ଅଗ୍ରଦୂତ ଗ୍ରୁପ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
July 06th, 04:31 pm
ଆସାମର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ହିମଂତ ବିଶ୍ୱ ଶର୍ମା ଜୀ, ମନ୍ତ୍ରୀ ଶ୍ରୀ ଅତୁଲ ବୋରା ଜୀ, କେଶମ ମହଂତ ଜୀ, ପିୟୁଷ ହଜାରିକା ଜୀ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଅଧ୍ୟକ୍ଷ ଡକ୍ଟର ଦୟାନନ୍ଦ ପାଠକ ଜୀ, ଅଗ୍ରଦୂତର ମୁଖ୍ୟ ସମ୍ପାଦକ ଏବଂ କଲମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଯିଏ ତପସ୍ୟା କରିଛନ୍ତି, ସାଧନା କରିଛନ୍ତି, ଏଭଳି କନକସେନ ଡେକା ଜୀ, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ ।PM inaugurates Golden Jubilee celebrations of Agradoot group of newspapers
July 06th, 04:30 pm
PM Modi inaugurated the Golden Jubilee celebrations of the Agradoot group of newspapers. Assam has played a key role in the development of language journalism in India as the state has been a very vibrant place from the point of view of journalism. Journalism started 150 years ago in the Assamese language and kept on getting stronger with time, he said.ଜୁଲାଇ ୬ତାରିଖରେ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
July 05th, 10:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୬ ଜୁଲାଇ, ୨୦୨୨ ଅପରାହ୍ନ ୪.୩୦ ରେ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ଯିଏ କି ଅଗ୍ରଦୂତ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ମୁଖ୍ୟ ସଂରକ୍ଷକ ସେ ମଧ୍ୟ ଉପସ୍ଥିତ ରହିବେ ।‘Today is my favourite day’: Narendra Modi
February 07th, 09:52 pm
Indian Prime Minister Narendra Modi gets candid in an email interview with XPRESS ahead of his second visit to the UAE. Excerpts:Here's an offbeat interview with the Indian Prime Minister Narendra Modi, ahead of his UAE visit next week.ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:01 pm
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିତ କରି ଆଜି କହିଲେ ଯେ ,ବିଭିନ୍ନ ରାଜ୍ୟମାନଙ୍କରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ରଚନାତ୍ମକ ଆଲୋଚନା ହେବା ଉଚିତ । ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରି ,ସେ ପ୍ରାଥମିକ ସ୍ତରରେ ଅନେକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।ଗୌହାଟୀରେ ଏଡଭାଣ୍ଟେଜ ଆସାମ – ବିଶ୍ୱ ନିବେଶକ ସମ୍ମେଳନ-2018ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
February 03rd, 02:10 pm
ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।ଏଡଭାଣ୍ଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ;
February 03rd, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ।ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’’ କାର୍ଯ୍ୟକ୍ରମର 38ତମ ସଂସ୍କରଣ (26.11.2017)
November 26th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କିଛିଦିନ ପୂର୍ବରୁ ମୋତେ କର୍ଣ୍ଣାଟକର ଶିଶୁସାଥିମାନଙ୍କ ସହିତ ପରୋକ୍ଷ ବାର୍ତ୍ତାଳାପର ସୁଯୋଗ ମିଳିଲା ।ଚେନ୍ନାଇରେ ଦୈନିକ ପତ୍ରିକା ଥାନ୍ଥୀ ର ପ୍ଲାଟିନମ୍ ଜୁବୁଲୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ
November 06th, 11:08 am
ଆରମ୍ଭରୁ ମୁଁ ଉକ୍ତ ସମସ୍ତ ପରିବାର ପାଇଁ ନିଜର ସମ୍ବେଦନା ଓ ସହାନୁଭୂତି ବ୍ୟକ୍ତ କରୁଛି, ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଅବା ଚେନ୍ନାଇ ଓ ତାମିଲନାଡୁର ଅନ୍ୟ ଭାଗରେ ସଂପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସବୁ ସମ୍ଭବ ସହାୟତା ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି । ମୁଁ ବରିଷ୍ଠ ସାମ୍ବାଦିକ ଥିରୁ ଆର.ମୋହନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରୁଛି ।