ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରରେ ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
April 26th, 02:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରର ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଶଂସା କରିଛନ୍ତି ।ଆସାମର କୋକ୍ରାଝରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 07th, 12:46 pm
ମଞ୍ଚରେ ଉପସ୍ଥିତ ଆସାମର ରାଜ୍ୟପାଳ, ସଂସଦରେ ମୋର ସାଥୀ, ବିଭିନ୍ନ ବୋର୍ଡ ଓ ସଂଗଠନ ସହିତ ଜଡ଼ିତ ନେତାଗଣ, ଏଠାରେ ଉପସ୍ଥିତ ବିଭିନ୍ନ ଗୋଷ୍ଠୀର ସାଥୀଗଣ, ଏଠାକୁ ଆସିଥିବା ସମ୍ମାନନୀୟ ମହାନୁଭବ ଓ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଥିବା ମୋ ପ୍ରିୟ ଭାଇ ଓ ଭଉଣୀମାନେ ।ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
February 07th, 12:40 pm
ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।Address by the President of India Shri Ram Nath Kovind to the joint sitting of Two Houses of Parliament
January 31st, 01:59 pm
In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.N Chandrababu Naidu promised sunrise for the state of Andhra Pradesh. But he seems interested only in rise of his son: PM Modi
February 10th, 01:13 pm
At the public meeting in Andhra Pradesh’s Guntur, PM Narendra Modi said that Amravati in Guntur had been a centre of India's faith and spirituality since ages and now it was becoming a centre of energy of a new Andhra Pradesh and New India. “The central government has also selected Amravati under HRIDAY scheme, so that the heritage sites here can be conserved and developed”, the PM added.PM Modi addresses public meeting in Andhra Pradesh’s Guntur
February 10th, 01:12 pm
At the public meeting in Andhra Pradesh’s Guntur, PM Narendra Modi said that Amravati in Guntur had been a centre of India's faith and spirituality since ages and now it was becoming a centre of energy of a new Andhra Pradesh and New India. “The central government has also selected Amravati under HRIDAY scheme, so that the heritage sites here can be conserved and developed”, the PM added.Previous government had made corruption a state of normalcy but we are uprooting this menace from the society: PM in Assam
February 09th, 01:44 pm
Prime Minister Narendra Modi addressed a huge public meeting in Amingaon, Assam today. Addressing the huge crowd of supporters, PM Modi said, “My government stands totally committed towards the welfare and progress of the Assamese people. We will ensure that the rights of the people and tribes of Assam are always protected.”ଆସାମକୁ ତୈଳ ଓ ପ୍ରାକୃତିକ ଗ୍ୟାସ କେନ୍ଦ୍ରରେ ପରିଣତ କରାଯିବ : ପ୍ରଧାନମନ୍ତ୍ରୀ;
February 09th, 01:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ, ଆସାମ ଏବଂ ତ୍ରିପୁରାକୁ ଗସ୍ତ କାଳରେ ଗୌହାଟୀରେ ପହଁଚିଥିଲେ । ସେ ଉତ୍ତର-ପୂର୍ବ ଗ୍ୟାସ ଗ୍ରୀଡର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟର ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ଅନାବରଣ କରିଥିଲେ ।