ମନ୍ କି ବାତ୍ ର 51ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 30th, 11:30 am
2018ରେ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା “ଆୟୁଷ୍ମାନ ଭାରତ”ର ଶୁଭାରମ୍ଭ ହେଲା । ଦେଶର ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଂଚିଗଲା । ବିଶ୍ୱର ମାନ୍ୟଗଣ୍ୟ ସଂସ୍ଥା ଏହାକୁ ସ୍ୱୀକାର କରିଛନ୍ତି ଯେ, ଭାରତ ରେକର୍ଡ ଗତିରେ ଦାରିଦ୍ର୍ୟରୁ ମୁକ୍ତିଲାଭ କରୁଛି । ଦେଶବାସୀଙ୍କ ଦୃଢ଼ସଂକଳ୍ପ ଯୋଗୁଁ ସ୍ୱଚ୍ଛତା ଉକ୍ଟଙ୍ଖରକ୍ସବଶର 95 ପ୍ରତିଶତକୁ ପାର କରିବା ଦିଗରେ ଅଗ୍ରସର ହେଉଛି ।Congress’ "fatwa" that I should not begin rallies with "Bharat Mata Ki Jai” shows their disrespect for our Motherland: PM Modi
December 04th, 11:28 am
Prime Minister Narendra Modi today addressed two huge public meetings in Hanumangarh and Sikar in Rajasthan. PM Modi blasted the Congress leader for suggesting that the PM should not begin his rallies by saying ‘Bharat Mata Ki Jai.’ He said, “They should be ashamed of themselves for saying this and disrespecting our Motherland.”Don’t let the Congress come back to power: PM Modi in Rajasthan
December 04th, 11:26 am
Prime Minister Narendra Modi today addressed two huge public meetings in Hanumangarh and Sikar in Rajasthan. PM Modi blasted the Congress leader for suggesting that the PM should not begin his rallies by saying ‘Bharat Mata Ki Jai.’ He said, “They should be ashamed of themselves for saying this and disrespecting our Motherland.”ଆଇଏନଏସଭି ତାରିଣୀର ନାବିକ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ
May 23rd, 02:20 pm
ଆଇଏନଏସଭି ତାରିଣୀ ଜାହାଜରେ ସଫଳତା ପୂର୍ବକ ପୃଥିବୀ ପରିକ୍ରମା କରିସାରିଥିବା ଭାରତୀୟ ନୌସେନାର 6 ଜଣ ମହିଳା ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 20, 2017
October 20th, 07:23 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀଙ୍କ ଆକାଶବାଣୀ କାର୍ଯ୍ୟକ୍ରମ "ମନ୍ କି ବାତ୍”, 27.08.2017
August 27th, 11:36 am
ଏକପକ୍ଷରେ ଦେଶ ଉତ୍ସବର ପରିବେଶରେ ବୁଡ଼ି ରହିଛି ଏବଂ ଅନ୍ୟପକ୍ଷରେ ଭାରତର କୌଣସି କୋଣରୁ ଯେତେବେଳେ ହିଂସାକାଣ୍ଡର ଖବର ଆସୁଛି, ସେତେବେଳେ ଦେଶର ଚିନ୍ତା ମନରେ ଆସିବା ସ୍ୱାଭାବିକ । ଆମ ଦେଶ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶ; ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ । ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି ।