ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡିଆ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 14th, 08:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡିଆ ନୂଆ ବର୍ଷର ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 14th, 05:29 pm

ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପର୍ବ-ପର୍ବାଣି ଏବଂ ଉତ୍ସବ ପାଳନ କରାଯାଉଛି । ଆଜି ବୈଶାଖୀ, ବୋହାଗ, ବିହୁ, ଆଜି ଠାରୁ ଓଡ଼ିଆ ନବବର୍ଷ ମଧ୍ୟ ଆରମ୍ଭ ହେଉଛି, ଆମର ତାମିଲନାଡୁର ଭାଇ-ଭଉଣୀମାନେ ମଧ୍ୟ ନୂଆବର୍ଷର ସ୍ୱାଗତ କରୁଛନ୍ତି । ମୁଁ ସେମାନଙ୍କୁ ‘ପୁତାଣ୍ଡ’ଅବସରରେ ଶୁଭେଚ୍ଛା ଜଣାଉଛି । ଏହାବ୍ୟତୀତ ମଧ୍ୟ କେତେକ ସ୍ଥାନରେ ନବବର୍ଷ ଆରମ୍ଭ ହେଉଛି, ଅନେକ ପର୍ବ ମଧ୍ୟ ପାଳନ କରାଯାଉଛି । ମୁଁ ସମସ୍ତ ଦେଶବାସୀମାନଙ୍କୁ ସମସ୍ତ ପର୍ବ ଉପଲକ୍ଷେ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ଭଗବାନ ମହାବୀର ଜୟନ୍ତୀର ମଧ୍ୟ ବହୁତ ବହୁତ ଶୁଭକାମନା!

PM Modi inaugurates Pradhanmantri Sanghralaya in New Delhi

April 14th, 11:00 am

PM Modi inaugurated Pradhanmantri Sanghralaya in New Delhi. Addressing a gathering on the occasion, the PM said, “Every Prime Minister of the country has contributed immensely towards achieving of the goals of constitutional democracy. To remember them is to know the journey of independent India.”

ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତି ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

April 14th, 09:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତିରେ ଶୁଭେଚ୍ଛା ଜଣାଇଛନ୍ତି ।