ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 10th, 03:14 pm
ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଗୁଜରାଟର ଲୋକପ୍ରିୟ ସ୍ମିତ ହାସ୍ୟ ଏବଂ ଦକ୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ ମହାଶୟ, ଗୁଜରାଟ ସରକାରରେ ଥିବା ମନ୍ତ୍ରୀଗଣ, ଉପସ୍ଥିତ ସାଂସଦ ଏବଂ ବିଧାୟକଗଣ, ସୁରଟର ମେୟର ଏବଂ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ସମସ୍ତ ସରପଂଚଗଣ, କୃଷି କ୍ଷେତ୍ରର ସମସ୍ତ ବିଶେଷଜ୍ଞ ସାଥୀ, ଆଉ ଭାରତୀୟ ଜନତା ପାର୍ଟି ଗୁଜରାଟ ପ୍ରଦେଶର ଅଧ୍ୟକ୍ଷ ଶ୍ରୀମାନ ସି.ଆର ପାଟିଲ ଆଉ ମୋର ସମସ୍ତ ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!PM addresses Natural Farming Conclave
July 10th, 11:30 am
PM Modi addressed a Natural Farming Conclave in Surat via video conferencing. The PM emphasized, “At the basis of our life, our health, our society is our agriculture system. India has been an agriculture based country by nature and culture. Therefore, as our farmer progresses, as our agriculture progresses and prospers, so will our country progress.”ଜୁଲାଇ ୧୦ରେ ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
July 09th, 10:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୦, ୨୦୨୨ ପୂର୍ବାହ୍ନ ୧୧.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେବେ ।