Double engine govt at Centre & in Gujarat have prioritised development of state: PM Modi
February 25th, 01:01 pm
Prime Minister Narendra Modi laid the foundation stone and dedicated to the nation multiple development projects worth more than Rs 4150 crores in Dwarka, Gujarat. Addressing the gathering, the Prime Minister bowed to the land of Lord Krishna Dwarka Mai, where he is placed as Dwarkadheesh. He recalled the prayers that he offered this morning at the temple and underlined the deep importance of the teerth in the religious life of the nation As Aadi Shankaracharya established one of the four ‘peeths’ i.e. Sharda peet.ଗୁଜରାଟର ଦ୍ୱାରକାରେ ୪୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦ୍ୱାରକାଠାରେ ୪୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକାକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁ, ୱାଦିନାର ଏବଂ ରାଜକୋଟ-ଓଖାରେ ପାଇପଲାଇନ ପ୍ରକଳ୍ପ, ରାଜକୋଟ-ଜେତଲସାର-ସୋମନାଥ ଏବଂ ଜେତଲସାର-ୱାନସଜାଲିଆ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଜାତୀୟ ରାଜପଥ-୯୨୭ ର ଧୋରାଜି-ଜାମକଣ୍ଡୋର୍ନା-କାଲାବାଦ ସେକ୍ସନର ପ୍ରଶସ୍ତୀକରଣ, ଜାମନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ୍ ଡିସଲ୍ଫୁରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ।ଗୁଜରାଟର ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 11:49 am
ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଏହା ପ୍ରାୟ ୨.୩୨ କିଲୋମିଟର ବିଶିଷ୍ଟ ଦେଶର ସବୁଠାରୁ ଲମ୍ବା କେବୁଲ ଷ୍ଟେଡ୍ ବ୍ରିଜ୍ ଅଟେ ।