Parliament is not just walls but is the center of aspiration of 140 crore citizens: PM Modi in Lok Sabha
June 26th, 11:30 am
PM Modi addressed the Lok Sabha after the House elected Shri Om Birla as the Speaker of the House. Noting the significance of Shri Birla taking over second time during the Amrit Kaal, the Prime Minister expressed the hope that his experience of five years and the members’ experience with him will enable the re-elected Speaker to guide the house in these important times.ବାଚସ୍ପତି ନିର୍ବାଚିତ ହେବା ପରେ ଲୋକସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 26th, 11:26 am
ଗୃହର ବାଚସ୍ପତି ଭାବେ ଶ୍ରୀ ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାକୁ ସମ୍ବୋଧିତ କରିଛନ୍ତି ।Today our commitment to social justice is reaching to the people of J&K: PM Modi
February 10th, 04:59 pm
Prime Minister Narendra Modi addressed the last sitting of the 17th Lok Sabha. Addressing the House, the Prime Minister said that today’s occasion is significant for India’s democracy. The Prime Minister Modi lauded the efforts of all Members of the 17th Lok Sabha in making important decisions and giving direction to the country. He said that today marks a special occasion to dedicate to the nation the ideological journey and time for its betterment.ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 10th, 04:54 pm
ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଅବସର ଭାରତର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଦେଶକୁ ଦିଗଦର୍ଶନ ଦେବାରେ ସପ୍ତଦଶ ଲୋକସଭାର ସମସ୍ତ ସଦସ୍ୟଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏହାର ଉନ୍ନତି ପାଇଁ ଆଦର୍ଶଗତ ଯାତ୍ରା ଏବଂ ସମୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ଅବସର ବୋଲି ସେ କହିଛନ୍ତି। ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ଗତ ୫ ବର୍ଷ ଧରି ମନ୍ତ୍ର ହୋଇଛି, ସେ କହିଲେ ଯେ ଏହା ଆଜି ସମଗ୍ର ଦେଶ ଅନୁଭବ କରିପାରିବ । ସପ୍ତଦଶ ଲୋକସଭାର ପ୍ରୟାସ ପାଇଁ ଭାରତବାସୀ ଆଶୀର୍ବାଦ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଗୃହର ସମସ୍ତ ସଦସ୍ୟଙ୍କ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ସେମାନଙ୍କ ପ୍ରତି, ବିଶେଷ କରି ଗୃହର ବାଚସ୍ପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇବା ସହ ଗୃହର ନିରନ୍ତର ହସଖୁସି, ସନ୍ତୁଳିତ ଏବଂ ନିରପେକ୍ଷ ପରିଚାଳନା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
January 31st, 10:45 am
ଏହି ନୂତନ ସଂସଦ ଭବନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ଶେଷରେ ଏହି ସଂସଦ ଏକ ଅତ୍ୟନ୍ତ ସମ୍ମାନଜନକ ନିଷ୍ପତ୍ତି ନେଇଥିଲା ଏବଂ ସେହି ନିଷ୍ପତ୍ତି ଥିଲା ନାରୀ ଶକ୍ତି ବନ୍ଦନ ଆଇନ । ଏହା ସହିତ ଜାନୁଆରୀ ୨୬ ତାରିଖରେ ମଧ୍ୟ ଆମ ଦେଶ ନାରୀ ଶକ୍ତି, ନାରୀ ଶକ୍ତିର ବୀରତ୍ୱ ଏବଂ କର୍ତ୍ତବ୍ୟ ପଥରେ ନାରୀ ଶକ୍ତିର ସଂକଳ୍ପକୁ ଅନୁଭବ କରିଛି । ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଏବଂ ଆସନ୍ତାକାଲି ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ୍ ଏକ ପ୍ରକାରରେ ନାରୀ ଶକ୍ତିର ସାକ୍ଷାତକାରର ପର୍ବ ।ସଂସଦ ଅଧିବେଶନ ଆଗରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କସମ୍ବୋଧନ
January 31st, 10:30 am
ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ପ୍ରଥମ ଅଧିବେଶନର ସ୍ମତିଚାରଣ କରିବା ସହ ଏଥିରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । ମହିଳା ସଶକ୍ତିକରଣ ଓ ସାମ୍ବିଧାନିକ ବ୍ୟବସ୍ଥା ଆଇନରେ ପାରିତ ହେବା ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷଣ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସରେ ଦେଶ ନାରୀଶକ୍ତିର ଶୌର୍ଯ୍ୟ, ସଂକଳ୍ପ ଓ ଶକ୍ତିକୁ ସ୍ୱୀକୃତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଓ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଆନ୍ତରୀଣ ବଜେଟ ଉପସ୍ଥାପନର ଗୁରୁତ୍ୱ ବୁଝି ଏହାକୁ ମହିଳା ସଶକ୍ତିକରଣର ଉତ୍ସବ ପାଳନ ବୋଲି ବର୍ଣ୍ଣନା କରିଥିଲେ ।ତାମିଲନାଡୁର ତିରୁଚିରାପଲ୍ଲୀରେ ଶିଳାନ୍ୟାସ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 02nd, 12:30 pm
ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଜୀ ଏବଂ ଏହି ମାଟିର ସନ୍ତାନ ମୋର ସହଯୋଗୀ ଏଲ ମୁରୁଗନ ଜୀ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ତାମିଲନାଡୁର ମୋ ପରିବାର ସଦସ୍ୟ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ତିରୁଚିରାପଲ୍ଲୀରେ ୨୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଓ ଶିଳାନ୍ୟାସ
January 02nd, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।Kashi Tamil Sangamam furthers the spirit of 'Ek Bharat, Shrestha Bharat': PM Modi
December 17th, 06:40 pm
The Prime Minister, Shri Narendra Modi inaugurated the Kashi Tamil Sangamam 2023 in Varanasi, Uttar Pradesh today. Shri Modi flagged off the Kanyakumari – Varanasi Tamil Sangamam train and launched multi language and braille translations of Thirukkural, Manimekalai and other classic Tamil literature on the occasion. He also took a walkthrough of the exhibition and witnessed a cultural program. Kashi Tamil Sangamam aims to celebrate, reaffirm and rediscover the age-old links between Tamil Nadu and Kashi – two of the country’s most important and ancient seats of learning.କାଶୀ ତାମିଲ ସଙ୍ଗମମ୍ ୨୦୨୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
December 17th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀଠାରେ କାଶୀ ତାମିଲ ସଙ୍ଗମମ୍ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କନ୍ୟାକୁମାରୀ-ବାରଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟାନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷୀୟ ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ। ସେ ପ୍ରଦର୍ଶନୀରେ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। କାଶୀ ତାମିଲ ସଙ୍ଗମମ୍ ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର । ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ପୁନରୁଦ୍ଧାର ଏବଂ ପୁନଃ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି ।ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
December 04th, 11:56 am
ଥଣ୍ଡା ଆସିବାରେ ବିଳମ୍ବ ହେଉଛି ଏବଂ ବହୁତ ଧୀରେ ଧୀରେ ଆସୁଛି, କିନ୍ତୁ ରାଜନୈତିକ ଉତ୍ତାପ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତକାଲି ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି, ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ।Congress does not have development roadmap for Madhya Pradesh: PM Modi
November 09th, 11:26 am
The political landscape in Madhya Pradesh is buzzing as Prime Minister Narendra Modi takes centre-stage ahead of the assembly election. Today, the PM addressed a huge public gathering in Satna. PM Modi said, “Your one vote has done such wonders that the courage of the country’s enemies has shattered. Your one vote is going to form the BJP government here again. Your one vote will strengthen Modi in Delhi.”PM Modi addresses public meetings in Madhya Pradesh’s Satna, Chhatarpur & Neemuch
November 09th, 11:00 am
The political landscape in Madhya Pradesh is buzzing as Prime Minister Narendra Modi takes centre-stage with his numerous campaign rallies ahead of the assembly election. Today, the PM addressed huge public gatherings in Satna, Chhatarpur & Neemuch. PM Modi said, “Your one vote has done such wonders that the courage of the country’s enemies has shattered. Your one vote is going to form the BJP government here again. Your one vote will strengthen Modi in Delhi.”The soil of India creates an affinity for the soul towards spirituality: PM Modi
October 31st, 09:23 pm
PM Modi participated in the programme marking the culmination of Meri Maati Mera Desh campaign’s Amrit Kalash Yatra at Kartavya Path in New Delhi. Addressing the gathering, PM Modi said, Dandi March reignited the flame of independence while Amrit Kaal is turning out to be the resolution of the 75-year-old journey of India’s development journey.” He underlined that the 2 year long celebrations of Azadi Ka Amrit Mahotsav are coming to a conclusion with the ‘Meri Maati Mera Desh’ Abhiyan.PM participates in program marking culmination of Meri Maati Mera Desh campaign’s Amrit Kalash Yatra
October 31st, 05:27 pm
PM Modi participated in the programme marking the culmination of Meri Maati Mera Desh campaign’s Amrit Kalash Yatra at Kartavya Path in New Delhi. Addressing the gathering, PM Modi said, Dandi March reignited the flame of independence while Amrit Kaal is turning out to be the resolution of the 75-year-old journey of India’s development journey.” He underlined that the 2 year long celebrations of Azadi Ka Amrit Mahotsav are coming to a conclusion with the ‘Meri Maati Mera Desh’ Abhiyan.We should take a pledge to end evils, discrimination in society: PM Modi in Dwarka, Delhi
October 24th, 06:32 pm
PM Modi attended Ram Leela at Dwarka in Delhi and saw Ravan Dahan. Addressing on the occasion, the Prime Minister said that Vijaydashimi is a festival of victory of justice over injustice, of humility over arrogance and patience over anger. He said this is also a day of renewing pledges.ଦିଲ୍ଲୀର ଦ୍ୱାରକା ଠାରେ ବିଜୟା ଦଶମୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 24th, 06:31 pm
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜୟା ଦଶମୀ ହେଉଛି ଅନ୍ୟାୟ ଉପରେ ନ୍ୟାୟ, ଅହଂକାର ଉପରେ ନମ୍ରତା ଏବଂ କ୍ରୋଧ ଉପରେ ଧୈର୍ଯ୍ୟର ବିଜୟର ପର୍ବ । ଏହା ମଧ୍ୟ ପ୍ରତିଶ୍ରୁତି ନବୀକରଣର ଦିନ ବୋଲି ସେ କହିଛନ୍ତି ।ନୂଆଦିଲ୍ଲୀରେ ଆୟୋଜିତ ନବମ ଜି-୨୦ ସଂସଦୀୟ ଅଧ୍ୟକ୍ଷ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 13th, 11:22 am
୧୪୦ କୋଟି ଭାରତୀୟଙ୍କ ତରଫରୁ ମୁଁ ଜି-୨୦ ସଂସଦୀୟ ଅଧ୍ୟକ୍ଷ ସମ୍ମିଳନୀରେ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଏହି ସମ୍ମିଳନୀ ଏକ ପ୍ରକାରରେ ବିଶ୍ୱର ବିଭିନ୍ନ ସଂସଦୀୟ ପ୍ରଥାର ଏକ 'ମହାକୁମ୍ଭ' ବା ବିଶାଳ ସମାବେଶ। ଆପଣଙ୍କ ଭଳି ସମସ୍ତ ପ୍ରତିନିଧି ବିଭିନ୍ନ ସଂସଦର କାର୍ଯ୍ୟଶୈଳୀରେ ଅଭିଜ୍ଞ। ଏତେ ସମୃଦ୍ଧ ଗଣତାନ୍ତ୍ରିକ ଅନୁଭୂତି ନେଇ ଆପଣଙ୍କ ଭାରତ ଗସ୍ତ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆନନ୍ଦର ବିଷୟ ।ନବମ ଜି - ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦) କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 13th, 11:06 am
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଜି -୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହି ଶିଖର ସମ୍ମିଳନୀ ବିଶ୍ୱର ସମସ୍ତ ସଂସଦୀୟ ପ୍ରଥା ଗୁଡିକର ଏକ ‘ମହାକୁମ୍ଭ' ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଉପସ୍ଥିତ ସମସ୍ତ ପ୍ରତିନିଧି ବିଭିନ୍ନ ଦେଶର ସଂସଦୀୟ ଢାଞ୍ଚାର ଅଭିଜ୍ଞତା ରଖିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଜିର କାର୍ଯ୍ୟକ୍ରମରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ।ଜି-୨୦ ୟୁନିଭର୍ସିଟି କନେକ୍ଟ ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 26th, 04:12 pm
ଆସନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରିବା; ଆମେ ସେହି ଲୋକ ଯେଉଁମାନେ ଦେଶ ପାଇଁ ଜୀବନ ବଳିଦାନ ଦେବାର ସୁଯୋଗ ପାଇନାହୁଁ । ଭଗତ ସିଂହ, ସୁଖଦେବ, ଚନ୍ଦ୍ରଶେଖର ଓ ଆଜାଦଙ୍କୁ ଯେଉଁ ଭାଗ୍ୟ ମିଳିଥିଲା, ତାହା ଆମକୁ ମିଳିନଥିଲା। କିନ୍ତୁ ଆମେ ଭରତଙ୍କ ପାଇଁ ବଞ୍ଚିବାର ସୁଯୋଗ ପାଇଛୁ। ୧୦୦ ବର୍ଷ ପୁରୁଣାକୁ ଦେଖନ୍ତୁ ଏବଂ ୧୯୧୯, ୧୯୨୦, ୧୯୨୨, ୧୯୨୩, ୧୯୨୫ ମସିହାକୁ କଳ୍ପନା କରନ୍ତୁ । ସେହି ସମୟରେ ଯୁବକମାନେ ସ୍ଥିର କରିଥିଲେ ଯେ ଦେଶକୁ ମୁକ୍ତ କରିବା ପାଇଁ ଯାହା ବି କରିବାକୁ ପଡ଼ିବ ସେମାନେ କରିବେ। ସେମାନେ ଯାହା ବାଟ ପାଇବେ ତାହାକୁ ବ୍ୟବହାର କରିବେ। ଆଉ ସେହି ସମୟର ଯୁବକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ସେମାନଙ୍କ ବହିଗୁଡ଼ିକୁ ଆଲମାରୀରେ ବନ୍ଦ କରି ଦେଉଥିଲେ ଏବଂ ସେମାନେ ଜେଲ୍ ଯିବାକୁ ପସନ୍ଦ କରୁଥିଲେ। ସେମାନେ ଫାଶୀ ଦଣ୍ଡ ଭୋଗିବାକୁ ପସନ୍ଦ କରୁଥିଲେ। ସେମାନେ ନିଜ ପାଇଁ ଯାହା ବି ରାସ୍ତା ପାଊଥିଲେ, ସେହି ରାସ୍ତାରେ ଚାଲୁଥିଲେ। ପ୍ରାୟ ୧୦୦ ବର୍ଷ ପୂର୍ବେ ସାହସିକତା ଚରମ ସୀମାରେ ପହଞ୍ଚିଥିଲା; ବଳିଦାନର ବାତାବରଣ ସୃଷ୍ଟି ହେଲା; ମାତୃଭୂମି ପାଇଁ ମରିବାର ଇଚ୍ଛା ଦୃଢ଼ ହୋଇଗଲା; ଏବଂ ୨୫ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନ ହେଲା । ଏହା ଘଟିଲା କି ନାହିଁ ସାଥୀମାନେ, ସେମାନଙ୍କ ପ୍ରୟାସ ଯୋଗୁଁ ଏହା ଘଟିଛି କି ନାହିଁ? ସେହି ୨୫ ବର୍ଷ ମଧ୍ୟରେ ଯେଉଁ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ୧୯୪୭ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା।