"ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ଦେଶର ନେତାମାନଙ୍କ ସହିତ ବୈଠକ "

June 29th, 10:49 am

ପ୍ରଧାନମନ୍ତ୍ରୀ ମୋଦୀ ଓସାକରେ ଦ୍ୱିତୀୟ ଦିନର ଆରମ୍ଭରେ ଅନେକ ପ୍ରମୁଖ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।

ଜି-20 ଶିଖର ସମ୍ମିଳନୀ ଅବସରରେ ‘ରୁଷ-ଭାରତ-ଚୀନ’ ନେତୃବର୍ଗଙ୍କ ଅନୌପଚାରିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

June 28th, 06:35 pm

ଅଗ୍ରଣୀ ଅର୍ଥବ୍ୟବସ୍ଥା ଭାବେ ବିଶ୍ୱର ଆର୍ଥିକ, ରାଜନୈତିକ ଏବଂ ସୁରକ୍ଷା ସ୍ଥିତି ଉପରେ, ଆମ ଭିତରେ ବିଚାର ବିନିମୟ ଗୁରୁତ୍ୱପୂର୍ଣ୍ଣ । ଆମର ଆଜିର ଏହି ତ୍ରିପାକ୍ଷିକ ସାକ୍ଷାତ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସମନ୍ୱୟ ପାଇଁ ଏକ ଉପଯୋଗୀ ମାଧ୍ୟମ ।

"ଓସାକରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ଦେଶର ନେତାମାନଙ୍କ ସହିତ ବୈଠକ "

June 28th, 11:00 am

ଓସାକରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାମାନଙ୍କ ସହିତ ବିଶ୍ୱର ବିଭିନ୍ନ ପ୍ରସଙ୍ଗରେ ଉତ୍ପାଦକ ବୈଠକ କରିଛନ୍ତି ।

ଜି 20 ଓସାକା ସମ୍ମିଳନୀକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

June 26th, 08:40 pm

ଜି 20 ସମ୍ମିଳନୀରେ ଯୋଗଦେବା ପାଇଁ ମୁଁ ଜାପାନର ଓସାକା ଗସ୍ତ କରୁଛି । ସମ୍ପ୍ରତି ଆମ ବିଶ୍ୱ ଯେଉଁ ପ୍ରମୁଖ ଆହ୍ୱାନ ତଥା ସୁଯୋଗର ସମ୍ମୁଖୀନ ହେଉଛି ସେ ସମ୍ବନ୍ଧରେ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଆଗ୍ରହୀ । ମହିଳା ସଶକ୍ତୀକରଣ, ଡିଜିଟାଲୀକରଣ ଓ କୃତ୍ରିମ ବୁଦ୍ଧିମତା ସହିତ ସଂପୃକ୍ତ ବିଷୟ, ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ନେଇ ପ୍ରଗତି, ସନ୍ତ୍ରାସବାଦ ପରି ବୈଶ୍ୱିକ ଆହ୍ୱାନ ଗୁଡ଼ିକୁ କିପରି ଭାବେ ମୁକାବିଲା କରାଯାଇ ପାରିବ ତାହା ହିଁ ଏହି ସମ୍ମିଳନୀର ପ୍ରମୁଖ ବିଷୟ ବସ୍ତୁ ରହିବ ।