ଆସାମର ଜୋରହାଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 09th, 01:50 pm
ଆପଣମାନେ ସମସ୍ତେ ମୋତେ ଆଶୀର୍ବାଦ ଦେବା ପାଇଁ ଏତେ ସଂଖ୍ୟାରେ ଆସିଛନ୍ତି । ମୁଁ ମୁଣ୍ଡ ନୁଆଁଇ ଆପଣମାନକୁ କୃତଜ୍ଞତା ଜଣାଉଛି । ଆଉ ଏବେ ମୁଖ୍ୟମନ୍ତ୍ରୀ ମୋତେ କହୁଥିଲେ ଯେ ୨୦୦ଟି ସ୍ଥାନରେ ଲକ୍ଷ ଲକ୍ଷ ଲୋକ ବସିଛନ୍ତି, ଯେଉଁମାନେ ଭିଡିଓ ମାଧ୍ୟମରେ ଏହି ବିକାଶ ମହୋତ୍ସବରେ ଅଂଶୀଦାର ହେଉଛନ୍ତି । ମୁଁ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛି। ଏବଂ ମୁଁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଦେଖିଲି ... ଗୋଲାଘାଟବାସୀ କିପରି ହଜାର ହଜାର ଦୀପ ପ୍ରଜ୍ୱଳନ କରିଥିଲେ। ଆସାମବାସୀଙ୍କ ଏହି ସ୍ନେହ ଓ ଆତ୍ମୀୟତା ହିଁ ମୋର ସବୁଠାରୁ ବଡ଼ ସମ୍ପତ୍ତି। ଆଜି ମୁଁ ଆସାମବାସୀଙ୍କ ପାଇଁ ୧୭,୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର ସୁଯୋଗ ପାଇଛି । ଏଥିରେ ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ପେଟ୍ରୋଲିୟମ ସମ୍ବନ୍ଧୀୟ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ଆସାମରେ ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ । ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୁଁ ଆସାମର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି ।ଆସାମର ଜୋରହାଟରେ ୧୭,୫୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 01:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟଠାରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଜିର ବିକାଶ ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଏବଂ ଗୃହ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।Telangana is the land of the brave Ramji Gond & Komaram Bheem: PM Modi
March 04th, 12:45 pm
On his visit to Telangana, PM Modi addressed a massive rally in Adilabad. He said, The huge turnout by the people of Telangana in Adilabad is a testimony to the growing strength of B.J.P. & N.D.A. He added that the launch of various projects ensures the holistic development of the people of TelanganaTelangana's massive turnout during a public rally by PM Modi in Adilabad
March 04th, 12:24 pm
On his visit to Telangana, PM Modi addressed a massive rally in Adilabad. He said, The huge turnout by the people of Telangana in Adilabad is a testimony to the growing strength of B.J.P. & N.D.A. He added that the launch of various projects ensures the holistic development of the people of Telanganaନଭି ମୁମ୍ବାଇରେ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 08:36 pm
ମୁମ୍ବାଇ ଏବଂ ମହାରାଷ୍ଟ୍ର ସହିତ ''ବିକଶିତ ଭାରତ'ର ସଂକଳ୍ପ ପାଇଁ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ଦିନ । ଯଦିଓ ପ୍ରଗତିର ଏହି ଉତ୍ସବ ମୁମ୍ବାଇରେ ଚାଲିଛି, ତଥାପି ଏହାର ପ୍ରଭାବ ସମଗ୍ର ଦେଶରେ ଦେଖିବାକୁ ମିଳୁଛି । ଆଜି ଏହି ଦେଶରେ ବିଶ୍ୱର ଅନ୍ୟତମ ବୃହତ୍ତମ ସାମୁଦ୍ରିକ ସେତୁ ଅଟଳ ସେତୁ ରହିଛି । ଏହା ଆମର ସଂକଳ୍ପର ପ୍ରମାଣ ଯେ ଆମେ ସମୁଦ୍ରକୁ ମଧ୍ୟ ସାମ୍ନା କରିପାରିବା ଏବଂ ଭାରତର ବିକାଶ ପାଇଁ ଲହରୀକୁ ମଧ୍ୟ ଜିତିପାରିବା | ଆଜିର ଏହି କାର୍ଯ୍ୟକ୍ରମ ସଂକଳ୍ପରୁ ସିଦ୍ଧିର ମଧ୍ୟ ପ୍ରମାଣ ଅଟେ।ମହାରାଷ୍ଟ୍ରର ନଭି ମୁମ୍ବାଇରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
January 12th, 04:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନଭି ମୁମ୍ବାଇରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ୧୭,୮୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଅଟଳ ବିହାରୀ ବାଜପେୟୀ ସେଓ୍ଵା ସେଓ୍ଵା ଶେଭା ଅଟଳ ସେତୁର ଉଦଘାଟନ କରିଥିଲେ। ଆଜି ଉଦଘାଟନ ହେଉଥିବା ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ଓ ରେଳ ସଂଯୋଗ, ପାନୀୟ ଜଳ, ରତ୍ନ ଓ ଅଳଙ୍କାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ର ଅନ୍ତର୍ଭୁକ୍ତ।ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀ ସିଇଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
October 26th, 11:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗ ତଥା ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ସହ ଆଲୋଚନା କରିଛନ୍ତି ।Historic decisions taken by Cabinet to boost infrastructure across sectors
June 24th, 04:09 pm
Union Cabinet chaired by PM Narendra Modi took several landmark decisions, which will go a long way providing a much needed boost to infrastructure across sectors, which are crucial in the time of pandemic. The sectors include animal husbandry, urban infrastructure and energy sector.ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଭାରତ-ଭିଏତନାମ ମିଳିତ ଇସ୍ତାହାର (ମାର୍ଚ୍ଚ 03, 2018)
March 03rd, 01:14 pm
ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀ ରାମ ନାଥ କୋବିନ୍ଦଙ୍କ ନିମନ୍ତ୍ରଣରେ ସମାଜବାଦୀ ଗଣତନ୍ତ୍ର ଭିଏତନାମର ରାଷ୍ଟ୍ରପତି ମହାମହିମ ତ୍ରାନ ଦାଇ କ୍ୱାଙ୍ଗ ଓ ତାଙ୍କ ପତ୍ନୀ 2018 ମାର୍ଚ୍ଚ 2ରୁ 4 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି । ଭିଏତନାମ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧିମଣ୍ଡଳ ଆସିଛନ୍ତି ଯେଉଁଥିରେ ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ମହାମହିମ ଫାମ୍ ପିନ୍ ମିହ୍ନ, ଅନେକ ମନ୍ତ୍ରଣାଳୟ, ପ୍ରଦେଶର ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ବ୍ୟବସାୟିକ ପ୍ରତିନିଧି ଦଳ ସାମିଲ ଅଛନ୍ତି ।ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ମିଳିତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
March 03rd, 01:13 pm
ଭିଏତନାମା ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସୁରକ୍ଷା ଏବଂ ପ୍ରତିରକ୍ଷା ,ବ୍ୟାପାର ଏବଂ ନିବେଶ ,ଉର୍ଜା ,କୃଷି,ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ବଢ଼ାଇବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଭୟ ନେତା ବୈଶ୍ଵିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଆନ୍ତର୍ଜାତିକ ତୈଳ ଓ ଗ୍ୟାସ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
October 09th, 02:26 pm
ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତରେ ଗତ ତିନି ବର୍ଷ ମଧ୍ୟରେ ଘଟିଥିବା ପ୍ରଗତି ଓ ସଂସ୍କାରମୂଳକ କାର୍ଯ୍ୟକୁ ବିଶ୍ଵର ବିଭିନ୍ନ ତୈଳ ଓ ବାଷ୍ପ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞମାନେ ବେଶ ପସନ୍ଦ କରିଛନ୍ତି । ବିଶେଷକରି ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଯେଉଁ ଗତିରେ ପଦକ୍ଷେପମାନ ନିଆଯାଉଛି ତାକୁ ସେମାନେ ପ୍ରଶଂସା କରିଛନ୍ତି ।