କେରଳର ଲୋକମାନେ ବର୍ତ୍ତମାନ ବିଜେପିକୁ ଏକ ନୂତନ ଆଶା ଭାବରେ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
September 01st, 04:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।ପ୍ରଧାନମନ୍ତ୍ରୀ ମୋଦୀ କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି
September 01st, 04:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।ହରିୟାଣାର ଫରିଦାବାଦଠାରେ ଅମୃତା ହସ୍ପିଟାଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 24th, 11:01 am
ଅମୃତା ହସ୍ପିଟାଲ ରୂପରେ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ମାଆ ଅମୃତାନନ୍ଦମୟୀ ମହାଶୟାଙ୍କୁ ମୁଁ ପ୍ରଣାମ କରୁଛି । ସ୍ୱାମୀ ଅମୃତାସ୍ୱରୂପାନନ୍ଦ ପୁରୀ ମହୋଦୟ, ହରିୟାଣାର ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତାତ୍ରେୟ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ କୃଷ୍ଣପାଲ ମହାଶୟ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌତାଲା ମହାଶୟ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍ଘାଟିତ
August 24th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ହରିୟାଣା ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।For us, MSME means- Maximum Support to Micro Small and Medium Enterprises: PM Modi
June 30th, 10:31 am
PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.PM participates in ‘Udyami Bharat’ programme
June 30th, 10:30 am
PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.Taxpayer is respected only when projects are completed in stipulated time: PM Modi
June 23rd, 01:05 pm
PM Modi inaugurated 'Vanijya Bhawan' and launched the NIRYAT portal in Delhi. Referring to the new infrastructure of the Ministry, the Prime Minister said that this is also time to renew the pledge of ease of doing business and through that ‘ease of living’ too. Ease of access, he said, is the link between the two.PM inaugurates 'Vanijya Bhawan' and launches NIRYAT portal
June 23rd, 10:30 am
PM Modi inaugurated 'Vanijya Bhawan' and launched the NIRYAT portal in Delhi. Referring to the new infrastructure of the Ministry, the Prime Minister said that this is also time to renew the pledge of ease of doing business and through that ‘ease of living’ too. Ease of access, he said, is the link between the two.ବେଙ୍ଗାଲୁରୁରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 20th, 02:46 pm
କରୁନାଡ଼ ଜନତେଗେ, ନନ୍ନ ପ୍ରିତୀୟ, ନମସ୍କାରଗଡ଼ୁ, ବେଙ୍ଗାଲୁରିନଅ ମହା ଜନତେଗେ, ବିଶେଷବାଦ ନମସ୍କାରଗଡ଼ୁ, କର୍ଣ୍ଣାଟକ ରାଜ୍ୟଦ ପାଲିଗେ, ହିନ୍ଦୁ ମହତ୍ୱଦ ଦିନବାଗିଦେ। ରାଜ୍ୟଦଲ୍ଲୀ, ହଲବାରୁ ମୂଲଭୂତ ସଉକର୍ଯ୍ୟ, କଲ୍ପିସୁବ ଯୋଜନେଗଡ଼ନ୍ନୁ, ଜାରି- ଗୋଡ଼ିସଲୁ, ନନଗେ ବହଡ଼, ସନ୍ତୋଷ- ବାଗୁତିଦେ। କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚନ୍ଦ ଜୀ ଗହଲୋତ, କର୍ଣ୍ଣାଟକର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ପ୍ରହଲ୍ଲାଦ ଯୋଶୀ ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ବେଙ୍ଗଲୁରୁର ମୋର ସମସ୍ତ ଭଉଣୀ- ଭାଇମାନଙ୍କୁ ନମସ୍କାର।PM inaugurates and lays the foundation stone of multiple rail and road infrastructure projects worth over Rs 27000 crore in Bengaluru
June 20th, 02:45 pm
The Prime Minister, Shri Narendra Modi inaugurated and laid the foundation stone of multiple rail and road infrastructure projects worth over Rs 27000 crore in Bengaluru today. Earlier, the Prime Minister inaugurated the Centre for Brain Research and laid the foundation Stone for Bagchi Parthasarathy Multispeciality Hospital at IISc Bengaluru.ମୁମ୍ବାଇ ସମାଚାର ଖବରକାଗଜର ଦ୍ୱିଶତାବ୍ଦୀ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 14th, 06:41 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେ ଜୀ, ମହାରାଷ୍ଟ୍ରର ପ୍ରତିପକ୍ଷ ନେତା ଶ୍ରୀ ଦେବେନ୍ଦ୍ର ଫର୍ଣ୍ଣଡବିସ୍ ଜୀ, ମୁମ୍ବାଇ ସମଚାରର ପରିଚାଳନା ନିର୍ଦ୍ଦେଶକ ଏଚ୍ ଏନ୍ କାମା ଜୀ, ଶ୍ରୀ ମେହରବାନ କାମା ଜୀ, ସମ୍ପାଦକ ଭାଇ ନିଲେଶ ଦେବ ଜୀ, ଖବରକାଗଜ ସହିତ ସଂମ୍ପୃକ୍ତ ସମସ୍ତ ବନ୍ଧୁଗଣ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତି ମାନେ!ନିୟମିତ ଭାବେ ୨୦୦ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ଖବରକାଗଜ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରଛନ୍ତି ପ୍ରଧାନମନ୍ତ୍ରୀ
June 14th, 06:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ଠାରେ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଉତ୍ସବକୁ ସ୍ମରଣ କରିବା ପାଇଁ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।ଗୁଜରାଟର ନବସାରୀଠାରେ ଗୁଜରାଟ ଗୌରବ ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 10th, 10:16 am
ଭାରତମାତା କୀ- ଜୟ, ଭାରତମାତା କୀ- ଜୟ, ଭାରତମାତା କୀ- ଜୟ, ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମିଷ୍ଟଭାଷୀ ଏବଂ ସଫଳ ଶ୍ରୀ ଭୂପେନ୍ଦ୍ର ପଟେଲ, ସଂସଦରେ ମୋର ବରିଷ୍ଠ ସହଯୋଗୀ ଓ ନବସାରୀର ସାଂସଦ ଏବଂ ଆପଣମାନେ ଗତ ନିର୍ବାଚନରେ ହିନ୍ଦୁସ୍ଥାନରେ ଯାହାଙ୍କୁ ସର୍ବାଧିକ ଭୋଟ ଦେଇ ବିଜୟୀ କରାଇଥିଲେ ଓ ନବସାରୀର ନାମକୁ ଗୌରବାନ୍ୱିତ କରିଥିଲେ, ଆପଣ ସମସ୍ତଙ୍କର ପ୍ରତିନିଧି ଶୀ ସି.ଆର ପାଟିଲ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭଉଣୀ ଦର୍ଶନା ମହୋଦୟା, ଭାରତ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ ଏବଂ ବହୁତ ସଂଖ୍ୟାରେ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ!PM Launches Multiple Development Projects During 'Gujarat Gaurav Abhiyan' in Navsari
June 10th, 10:15 am
PM Modi participated in a programme 'Gujarat Gaurav Abhiyan’, where he launched multiple development initiatives. The pride of Gujarat is the rapid and inclusive development in the last two decades and a new aspiration born out of this development. The double engine government is sincerely carrying forward this glorious tradition, he said.ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨ଠ୨୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 09th, 11:01 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀ, ବାୟୋଟେକ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ମହାନୁଭବ, ଦେଶ ବିଦେଶରୁ ଆସିଥିବା ଅତିଥିଗଣ, ବିଶେଷଜ୍ଞ, ନିବେଶକ, ଏମଏସଏମଇ ଏବଂ ଷ୍ଟାର୍ଟଅପ୍ସ ସହିତ ଉଦ୍ୟୋଗର ସମସ୍ତ ବନ୍ଧୁ, ମହିଳାମାନେ ଏବଂ ଭଦ୍ର ବ୍ୟକ୍ତିମାନେ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ ଉଦଘାଟିତ
June 09th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି । ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ, ବାୟୋଟେକ କ୍ଷେତ୍ରର ଅଂଶୀଦାର, ବିଶେଷଜ୍ଞ, ପୁଞ୍ଜି ଲଗାଣକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।Maa Bharati is with all of you: PM Modi at launch of PM-CARES for Children Scheme
May 30th, 10:31 am
Releasing the benefits under PM-CARES for Children Scheme, PM Modi said, It is a small effort to reduce the difficulties of such corona affected children who lost both their parents. PM-CARES for children is also a reflection of the fact that every countryman is with you with the utmost sensitivity.”PM releases benefits under PM CARES for Children Scheme
May 30th, 10:30 am
Releasing the benefits under PM-CARES for Children Scheme, PM Modi said, It is a small effort to reduce the difficulties of such corona affected children who lost both their parents. PM-CARES for children is also a reflection of the fact that every countryman is with you with the utmost sensitivity.”PM to release benefits under PM CARES for Children Scheme on 30 May
May 29th, 12:35 pm
Prime Minister Shri Narendra Modi will release benefits under the PM CARES for Children Scheme on 30 May 2022 at 10:30 AM via video conferencing. Prime Minister will transfer scholarships to school going children. A passbook of PM CARES for Children, and health card under Ayushman Bharat – Pradhan Mantri Jan Arogya Yojana will be handed over to the children during the programme.Today, the world is realising that India means business: PM Modi
May 26th, 06:36 pm
PM Modi participated in the celebration of the completion of 20 years of ISB Hyderabad and addressed the graduation ceremony of the PGP Class of 2022. The PM pointed out that often Indian solutions are being implemented globally. Therefore, “Today on this important day, I would like to ask you to link your personal goals with the goals of the country”, he said.