ଏହି ଉତ୍ସବ ହେଉଛି ଚନ୍ଦ୍ରମାରେ ଚନ୍ଦ୍ରଯାନ ପହଞ୍ଚିବାର । ଭାରତର ଚନ୍ଦ୍ର ମିଶନର ସଫଳତାରେ ଆମର ମହାକାଶ ଗବେଶଣା ସଂସ୍ଥା ‘ଇସ୍ରୋ’ର ବହୁତ ବଡ଼ ଭୂମିକା ରହିଛି । କିନ୍ତୁ ଏହା ସହିତ ହିଁ ଭାରତର ଉଦ୍ୟୋଗ ଜଗତର ମଧ୍ୟ ବହୁତ ବଡ଼ ସହଯୋଗ କରିଛି । ଚନ୍ଦ୍ରଯାନରେ ବ୍ୟବହାର କରାଯାଇଥିବା ଅନେକ ଉପକରଣ ଆମର ଉଦ୍ୟୋଗମାନେ, ଆମର ଘରୋଇ କମ୍ପାନୀମାନେ, ଆମର ଏମଏସଏମଇମାନେ ତାହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରି ସମୟସୀମା ମଧ୍ୟରେ ଉପଲବ୍ଧ କରାଇଛନ୍ତି । ଅର୍ଥାତ ଏହା ହେଉଛି ବିଜ୍ଞାନ ଏବଂ ଉଦ୍ୟୋଗ, ଉଭୟର ସଫଳତା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଚଳିତ ଥର ସମଗ୍ର ବିଶ୍ୱ ଏହି ଉତ୍ସବ ପାଳନ କରୁଛି । ଏହି ଉତ୍ସବ, ହେଉଛି ଏକ ଦାୟୀତ୍ୱପୂର୍ଣ୍ଣ ମହାକାଶ କାର୍ଯ୍ୟକ୍ରମ ଚଲାଇବାର । ଏହି ଉତ୍ସବ, ହେଉଛି ଦେଶର ବିକାଶକୁ ତ୍ୱରାନ୍ୱିତ କରିବାର । ଏହି ଉତ୍ସବ, ହେଉଛି ନବସୃଜନର, ଏହି ଉତ୍ସବ, ହେଉଛି ମହାକାଶ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିରନ୍ତରତା ଏବଂ ସମାନତା ଆଣିବାର । ଆଉ ଏହା ହିଁ ହେଉଛି B-20 ଶିଖର ସମ୍ମିଳନୀର ବିଷୟ ବସ୍ତୁ- ରାଇଜ RAISE (ଆରଏଆଇଏସଇ), ଏହା ହେଉଛି ଦାୟିତ୍ୱବୋଧ, ନବସୃଜନ, ନିରନ୍ତରତା, ତ୍ୱରାନ୍ୱିତ କରିବା ଏବଂ ସମାନତା ବିଷୟରେ । ଆଉ ଏହା ହେଉଛି ମାନବିକତା ବିଷୟରେ । ଏହା ହେଉଛି ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ ବିଷୟରେ।ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 27th, 12:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ସମ୍ବୋଧିତ କରିଛନ୍ତି । ବି-୨୦ ଶିଖର ସମ୍ମିଳନୀ ଭାରତ ବିଶ୍ୱର ନୀତି ନିର୍ଦ୍ଧାରକ, ବ୍ୟବସାୟିକ ନେତା ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ ବିଜ୍ଞପ୍ତି ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ଆଣିଛି । ବି-୨୦ ଇଣ୍ଡିଆ ବିଜ୍ଞପ୍ତିରେ ଜି-୨୦ରେ ଦାଖଲ ପାଇଁ ୫୪ଟି ସୁପାରିସ ଏବଂ ୧୭୨ଟି ନୀତିଗତ ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
April 22nd, 09:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।Lifestyle of the planet, for the planet and by the planet: PM Modi at launch of Mission LiFE
October 20th, 11:01 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM launches Mission LiFE at Statue of Unity in Ekta Nagar, Kevadia, Gujarat
October 20th, 11:00 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.ଧରିତ୍ରୀ ଦିବସରେ ପୃଥିବୀ ମାତାଙ୍କୁ କୃତଜ୍ଞତା ଜଣାଇଥିବା ଏକ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
April 22nd, 11:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରିତ୍ରୀ ଦିବସ ହେଉଛି ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।ଜାମନଗର ଠାରେ ଡବ୍ଲୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 19th, 03:49 pm
ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଜୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ ଟେଡ୍ରୋସ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଡକ୍ଟର ମନସୁଖ ମାଣ୍ଡଭିୟ, ଶ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଉଣୀମାନେ ଏବଂ ଭଦ୍ର ବ୍ୟକ୍ତିମାନେ ।ଜାମନଗରଠାରେ ପାରମ୍ପାରିକ ଔଷଧକୁ ବୈଶ୍ୱିକ କେନ୍ଦ୍ରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ
April 19th, 03:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯.୪.୨୦୨୧) ଗୁଜରାଟର ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୈଶ୍ୱିକ ପାରମ୍ପାରିକ ଭେଷଜ କେନ୍ଦ୍ର (ଜିସିଟିଏମ୍) ଶିଳାନ୍ୟାସ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ ଘାବିୟେସସ୍ଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି । ଜିସିଟିଏମ ବିଶ୍ୱରେ ପ୍ରଥମ ଓ ଏକମାତ୍ର ପାରମ୍ପରିକ ଭେଷଜ କେନ୍ଦ୍ର ହେବ । ଏହା ଆନ୍ତର୍ଜାତିକ ବୈଶ୍ୱିକ ସୁଧାର କେନ୍ଦ୍ର ଭାବେ ବିବେଚିତ ହେବ । ବଙ୍ଗଳାଦେଶ, ଭୁଟାନ, ନେପାଳର ପ୍ରଧାନମନ୍ତ୍ରୀ ଓ ମାଲଡାଭିସ ରାଷ୍ଟ୍ରପତିଙ୍କ ଭିଡିଓ ବାର୍ତ୍ତା ଏହି ଅବସରରେ ପ୍ରସାରିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରୀ ସର୍ବାନନ୍ଦ ସୋନୱାଲ, ଶ୍ରୀ ମଞ୍ଜପାରା ମହେନ୍ଦ୍ର ଭାଇ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।