କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
September 22nd, 06:25 am
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି । କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍ ପାଇଁ “କ୍ୱାଡ ଭ୍ୟାକ୍ସିନ୍ ଇନିସିଏଟିଭ୍” (କ୍ୱାଡ୍ ଟିକା ପଦକ୍ଷେପ) ଗ୍ରହଣ କରିଥିଲୁ ଏବଂ ମୁଁ ଖୁସି ଯେ କ୍ୱାଡରେ ଆମେ ଗର୍ଭାଶୟ କର୍କଟ ପରି ଆହ୍ୱାନକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଛୁ ।PM Modi attends Quad Cancer Moonshot event
September 22nd, 06:10 am
Prime Minister Narendra Modi participated in the Quad Cancer Moonshot event hosted by President Joseph R Biden Jr., on the sidelines of the Quad Leaders’ Summit in Wilmington, Delaware. Speaking on the occasion, the Prime Minister deeply appreciated this thoughtful initiative of President Biden aimed at preventing, detecting and treating cervical cancer.ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ୩.୦ର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ
August 17th, 10:00 am
ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଭବ୍ୟ ସ୍ୱାଗତ ।ବିଶ୍ୱ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞରେ ପ୍ରାଧନମନ୍ତ୍ରୀଙ୍କ ଭିଡିଓ ବର୍ତାର ମୂଳପାଠ
February 25th, 09:10 am
ଗାୟତ୍ରୀ ପରିବାରର କୌଣସି ବି ଆୟୋଜନ ଏତେ ପବିତ୍ରତା ସହ ଯୋଡି ହୋଇଥାଏ ଯେ, ସେଥିରେ ସାମିଲ ହେବା ନିଜ ପାଇଁ ଏକ ସୌଭାଗ୍ୟର ବିଷୟ ହୋଇଥାଏ । ମତେ ଖୁସି ଲାଗୁଛି ଯେ ମୁଁ ଆଜି ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅଂଶ ହୋଇପାରିଛି । ଯେତେବେଳେ ମୋତେ ଗାୟତ୍ରୀ ପରିବାର ତରଫରୁ ଏହି ଅଶ୍ୱମେଧ ଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ମିଲିଥିଲା, ସେତେବେଳେ ସମୟ ଅଭାବ ସହ ମୋ ସମ୍ମୁଖରେ ଏକ ଦ୍ୱନ୍ଦ୍ୱ ମଧ୍ୟ ଥିଲା । ଭିଡିଓ ମାଧ୍ୟମରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ସମସ୍ୟା ଏହା ଥିଲା ଯେ ସାଧାରଣ ମଣିଷ, ଅଶ୍ୱମେଧ ଯଜ୍ଞକୁ କ୍ଷମତାର ବିସ୍ତାର ସହ ଯୋଡିକି ଦେଖିଥାଏ । ଆଜିକାଲି ନିର୍ବାଚନର ଏହି ସମୟରେ ସ୍ୱଭାବିକ ଭାବରେ ଅଶ୍ୱମେଧ ଯଜ୍ଞର କିଛି ଅନ୍ୟ ଅର୍ଥ ବାହାରି ପଡିଥାନ୍ତା । କିନ୍ତୁ ତାପରେ ମୁଁ ଦେଖିଲେ ଯେ ଅଶ୍ୱମେଧ ଯଜ୍ଞ, ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଭାବନା ଗୁଡିକୁ ଆଗକୁ ବଢାଉଛି, ଅଶ୍ୱମେଧ ଯଜ୍ଞର ଏକ ନୂଆ ଅର୍ଥକୁ ପ୍ରତିପାଦିତ କରୁଛି, ତାପରେ ମୋର ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଗଲା ।ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ସମ୍ବୋଧିତ କରିଲେ ପ୍ରଧାନମନ୍ତ୍ରୀ
February 25th, 08:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି 'ଅଶ୍ୱମେଧ ଯଜ୍ଞ' ସହିତ ସେ ଜଡିତ ହେବାକୁ ନେଇ ରହିଥିବା ଦ୍ୱନ୍ଦ୍ୱରୁ ଆରମ୍ଭ କରିଥିଲେ, କାରଣ ସେ ଭାବିଥିଲେ ଯେ, ଏହାକୁ ନେଇ ଭୁଲ ବ୍ୟାଖ୍ୟା ମଧ୍ୟ କରାଯାଇପାରେ । ତେବେ ସେ କହିଲେ, ଯେତେବେଳେ ମୁଁ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମାଙ୍କ ଭାବନାକୁ ବଜାୟ ରଖିବା ଏବଂ ଏହାକୁ ନୂତନ ଅର୍ଥ ପ୍ରଦାନ କରିବା ପାଇଁ ଅଶ୍ୱମେଧ ଯଜ୍ଞ ଦେଖିଲି , ମୋର ସନ୍ଦେହ ଦୂର ହୋଇଗଲା ।ଭାରତର ଜି-20 ଅଧ୍ୟକ୍ଷତା ଦ୍ବାରା ଦେଶର ସାଧାରଣ ନାଗରିକଙ୍କ କ୍ଷମତା ସମ୍ଭାବନା ବିକଶିତ ହୋଇଛି: ପ୍ରଧାନମନ୍ତ୍ରୀ
August 15th, 02:24 pm
77ତମ ସ୍ୱାଧୀନତା ଦିବସରେ ଲାଲ୍ କିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଜି20 ପ୍ରେସିଡେନ୍ସି ଦେଶର ସାଧାରଣ ନାଗରିକଙ୍କ ସାମର୍ଥ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବାରେ ସାହାଯ୍ୟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଭାରତର ଦକ୍ଷତା ଏବଂ ଭାରତର ସମ୍ଭାବନା ଆତ୍ମବିଶ୍ୱାସର ନୂତନ ଶିଖରକୁ ଅତିକ୍ରମ କରିବାକୁ ଯାଉଛି ଏବଂ ଏହି ନୂତନ ଆତ୍ମବିଶ୍ୱାସକୁ ନୂତନ ସମ୍ଭାବନା ସହିତ ଗ୍ରହଣ କରାଯିବା ଉଚିତ। “ଭାରତର ଜି -20 ଅଧ୍ୟକ୍ଷତା ଭାରତର ସାଧାରଣ ନାଗରିକଙ୍କ ଦକ୍ଷତା ବିଷୟରେ ବିଶ୍ୱକୁ ଅବଗତ କରାଇଛନ୍ତି। ଆଜି ଭାରତ ଦେଶରେ ଜି -20 ଶିଖର ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଛି। ଏବଂ ଗତ ଏକ ବର୍ଷ ଧରି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏହିପରି ଅନେକ ଜି -20 କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଏହା ଦେଶର ସାଧାରଣ ମଣିଷର ସାମର୍ଥ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇଛି। ”ବାରାଣାସୀରେ ରୁଦ୍ରାକ୍ଷ କନଭେନସନ ସେଣ୍ଟର ଠାରେ ‘ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
March 24th, 10:20 am
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜେଶ ପାଠକ ଜୀ, ବିଭିନ୍ନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ, ‘ହୁ’ର ଆଞ୍ଚଳିକ ନିର୍ଦେଶକ, ଉପସ୍ଥିତ ସମସ୍ତ ମହାନୁଭବ, ଷ୍ଟପ ଟିବି ସହଭାଗିତା ସମେତ ବିଭିନ୍ନ ସଂସ୍ଥାମାନଙ୍କର ପ୍ରତିନିଧିଗଣ, ମହିଳା ଏବଂ ଭଦ୍ର ଲୋକମାନେ!ଉତ୍ତରପ୍ରଦେଶର ବାରଣାସୀରେ 'ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ'କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 24th, 10:15 am
ଆଜି ବାରଣାସୀର ରୁଦ୍ରକାଶ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଟିବି-ମୁକ୍ତ ପଞ୍ଚାୟତ, ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ର ଶୁଭାରମ୍ଭ କରିଛନ୍ତି । ଯକ୍ଷ୍ମା ପାଇଁ ପରିବାର-କୈନ୍ଦ୍ରିକ ଚିକିତ୍ସା ମଡେଲ ଏବଂ ଭାରତର ବାର୍ଷିକ ଟିବି ରିପୋର୍ଟ 2023 ରିଲିଜ୍ ଭଳି ବିଭିନ୍ନ ପଦକ୍ଷେପ ମଧ୍ୟ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରେଲ୍ ଆଣ୍ଡ ହାଇ କଣ୍ଟେନମେଣ୍ଟ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି ଏବଂ ବାରଣାସୀରେ ମେଟ୍ରୋପଲିଟାନ୍ ପବ୍ଲିକ ହେଲ୍ଥ ସର୍ଭେଲାନ୍ସ ୟୁନିଟ ପାଇଁ ଏହି ସ୍ଥାନ ଉଦ୍ଘାଟନ କରିଛନ୍ତି। ଯକ୍ଷ୍ମା ସମାପ୍ତି ଦିଗରେ ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ମନୋନୀତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଜିଲ୍ଲାଗୁଡ଼ିକୁ ମଧ୍ୟ ପୁରସ୍କୃତ କରିଥିଲେ। ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସ୍ତରରେ କର୍ଣ୍ଣାଟକ ଏବଂ ଜାମ୍ମୁ କାଶ୍ମୀର ଏବଂ ଜିଲ୍ଲା ସ୍ତରରେ ନୀଳଗିରି, ପୁଲୱାମା ଏବଂ ଅନନ୍ତନାଗ ପୁରସ୍କାର ଗ୍ରହଣ କରିଥିଲେ।ନୂଆଦିଲ୍ଲୀରେ ଇକୋନୋମିକ ଟାଇମ୍ସ ବୈଶ୍ୱିକ ବ୍ୟବସାୟିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 08:59 pm
ମୁଁ ମୋ କଥା ଉପରକୁ ଆସିବା ପୂର୍ବରୁ ଶିବ ଶକ୍ତି ଏବଂ ଲକ୍ଷ୍ମୀ ଉପାସନା ଆଡକୁ ଟିକେ, ଆପଣମାନେ ପ୍ରସ୍ତାବ ଦେଇଥିଲେ ଆୟକର ଟିକସ ବୃଦ୍ଧି କରିବା ପାଇଁ, ଜଣା ନାହିଁ ପରେ ଏହି ଲୋକମାନେ କଣ କରିବେ, କିନ୍ତୁ ଆପଣମାନଙ୍କ ସୂଚନା ପାଇଁ ଚଳିତ ବଜେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ଏବଂ ବିଶେଷ କରି ଯଦି ମହିଳାମାନେ ବ୍ୟାଙ୍କରେ ଜମା କରିବେ ଆଉ ଦୁଇ ବର୍ଷ ସମୟ ସ୍ଥିର କରନ୍ତି, ତେବେ ସେମାନଙ୍କୁ ଏକ ସୁନିଶ୍ଚିତ ସ୍ୱତନ୍ତ୍ର ପ୍ରକାରର ସୁଧ ଦିଆଯିବ ଆଉ ମୁଁ ବୁଝାଉଛି ଯେ, ଆପଣମାନେ ଯାହା କହୁଛନ୍ତି ତାହା ଏକ ଭଲ ପଦକ୍ଷେପ ଆଉ ବୋଧହୁଏ ଏହା ଆପଣମାନଙ୍କୁ ପସନ୍ଦ ଆସିବ। ଏବେ ଏହା ହେଉଛି ଆପଣମାନଙ୍କର ସଂପାଦକୀୟ ବିଭାଗର କାର୍ଯ୍ୟ, ସେମାନେ ସମସ୍ତ ବିଷୟ ଖୋଜି କେବେ ଉଚିତ ଲାଗିବ ତେବେ, ଏହାକୁ ସ୍ଥାନ ଦେବେ। ଦେଶ ଏବଂ ସାରା ବିଶ୍ୱରୁ ଆସିଥିବା, ବ୍ୟବସାୟ ନେତୃତ୍ୱଙ୍କୁ ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି ।ଦିଲ୍ଲୀ ଠାରେ ଇକୋନୋମିକ୍ ଟାଇମ୍ସର ଗ୍ଲୋବାଲ୍ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 17th, 08:02 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତିନି ବର୍ଷ ପୂର୍ବେ ଇଟି ଗ୍ଲୋବାଲ ବିଜିନେସ୍ ସମ୍ମିଳନୀରେ ତାଙ୍କର ଶେଷ ଯୋଗଦାନ ପରେ ଘଟିଥିବା ପରିବର୍ତ୍ତନଗୁଡିକ ଉଲ୍ଲେଖ କରିଛନ୍ତି । ସେ ସ୍ମରଣ କରିଛନ୍ତି ଯେ ଗତ ସମ୍ମିଳନୀ ଶେଷ ହେବାର ତିନି ଦିନ ପରେ ଡବ୍ଳୁଏଚଓ କୋଭିଡକୁ ମହାମାରୀ ଘୋଷଣା କରିଥିଲା ଯାହା ବିଶ୍ୱ ତଥା ଭାରତରେ ବ୍ୟାପକ ଦ୍ରୁତ ପରିବର୍ତ୍ତନ ଘଟାଇଥିଲା ।Vision of self-reliant India embodies the spirit of global good: PM Modi in Indonesia
November 15th, 04:01 pm
PM Modi interacted with members of Indian diaspora and Friends of India in Bali, Indonesia. He highlighted the close cultural and civilizational linkages between India and Indonesia. He referred to the age old tradition of Bali Jatra” to highlight the enduring cultural and trade connect between the two countries.ଇଣ୍ଡୋନେସିଆର ବାଲି ଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
November 15th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୨ରେ ଇଣ୍ଡୋନେସିଆର ବାଲି ଠାରେ ୮୦୦ରୁ ଊର୍ଦ୍ଧ୍ବ ଭାରତୀୟ ସମୁଦାୟ ଏବଂ ବନ୍ଧୁମାନଙ୍କୁ ଉଦବୋଧନ ଦେବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଛନ୍ତି । ସମଗ୍ର ଇଣ୍ଡୋନେସିଆରୁ ବିଭିନ୍ନ ବର୍ଗର ସକ୍ରିୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ ।ଭାରତର ଜି-୨ଠ ନେତୃତ୍ୱ ପାଇଁ ଲୋଗୋ, ଥିମ ଏବଂ ୱେବସାଇଟର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 08th, 07:31 pm
ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ଭାରତର ଜି-୨ଠ ସଭାପତିତ୍ୱ ଅବସରରେ ଏହାର ଲୋଗୋ ଓ ୱେବସାଇଟକୁ ଆଭାସୀ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
November 08th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଠ୮-୧୧-୨ଠ୨୨) ଆଭାସୀ ମାଧ୍ୟମରେ ଜି-୨ଠରେ ଭାରତ ଅଧ୍ୟକ୍ଷତାରେ ଲୋଗୋ, ବାର୍ତ୍ତା ଓ ୱେବସାଇଟ ଉନ୍ମୋଚନ କରିଛନ୍ତି ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ବଜେଟ-୨୦୨୨ର ସକରାତ୍ମକ ପ୍ରଭାବ ସମ୍ପର୍କରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 26th, 02:08 pm
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ସମଗ୍ର ଦେଶରୁ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ସମସ୍ତ ପେସାଦାର, ପାରାମେଡିକ୍ସ, ନର୍ସିଂ, ସ୍ୱାସ୍ଥ୍ୟ ପରିଚାଳକ, ବୈଷୟିକଜ୍ଞାନ ଏବଂ ଗବେଷଣା ସହିତ ଜଡ଼ିତ ସମସ୍ତ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ!ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉପରେ ବଜେଟ୍ ପର ୱେବିନାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
February 26th, 09:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।କୋୱିନ ଗ୍ଲୋବାଲ କନ୍କ୍ଲେଭ-୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ
July 05th, 03:08 pm
କରୋନା ଲଢେଇରେ ଟେକ୍ନୋଲୋଜି ଆମର ପ୍ରଧାନ ଆୟୁଧ ସାଜିଛି । ସୌଭାଗ୍ୟବଶତଃ ସଫ୍ଟଓୟାର ଏକ କ୍ଷେତ୍ର, ଯେଉଁଠି ଆମର ବିଶେଷକିଛି ଅଭାବ ନାହିଁ । ସେଥିପାଇଁ ଆମ କୋଭିଡ୍ ଟ୍ରେସିଂ ଓ ଟ୍ରାକିଙ୍ଗ ଆପ୍ ବୈଷୟିକ ଦୃଷ୍ଟିରୁ ସମର୍ଥ ହେବା ମାତ୍ରେ ଆମେ ଏହାକୁ ସମସ୍ତଙ୍କ ପାଇଁ ମୁକ୍ତ (ଓପନ ସୋର୍ସ)କରୁଛୁ । ପ୍ରାୟ ୨୦୦ନିୟୁତ ୟୁଜର୍ସଙ୍କ ସହିତ ଆରୋଗ୍ୟ ସେତୁ ଆପ୍ ଡେଭଲପର୍ସଙ୍କ ପାଇଁ ଏକ ସହଜଲବ୍ଧ ପ୍ୟାକେଜରେ ପରିଣତ ହୋଇପାରିଛି । ଏହା ଭାରତରେ ବ୍ୟବହୃତ ହେବା ସହିତ ବିଶ୍ୱବ୍ୟାପୀ ବେଗ ଓ ପ୍ରସାର କ୍ଷେତ୍ରରେ ମଧ୍ୟ ସହଜଲବ୍ଧ ହୋଇଛି । ଆପଣ ଏହାର ଦକ୍ଷତା ମାପିପାରିବେ ।କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
July 05th, 03:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍ ବିଶ୍ୱ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ କୋଭିଡ-19ର ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍ ପ୍ଲାଟଫର୍ମ ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।ବିଶ୍ୱର କୋଣ ଅନୁକୋଣରେ ଯୋଗର ପହଂଚ ସୁନିଶ୍ଚିତ କରିବାକୁ ଆମକୁ ପ୍ରୟାସ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ
June 21st, 08:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କହିଛନ୍ତି ଯେ ,ଯୋଗର ଯେଉଁ ମୌଳିକ ତତ୍ୱ ଜ୍ଞାନ ରହିଛି, ମୌଳିକ ସିଦ୍ଧାନ୍ତ ରହିଛି, ତାହାକୁ ବଜାୟ ରଖି, ଯୋଗ ଜନ-ଜନଙ୍କ ପାଖରେ ପହଞ୍ଚୁ, ଅବିରତ ପହଞ୍ଚୁ ଆଉ ନିରନ୍ତର ପହଞ୍ଚୁ, ଏହା କରିବାର ଆବଶ୍ୟକତା ରହିଛି। ଆଉ ଏହି କାର୍ଯ୍ୟ ଯୋଗ ସହିତ ଜଡ଼ିତ ଲୋକମାନଙ୍କୁ ଯୋଗର ଆଚାର୍ଯ୍ୟମାନଙ୍କ, ଯୋଗ ପ୍ରଚାରକମାନଙ୍କ ସହିତ ମିଳିମିଶି କରିବା ଉଚିତ।ଆଜି ଯେତେବେଳେ ସମଗ୍ର ବିଶ୍ୱ କୋଭିଡ ମହାମାରୀ ବିରୁଦ୍ଧରେ ଲଢ଼ୁଛି ,ଯୋଗ ଏକ ଆଶାର କିରଣରେ ପରିଣତ ହୋଇଛି:ପ୍ରଧାନମନ୍ତ୍ରୀ ମୋଦୀ
June 21st, 08:37 am
ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମହାମାରୀ ସମୟରେ ଯୋଗର ଭୂମିକା ବିଷୟରେ ଉଲ୍ଲେଖ କରିଛନ୍ତି ।