ମହାକୁମ୍ଭ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାକୁମ୍ଭ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 18th, 01:05 pm

ମୁଁ ଏଠାରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଉପରେ ଏକ ବିବୃତ୍ତି ଦେବା ପାଇଁ ଉପସ୍ଥିତ ହୋଇଛି। ଏହି ସଦନ ମାଧ୍ୟମରେ, ମୁଁ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ମୋର ପ୍ରଣାମ ଜଣାଉଛି, ଯେଉଁମାନଙ୍କର ଅବଦାନ ଦ୍ୱାରା ମହାକୁମ୍ଭ ମେଳାର ସଫଳ ଆୟୋଜନ ହୋଇଥିଲା । ମହାକୁମ୍ଭର ସଫଳତା ସୁନିଶ୍ଚିତ କରିବାରେ ଅନେକ ବ୍ୟକ୍ତିମାନଙ୍କର ଅବଦାନ ରହିଛି । ମୁଁ ସରକାର, ସମାଜ ଏବଂ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଦେଶବ୍ୟାପୀ ଭକ୍ତ, ଉତ୍ତର ପ୍ରଦେଶର ଜନସାଧାରଣ ଏବଂ ବିଶେଷକରି ପ୍ରୟାଗରାଜର ନାଗରିକମାନଙ୍କୁ ମଧ୍ୟ ମୋର କୃତଜ୍ଞତା ଜଣାଉଛି।

କୁମ୍ଭମେଳାର ସଫଳ ସମାପନ ସଂପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

କୁମ୍ଭମେଳାର ସଫଳ ସମାପନ ସଂପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

March 18th, 12:10 pm

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାର ସଫଳ ସମାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେଇଥିଲେ। ଯେଉଁ ଅଗଣିତ ନାଗରିକଙ୍କ ଉଦ୍ୟମରେ କୁମ୍ଭମେଳାର ଭବ୍ୟ ସଫଳତା ମିଳିଥିଲା ସେମାନଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ମହାକୁମ୍ଭକୁ ସଫଳ କରିବାରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀର ସାମୂହିକ ଅବଦାନ ଉପରେ ଆଲୋକପାତ କରି ସେ ସରକାର, ସମାଜ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଶ୍ରଦ୍ଧାଳୁ, ବିଶେଷ କରି ଉତ୍ତରପ୍ରଦେଶବାସୀ ଏବଂ ପ୍ରୟାଗରାଜବାସୀଙ୍କ ଅମୂଲ୍ୟ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଥିଲେ।

PM Modi’s candid interaction with students on the Jayanti of Netaji Subhas Chandra Bose

PM Modi’s candid interaction with students on the Jayanti of Netaji Subhas Chandra Bose

January 23rd, 04:26 pm

On Parakram Diwas, PM Modi interacted with students in Parliament, discussing India’s goal of becoming a Viksit Bharat by 2047. The students highlighted Netaji Subhas Chandra Bose's inspiring leadership and his famous slogan, Give me blood, and I promise you freedom. PM Modi emphasized sustainability initiatives like electric buses to reduce the nation’s carbon footprint.

PM Modi interacts with students on Parakram Diwas

January 23rd, 03:36 pm

On Parakram Diwas, PM Modi interacted with students in Parliament, discussing India’s goal of becoming a Viksit Bharat by 2047. The students highlighted Netaji Subhas Chandra Bose's inspiring leadership and his famous slogan, Give me blood, and I promise you freedom. PM Modi emphasized sustainability initiatives like electric buses to reduce the nation’s carbon footprint.

Prime Minister pays homage to Netaji Subhas Chandra Bose

January 23rd, 08:53 am

On the occasion of Parakram Diwas today, the Prime Minister Shri Narendra Modi paid homage to Netaji Subhas Chandra Bose. He remarked that Netaji’s contribution to India’s freedom movement was unparalleled and he epitomised courage and grit.

ନିର୍ବାଚନ କମିଶନ ସମୟ-ସମୟରେ ମତଦାନ ପ୍ରକ୍ରିୟାକୁ ସୁଦୃଢ଼ କରିଛନ୍ତି : ମନ୍ କୀ ବାତ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ

January 19th, 11:30 am

In the 118th episode of Mann Ki Baat, PM Modi reflected on key milestones, including the upcoming 75th Republic Day celebrations and the significance of India’s Constitution in shaping the nation’s democracy. He highlighted India’s achievements and advancements in space sector like satellite docking. He spoke about the Maha Kumbh in Prayagraj and paid tributes to Netaji Subhas Chandra Bose.

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 16th, 10:15 am

୧୦୦ ବର୍ଷ ପୂର୍ବେ ହିନ୍ଦୁସ୍ତାନ ଟାଇମ୍ସକୁ ଉଦଘାଟନକୁ ପୂଜ୍ୟ ବାପୁ କରିଥିଲେ.... ସେମାନେ ଗୁଜୁରାଟୀ ଭାଷୀ ଥିଲେ ଏବଂ ୧୦୦ ବର୍ଷ ପରେ ଆପଣମାନେ ଆଉ ଜଣେ ଗୁଜରାଟୀଙ୍କୁ ଡାକିଛନ୍ତି । ଏହି ଐତିହାସିକ ଯାତ୍ରା ପାଇଁ ମୁଁ ହିନ୍ଦୁସ୍ତାନ ଟାଇମ୍ସକୁ ଅଭିନନ୍ଦନ ଜଣାଉଛି ଏବଂ ଯେଉଁମାନେ ୧୦୦ ବର୍ଷର ଯାତ୍ରାରେ ଏହା ସହିତ ଜଡ଼ିତ ଅଛନ୍ତି, ଯେଉଁମାନେ ନିଜର ଭାତହାଣ୍ଡି ଭାବି କାମ କରିଛନ୍ତି, ସଂଘର୍ଷ କରିଛନ୍ତି, ସଙ୍କଟର ସମ୍ମୁଖୀନ ହୋଇଛନ୍ତି ..., କିନ୍ତୁ ଅଟଳ ରହିଛନ୍ତି । ସେମାନେ ସମସ୍ତେ ଆଜି ଅଭିନନ୍ଦନର ଯୋଗ୍ୟ, ଅଭିନନ୍ଦନର ଯୋଗ୍ୟ। ଆପଣ ସମସ୍ତଙ୍କ ପାଇଁ ୧୦୦ ବର୍ଷର ଯାତ୍ରା ବହୁତ ବଡ ହୋଇଛି । ଆପଣମାନେ ସମସ୍ତେ ଏହି ଅଭିନନ୍ଦନ ପାଇବାକୁ ଯୋଗ୍ୟ ଏବଂ ମୁଁ ଆପଣମାନଙ୍କୁ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ଜଣାଉଛି । ଯେତେବେଳେ ମୁଁ ଏଠାକୁ ଆସିଥିଲି, ମୁଁ ପରିବାର ସଦସ୍ୟଙ୍କୁ ଭେଟିଥିଲି, କିନ୍ତୁ ମୋତେ ୧୦୦ ବର୍ଷର ଯାତ୍ରାର ଏକ ଚମତ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଥିଲା । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବି ଯେ ଯଦି ସମୟ ଅଛି, ତେବେ ସେଠାରେ କିଛି ସମୟ ବିତାନ୍ତୁ । ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ମୁଁ କହୁଛି ଏହା ଏକ ଅନୁଭୂତି । ଏମିତି ଲାଗୁଥିଲା ଯେମିତି ୧୦୦ ବର୍ଷର ଇତିହାସ ଆମ ଆଖି ସାମ୍ନାରେ ବିତିଗଲା । ମୁଁ ସେହି ଦିନର ଖବରକାଗଜ ଦେଖିଲି ଯାହା ଦେଶ ସ୍ୱାଧୀନ ହେବା ଏବଂ ସମ୍ବିଧାନ ଗ୍ରହଣ ହେବା ଦିନ ଛପା ଯାଇଥିଲା । ବହୁତ ବଡ ବଡ ଲେଖକ, ମହାନୁଭବ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ଲେଖୁଥିଲେ। ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ବାବୁ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡ. ଏମ୍.ଏସ୍ ସ୍ଵାମୀନାଥନ ଲେଖା ଆପଣଙ୍କ ଖବରକାଗଜକୁ ଉଜ୍ଜ୍ୱଳ କରିଛି । ପ୍ରକୃତରେ ଏକ ଲମ୍ବା ଯାତ୍ରା ପରେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ । ସ୍ୱାଧୀନତା ପାଇଁ ଲଢ଼େଇ ଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଆଶାର ଅଥଳ ତଳବିହୀନ ସମୁଦ୍ରର ଚଢ଼ିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିଛୁ। ଏହି ଯାତ୍ରା ନିଜେ ହିଁ ଅଭୂତପୂର୍ବ ଏବଂ ଏହା ଆଶ୍ଚର୍ଯ୍ୟଜନକ । ଅକ୍ଟୋବର ୧୯୪୭ରେ କଶ୍ମୀର ର ମିଶ୍ରଣ ପରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା ତାହା ମୁଁ ଆପଣଙ୍କ ଖବରକାଗଜ ରିପୋର୍ଟରେ ଅନୁଭବ କଲି | କିନ୍ତୁ ସେହି ମୁହୂର୍ତ୍ତରେ ମୁଁ ଏହା ମଧ୍ୟ ଅନୁଭବ କରିଥିଲି ଯେ କିପରି ୭ ଦଶନ୍ଧି ଧରି କାଶ୍ମୀରରେ ଅନିଶ୍ଚିତତା ପରିସ୍ଥିତି ହିଂସାରେ ଘେରି ରହିଥିଲା। ଆଜି ଆପଣଙ୍କ ଖବରକାଗଜ ଜମ୍ମୁ-କଶ୍ମୀରରେ ରେକର୍ଡ ଭୋଟିଂ ଭଳି ଖବର ପ୍ରକାଶ କରୁଛି, ଏହା ବିପରୀତ। ଗୋଟିଏ ପ୍ରକାରରେ ପ୍ରତ୍ୟେକ ଖବରକାଗଜକୁ ଏକ ପ୍ରକାର ଦେଖାଯିବ, ଆପଣଙ୍କ ଆଖି ସେଠାରେ ସ୍ଥିର ହୋଇଯିବ । ଗୋଟିଏ ପଟେ ଆସାମକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଖବର ଆସିଥିବା ବେଳେ ଅନ୍ୟପଟେ ଅଟଳଜୀ ବିଜେପିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ କେତେ ଖୁସିର କଥା ଯେ ବିଜେପି ଆଜି ଆସାମରେ ସ୍ଥାୟୀ ଶାନ୍ତି ଆଣିବାରେ ବଡ଼ ଭୂମିକା ଗ୍ରହଣ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ 2024କୁ ସମ୍ବୋଧିତ କରିଛନ୍ତି

November 16th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୁସ୍ତାନ ଟାଇମ୍ସକୁ ମହାତ୍ମା ଗାନ୍ଧୀ ୧୦୦ ବର୍ଷ ପୂର୍ବେ ଉଦଘାଟନ କରିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସ (ଏଚ୍ ଟି)ର ୧୦୦ ବର୍ଷର ଐତିହାସିକ ଯାତ୍ରା ଏବଂ ଏହାର ଉଦଘାଟନ ପରଠାରୁ ଏହା ସହ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ସେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ଏଚ୍ ଟିର ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ଶ୍ରୀ ମୋଦୀ କହିଥିଲେ ଯେ ଏହା ଏକ ଅନନ୍ୟ ଅନୁଭୂତି ଏବଂ ଏହା ପରିଦର୍ଶନ କରିବାକୁ ସମସ୍ତ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେହି ସମୟର ପୁରୁଣା ଖବରକାଗଜ ଦେଖିଛନ୍ତି ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା ଏବଂ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡକ୍ଟର ଏମ୍, ଏସ୍. ସ୍ୱାମୀନାଥନଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ହିନ୍ଦୁସ୍ତାନ ଟାଇମ୍ସ ପାଇଁ ନିବନ୍ଧ ଲେଖିଥିଲେ ବୋଲି ଶ୍ରୀ ମୋଦୀ ସ୍ୱୀକାର କରିଥିଲେ ।

ଅଷ୍ଟ୍ରିଆର ଭିଏନାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 10th, 11:00 pm

ତେବେ ମୁଁ ଆରମ୍ଭ କରିବି କି? ଅଷ୍ଟ୍ରିଆର ମହାମହିମ ଅର୍ଥନୀତି ଓ ଶ୍ରମ ମନ୍ତ୍ରୀ ମୋର ସମସ୍ତ ସାଥିମାନେ ପ୍ରବାସୀ ଭାରତୀୟ ମୋର ସମସ୍ତ ସାଥିମାନେ, ଭାରତର ସମସ୍ତ ବନ୍ଧୁ ଏବଂ ଶୁଭେଚ୍ଛୁ, ନମସ୍କାର ଆପଣ ସମସ୍ତଙ୍କୁ ନମସ୍କାର ।

ଅଷ୍ଟ୍ରିଆରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

July 10th, 10:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଏନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ । ସେଠାରେ ପହଞ୍ଚିବା ପରେ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଉତ୍ସାହ ଓ ସ୍ନେହର ସହ ସ୍ୱାଗତ କରାଯାଇଥିଲା। ଅଷ୍ଟ୍ରିଆର ଶ୍ରମ ଓ ଅର୍ଥନୀତି ମନ୍ତ୍ରୀ ମହାମହିମ ଶ୍ରୀ ମାର୍ଟିନ କୋଚର ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ।

Bengal's enthusiasm for democracy is commendable: PM in Malda Uttar

April 26th, 11:15 am

Prime Minister Narendra Modi addressed a huge public gathering in Malda Uttar, West Bengal. He urged people to participate in the ongoing elections. PM Modi emphasized the importance of every vote in strengthening democracy and upholding the Constitution.

PM Modi addresses a public meeting in Malda Uttar, West Bengal

April 26th, 10:46 am

Prime Minister Narendra Modi addressed a huge public gathering in Malda Uttar, West Bengal. He urged people to participate in the ongoing elections. PM Modi emphasized the importance of every vote in strengthening democracy and upholding the Constitution.

ପରାକ୍ରମ ଦିବସରେ ଭାରତବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 23rd, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରାକ୍ରମ ଦିବସରେ ଭାରତର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜାନୁଆରୀ ୨୩ ରେ ଲାଲ୍ କିଲ୍ଲାରେ ପରାକ୍ରମ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

January 22nd, 05:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୩ ତାରିଖ ସନ୍ଧ୍ୟା ସାଢେ ୬ ଟାରେ ଲାଲକିଲ୍ଲାଠାରେ ପରାକ୍ରମ ଦିବସ ସମାରୋହରେ ଯୋଗଦେବେ ।

ନୂଆଦିଲ୍ଲୀରେ ଅଧୀନମଙ୍କ ସହିତ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 27th, 11:31 pm

ସର୍ବପ୍ରଥମେ, ବିଭିନ୍ନ ଅଧୀନମ ସହିତ ଜଡ଼ିତ ଆପଣ ସମସ୍ତ ପୂଜ୍ୟ ସନ୍ଥମାନଙ୍କୁ ମଥାନତ କରି ଅଭିନନ୍ଦନ କରୁଛି । ଆଜି ମୋର ନିବାସ ସ୍ଥାନରେ ଆପଣଙ୍କ ଚରଣ ପଡ଼ିଛି, ଏହା ମୋ’ ପାଇଁ ବହୁତ ସୌଭାଗ୍ୟର କଥା ଅଟେ । ଏହା ଭଗବାନ ମୋ ପାଇଁ ବହୁତ ସୌଭାଗ୍ୟର କଥା ଅଟେ । ଏହା ଭଗବାନ ଶିବଙ୍କ କୃପା ଅଟେ ଯେଉଁ କାରଣରୁ ମୋତେ ଏକା ସହିତ ଆପଣ ସମସ୍ତ ଶିବ ଭକ୍ତମାନଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ମୋତେ ଏହି କଥା ଉପରେ ମଧ୍ୟ ବହୁତ ଖୁସି ଲାଗୁଛି ଯେ କାଲି ନୂଆ ସଂସଦ ଭବନକୁ ଲୋକାର୍ପଣ ସମୟରେ ଆପଣ ସମସ୍ତେ ସେଠାକୁ ଆସିଥିବା ଅତିଥିମାନଙ୍କୁ ଆଶୀର୍ବାଦ ଦେବେ ।

ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ କଲେ ଅଧୀନମଗଣ

May 27th, 09:14 pm

ଅଧୀନମଗଣଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ବିରାଟ ସୌଭାଗ୍ୟର ବିଷୟ ଏହି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ବିଜେ ହୋଇଛନ୍ତି । ଭଗବାନ ଶିବଙ୍କ କରୁଣାରୁ ଆଜି ଶିବଙ୍କ ଭକ୍ତମାନଙ୍କ ସହ ବାର୍ତ୍ତା ବିନିମୟ କରିବାକୁ ତାଙ୍କୁ ସୁଯୋଗ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧୀନମଗଣ ରବିବାର ୨୮ ତାରିଖ ଦିନ ସଂସଦର ନୂତନ ଭବନ ଉଦଘାଟନ କାଳରେ ରହି ସେମାନଙ୍କ ଆଶିଷ ବର୍ଷା କରିବାକୁ ଥିବାରୁ ସେ ଖୁସି ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ତାମିଲନାଡୁ ଥିଲା ଭାରତୀୟ ଜାତୀୟତାବାଦର ଦୁର୍ଗ । ତାମିଲ ଜନସାଧାରଣଙ୍କୁ ସବୁବେଳେ ମା’ ଭାରତୀଙ୍କ ସେବା ଦ୍ୱାରା ଅନୁପ୍ରାଣିତ । ସ୍ୱାଧୀନତା ପରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ତାମିଲମାନଙ୍କ ଅବଦାନ ଯଥାର୍ଥ ସ୍ୱୀକୃତି ଲାଭ କରି ନ ଥିବାରୁ ସେ ତାହାର ସମାଲୋଚନା କରିଥିଲେ । ବର୍ତ୍ତମାନ ଏହି ସମସ୍ୟାକୁ ପ୍ରଧାନ୍ୟ ଦିଆହେଉଛି ।

ନୂଆଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 12th, 11:00 am

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ସର୍ବଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ଆର୍ଯ୍ୟ ଜୀ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ଧରମାଲ ଆର୍ଯ୍ୟ ଜୀ, ଶ୍ରୀ ବିନୟ ଆର୍ଯ୍ୟ ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜି. କିଶନ ରେଡୀ ଜୀ, ମିନାକ୍ଷୀ ଲେଖି ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ସମସ୍ତ ପ୍ରତିନିଧିଗଣ, ଭାଇ ଏବଂ ଭଉଣୀମାନେ!

ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଉଦଘାଟିତ ସ୍ମାରକୀ ଲୋଗୋ ଉନ୍ମୋଚିତ

February 12th, 10:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୦୨-୨୦୨୩) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବର୍ଷବ୍ୟାପୀ ଦୁଇଶହତମ ଜୟନ୍ତୀ ପାଳନ ଉଦଘାଟନ କରିଛନ୍ତି । ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତର

February 09th, 02:15 pm

ରାଷ୍ଟ୍ରପତି ମହାଶୟାଙ୍କର ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଯେଉଁ ଚର୍ଚ୍ଚା ଚାଲୁ ରହିଛି । ସେହି ଚର୍ଚ୍ଚାରେ ସାମିଲ ହୋଇ ମୁଁ ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଆଦରପୂର୍ବକ ଧନ୍ୟବାଦ ଜଣାଉଛି । ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଅଭିନନ୍ଦନ ଜଣାଉଛି । ଆଦରଣୀୟ ସଭାପତି ମହାଶୟ, ଦୁଇଟି ଯାକ ସଦନକୁ ସମ୍ବୋଧନ କରି ସେ ବିକଶିତ ଭାରତର ଏକ ସ୍ୱତନ୍ତ୍ର ଏବଂ ବିକଶିତ ଭାରତର ସଂକଳ୍ପ ପାଇଁ ଏକ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

February 09th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବିକଶିତ ଭାରତ” ର ଦର୍ଶନ ଉପସ୍ଥାପନ କରି ଉଭୟ ଗୃହକୁ ମାର୍ଗଦର୍ଶନ କରିଥିବାରୁ ରାଷ୍ଟ୍ରପତି ଜୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହାର ଉତ୍ତର ପ୍ରଦାନ ଆରମ୍ଭ କରିଥିଲେ ।