ଚେସ୍ ଅଲିମ୍ପିଆଡ୍ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

September 26th, 12:15 pm

ସାର, ପ୍ରଥମ ଥର ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି ଏବଂ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ତାହା ଚମତ୍କାର ଥିଲା, ଅର୍ଥାତ୍ ବାଳକଙ୍କ ଦ୍ୱାରା ୨୨ ରୁ ୨୧ ପଏଣ୍ଟ ଏବଂ ବାଳିକାଙ୍କ ଦ୍ୱାରା ୨୨ ରୁ ୧୯ ପଏଣ୍ଟ, ଆମର ମୋଟ ୪୪ ରୁ ୪୦ ପଏଣ୍ଟ । ଏତେ ଭଲ, ଉତ୍ତମ ପ୍ରଦର୍ଶନ ପୂର୍ବରୁ କେବେ ହୋଇନଥିଲା

ପ୍ରଧାନମନ୍ତ୍ରୀ ମୋଦୀ ଆମ ଚେସ୍ ଚମ୍ପିଆନମାନଙ୍କୁ ଭେଟି ଉତ୍ସାହିତ କରିଛନ୍ତି

September 26th, 12:00 pm

ଐତିହାସିକ ଦ୍ବିତୀୟ ସ୍ୱର୍ଣ୍ଣ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଚେସ୍ ଦଳ ସହ ମତ ବିନିମୟ କରିଛନ୍ତି। ଆଲୋଚନାରେ ସେମାନଙ୍କ କଠିନ ପରିଶ୍ରମ, ଚେସ୍ ର ବଢୁଥିବା ଲୋକପ୍ରିୟତା, ଖେଳ ଉପରେ ଏଆଇର ପ୍ରଭାବ ଏବଂ ସଫଳତା ହାସଲ ରେ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ମଧ୍ୟପ୍ରଦେଶର ଶେହଡୋଲରେ ସିକଲ ସେଲ ଆନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 01st, 10:56 pm

କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁ ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ଫଗ୍‌ଗନ ସିଂହ କୁଲସ୍ତେ ମହାଶୟ, ପ୍ରଫେସର ଏସ.ପି ସିଂହ ବଘେଲ ମହାଶୟ, ଶ୍ରୀମତୀ ରେଣୁକା ସିଂହ ସରୁତା ମହାଶୟା, ଡକ୍ଟର ଭାରତୀ ପାୱାର ମହାଶୟା, ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମହାଶୟ, ସାଂସଦ ଶ୍ରୀ ବି.ଡି ଶର୍ମା ମହାଶୟ, ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀଗଣ, ସମସ୍ତ ବିଧାୟକ ଗଣ, ସାରା ଦେଶରୁ ଏହି କାର୍ଯ୍ୟକ୍ରମରେ ସାମିଲ ଅନ୍ୟ ସମସ୍ତ ମହାନୁଭବ, ଏବଂ ଏତେ ବିଶାଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ୍ ଆନିମିଆ ଉନ୍ମୁଳନ ମିଶନ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

July 01st, 03:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ ଆନିମିଆ ଉନ୍ମୁଳନ ମିଶନ ଆରମ୍ଭ କରିଛନ୍ତି ଏବଂ ହିତାଧିକାରୀଙ୍କୁ ସିକିଲ ସେଲ ଜେନେଟିକ ଷ୍ଟାଟସ କାର୍ଡ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ଗୋଣ୍ଡୱାନାର ଶାସକ ରାଣୀ ଦୁର୍ଗାବତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।

ଅହମ୍ମଦାବାଦର ଦେଓ ଢୋଲେରା ଗ୍ରାମରେ ଆଇ-କ୍ରିଏଟ କେନ୍ଦ୍ରର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

January 17th, 03:15 pm

ଆଇ-କ୍ରିଏଟ ସହିତ ଯୋଡ଼ି ହୋଇଥିବା ସମସ୍ତ ବୁଦ୍ଧିଜୀବୀ, ନବସୃଜନକାରୀ, ଗବେଷକ ଛାତ୍ର, ଅଧିକାରୀବୃନ୍ଦ ଏବଂ ଏଠାରେ ଉପସ୍ଥିତ ଭାଇ ଓ ଭଉଣୀମାନେ ଏବଂ ମୋର ଯୁବକ ବନ୍ଧୁଗଣ ।

‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

January 17th, 03:14 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ଅହମ୍ମଦାବାଦ ଉପକଣ୍ଠ ଅଚଂଳରେ ‘ଆଇକ୍ରିଏଟ’ ସୁବିଧା ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।

ଅହମଦାବାଦ ସାଇନ୍ସ ସିଟିରେ ନୋବେଲ ପ୍ରଦର୍ଶନୀ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

January 09th, 07:55 pm

PM Narendra Modi today addressed Nobel Prize Series Exhibition. The PM said that NDA Govt's vision in science and technology is to make sure that opportunity is available for all youth. PM Modi emphazised Science driven enterprise and catering to local needs and aspirations through science.

PM meets Nobel Laureate Kailash Satyarthi

October 11th, 09:10 pm

PM meets Nobel Laureate Kailash Satyarthi