କେରଳରେ ଏକ ପୂର୍ଣ୍ଣାଙ୍ଗ ଅନ୍ତରାଷ୍ଟ୍ରୀୟ କ୍ରୁଜ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଭାଷଣ
February 14th, 04:40 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।କେରଳର କୋଚିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 14th, 04:39 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।Deendayal Upadhyaya Ji wanted India to be 'Aatmanirbhar' not just in agriculture, but also in defence: PM Modi
February 11th, 11:15 am
Prime Minister Narendra Modi today addressed the BJP Karyakartas on the occasion of 'Samarpan Diwas' to commemorate the contributions of his party's founder leader Deendayal Upadhyaya on his death anniversary.PM Modi addresses BJP Karyakartas on Pt. Deendayal Upadhyaya's Punyatithi
February 11th, 11:14 am
Prime Minister Narendra Modi today addressed the BJP Karyakartas on the occasion of 'Samarpan Diwas' to commemorate the contributions of his party's founder leader Deendayal Upadhyaya on his death anniversary.ଷୋଡଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 09th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।ଆମେରିକାର ହ୍ୟୁଷ୍ଟନରେ ଭାରତୀୟ ସମୁଦାୟଙ୍କ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 22nd, 11:59 pm
ଧନ୍ୟବାଦ, ଧନ୍ୟବାଦ ରାଷ୍ଟ୍ରପତି ଟ୍ରମ୍ପ । ବହୁତ ବହୁତ ଧନ୍ୟବାଦ । ହାଓଡି ମାଇଁ ଫ୍ରେଣ୍ଡସ୍ (କେମିତି ଅଛନ୍ତି ବନ୍ଧୁମାନେ) । ଏ ଯେଉଁ ଦୃଶ୍ୟ, ଏ ଯେଉଁ ବାତାବରଣ, ଏହା ହେଉଛି ଅକଳ୍ପନୀୟ, ଆଉ ଯେତେବେଳେ ଟେକ୍ସାସ କଥା ଆସୁଛି, ସବୁ କଥା ଭବ୍ୟ ହୋଇଥିବ, ବିଶାଳ ହୋଇଥିବ, ଏହା ଟେକ୍ସାସର ସ୍ୱଭାବରେ ରହିଛି । ଆଜି ଟେକ୍ସାସ ଉତ୍ସାହ ଓ ଉଦ୍ଦୀପନା ଏଠାରେ ମଧ୍ୟ ପ୍ରତିଫଳିତ ହେଉଛି । ଏହି ବିଶାଳ ଜନ ସମୁଦାୟଙ୍କର ଉପସ୍ଥିତି କେବଳ ଗାଣିତିକ ହିସାବ ମଧ୍ୟରେ ସୀମିତ ନାହିଁ । ଆଜି ଆମେ ଏଠାରେ ଏକ ନୂତନ ଇତିହାସ ନିର୍ମାଣ ହେବା କଥା ଦେଖିପାରୁଛୁ ଆଉ ଏକ ନୂତନ କେମେଷ୍ଟ୍ରି ମଧ୍ୟ ।ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 22nd, 11:58 pm
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ସାସର ହ୍ୟୁଷ୍ଟନଠାରେ ଥିବା ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ 50 ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ ।ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 22nd, 11:02 am
ଆଜି ବାରଣାସୀର ଦିନଦୟାଲ ହସ୍ତକଳା ସଂକୁଳଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ପଞ୍ଚଦଶ ସଂସ୍କରଣର ପୂର୍ଣ୍ଣାଙ୍ଗ ଅଧିବେଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।ଉତ୍ତର ପ୍ରଦେଶର ବାରଣାସୀଠାରେ 15ତମ ପ୍ରବାସୀ ଭାରତୀୟ ଦିବସ 2019 ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 22nd, 11:02 am
ମରିସସର ପ୍ରଧାନମନ୍ତ୍ରୀ ମହାମହିମ, ପ୍ରବୀନ୍ଦ ଜଗନ୍ନାଥ ମହୋଦୟ, ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥ ମହୋଦୟା, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସହଯୋଗୀ ସୁଷମା ସ୍ୱରାଜ ମହାଶୟା, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହୋଦୟ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଆଉ ସାରା ବିଶ୍ୱରୁ ଆସିଥିବା ଏବଂ କାଶୀ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ସୌରାଷ୍ଟ୍ର ପଟେଲ ସାଂସ୍କୃତିକ ସମାଜର ଅନ୍ତର୍ଜାତୀୟ ସମ୍ମେଳନକୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 06th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ସୌରାଷ୍ଟ୍ର ପଟେଲ ସାଂସ୍କୃତିକ ସମାଜର ଅନ୍ତର୍ଜାତୀୟ ସମ୍ମେଳନକୁ ସମ୍ବୋଧିତ କରିଥିଲେ । ଚଳିତ ବର୍ଷ ଆମେରିକାର କାଲିଫର୍ଣ୍ଣିଆଠାରେ ସୌରାଷ୍ଟ୍ର ପଟେଲ ସାଂସ୍କୃତିକ ସମାଜର ଅନ୍ତର୍ଜାତୀୟ ସମ୍ମେଳନ ଆୟୋଜନ କରାଯାଉଛି ।PM Modi’s address at Silver Jubilee Celebrations of the Shree Kutchi Leva Patel Samaj in Nairobi
March 30th, 01:21 pm
PM Modi addressed the Silver Jubilee Celebrations of the Shree Kutchi Leva Patel Samaj in Nairobi, Kenya via video conferencing. In his address, the Prime Minister lauded the contribution of Kutchi Leva Patel Community in various welfare activities and the development of East Africa. He also recalled the role of members of Indian community in the Kenya’s freedom movement.ନାଇରୋବୀ, କେନିଆସ୍ଥିତ ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ରୌପ୍ୟ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 30th, 01:20 pm
ଭିଡିଓ କନଫରେନ୍ସିଂ ଜରିଆରେ ନାଇରୋବୀ, କେନିଆସ୍ଥିତ ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ରୌପ୍ୟ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 3, 2017
August 03rd, 07:20 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଭାରତୀୟ ସେନା କଲ୍ୟାଣ ପାଣ୍ଠିକୁ ପୁରସ୍କାର ଅର୍ଥ ଦାନ କଲେ କୁଏତର ପ୍ରବାସୀ ଛାତ୍ର ରିଦ୍ଧିରାଜ
August 03rd, 04:43 pm
କୁଏତରେ ବାସ କରୁଥିବା ପ୍ରବାସୀ ଛାତ୍ର ମାଷ୍ଟର ରିଦ୍ଧିରାଜ କୁମାର ସେନା କଲ୍ୟାଣ ପାଣ୍ଠିକୁ 18 ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଆଜି ମାଷ୍ଟର ରିଦ୍ଧିରାଜ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଏହି ଚେକ ପ୍ରଦାନ କରିଛନ୍ତି ।Reforms in FDI
November 10th, 05:33 pm
Text of PM's address at the Inauguration of Pravasi Bharatiya Divas
January 08th, 09:39 pm
Text of PM's address at the Inauguration of Pravasi Bharatiya DivasPM's address at the Inauguration of Pravasi Bharatiya Divas
January 08th, 05:30 pm
PM's address at the Inauguration of Pravasi Bharatiya DivasShri Narendra Modi to address the Special Interactive Session of 12th Pravaasi Bharatiya Diwas in Delhi
January 07th, 08:54 am
Shri Narendra Modi to address the Special Interactive Session of 12th Pravaasi Bharatiya Diwas in DelhiNarendra Modi writes letter to the Prime Minister on the safety of Indian community affected by the attack on a Nairobi mall
September 23rd, 06:01 pm
Narendra Modi writes letter to the Prime Minister on the safety of Indian community affected by the attack on a Nairobi mall