ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟୁଜ୍ ୯ ଗ୍ଲୋବାଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 22nd, 10:50 pm
ମନ୍ତ୍ରୀ ୱିନଫ୍ରିଡ, କ୍ୟାବିନେଟରେ ମୋର ସହଯୋଗୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏହି ଶିଖର ସମ୍ମିଳନୀରେ ସାମିଲ ହେଉଥିବା ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆୟୋଜିତ ନ୍ୟୁଜ୍ ୯ ଗ୍ଲୋବାଲ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।
November 22nd, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଷ୍ଟୁଟଗାର୍ଟଠାରେ ଆୟୋଜିତ ନ୍ୟୁଜ୯ ଗ୍ଲୋବାଲ ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ଭାରତ-ଜର୍ମାନୀ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ । ଆଜିର ସୂଚନା ଯୁଗରେ ଭାରତର ଏକ ଗଣମାଧ୍ୟମ ସଂସ୍ଥା ଜର୍ମାନୀ ଓ ଜର୍ମାନୀ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି। ଏହା ଜର୍ମାନୀ ଏବଂ ଜର୍ମାନୀବାସୀଙ୍କୁ ବୁଝିବା ପାଇଁ ଭାରତବାସୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।India is the Future: PM Modi
February 26th, 08:55 pm
Prime Minister Narendra Modi addressed the News 9 Global Summit in New Delhi today. The theme of the Summit is ‘India: Poised for the Big Leap’. Addressing the gathering, the Prime Minister said TV 9’s reporting team represents the persity of India. Their multi-language news platforms made TV 9 a representative of India's vibrant democracy, the Prime Minister said. The Prime Minister threw light on the theme of the Summit - ‘India: Poised for the Big Leap’, and underlined that a big leap can be taken only when one is filled with passion and enthusiasm.PM addresses News 9 Global Summit
February 26th, 07:50 pm
Prime Minister Narendra Modi addressed the News 9 Global Summit in New Delhi today. The theme of the Summit is ‘India: Poised for the Big Leap’. Addressing the gathering, the Prime Minister said TV 9’s reporting team represents the persity of India. Their multi-language news platforms made TV 9 a representative of India's vibrant democracy, the Prime Minister said. The Prime Minister threw light on the theme of the Summit - ‘India: Poised for the Big Leap’, and underlined that a big leap can be taken only when one is filled with passion and enthusiasm.