ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଚଳିତ ବର୍ଷ ବଜେଟରେ ହୋଇଥିବା ଆର୍ଥିକ ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ନିମନ୍ତେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

February 23rd, 10:47 am

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ପ୍ରଭାବି କାର୍ଯ୍ୟକାରିତା ନେଇ ଆୟୋଜିତ ୱେବିନାରରେ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇଛନ୍ତି ।

ସ୍ୱାସ୍ଥ୍ୟକ୍ଷେତ୍ରର ବଜେଟ ବ୍ୟବସ୍ଥାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 23rd, 10:46 am

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ପ୍ରଭାବି କାର୍ଯ୍ୟକାରିତା ନେଇ ଆୟୋଜିତ ୱେବିନାରରେ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇଛନ୍ତି ।

ବୈଭବ 2020 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

October 02nd, 06:21 pm

“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଅଧିକ ସଂଖ୍ୟକ ଯୁବପିଢ଼ି ବିଜ୍ଞାନ ପ୍ରତି ଆଗ୍ରହୀ ହୁଅନ୍ତୁ। ଏଥିପାଇଁ ଆମେ ସମସ୍ତେ ଇତିହାସର ବିଜ୍ଞାନ ଏବଂ ବିଜ୍ଞାନର ଇତିହାସ ବିଷୟରେ ଭଲ ଭାବେ ଅବଗତ ହେବାର ଆବଶ୍ୟକତା ରହିଛି ।” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଏବଂ ନିବାସୀ ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କୁ ନେଇ ଆୟୋଜିତ ଏକ ବୈଶ୍ୱିକ ଭର୍ଚୁଆଲ ସମ୍ମିଳନୀ –ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ)କୁ ଉଦଘାଟନ କରି ଏହା କହିଛନ୍ତି ।

ମିଳିତ ଜାତିସଂଘ ସାଧାରଣ ପରିଷଦର 75ତମ ଅଧିବେଶନ 2020ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ

September 26th, 06:47 pm

ମିଳିତ ଜାତିସଂଘର 75ତମ ବର୍ଷ ପୂର୍ତ୍ତି ଅବସରରେ, ମୁଁ ଭାରତର 130 କୋଟିରୁ ଅଧିକ ନାଗରିକଙ୍କ ପକ୍ଷରୁ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କୁ ଅନେକ ଅନେକ ବଧେଇ ଜଣାଉଛି । ଭାରତ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ମିଳିତ ଜାତିସଂଘର ସଂସ୍ଥାପନ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଆଜିର ଏହି ଐତିହାସିକ ଅବସରରେ ଆପଣମାନଙ୍କ ସମସ୍ତଙ୍କ ସମ୍ମୁଖରେ ଭାରତର 130 କୋଟି ନାଗରିକଙ୍କ ଭାବନା, ଏହି ବୈଶ୍ୱିକ ମଞ୍ଚ ଉପରୁ ବ୍ୟକ୍ତ କରିବା ନିମନ୍ତେ ମୁଁ ଉପସ୍ଥିତ ହୋଇଛି ।

ମିଳିତ ଜାତିସଂଘର ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି

September 26th, 06:40 pm

ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର “ସଂସ୍କାର” ଏବଂ “ପ୍ରତିକ୍ରିୟାରେ ପରିବର୍ତ୍ତନ” ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯଦି ଆମେମାନେ ବିଗତ 75 ବର୍ଷ ମଧ୍ୟରେ ମିଳିତ ଜାତିସଂଘର ଉପଲବ୍ଧିଗୁଡ଼ିକର ମୂଲ୍ୟାୟନ କରିବା, ତେବେ ଆମମାନଙ୍କୁ ଅନେକ ଉପଲବ୍ଧି ଦୃଶ୍ୟ ଅବଶ୍ୟ ହେବ । କିନ୍ତୁ ସେଥି ସହିତ ଅନେକ ଏଭଳି ଉଦାହରଣ ମଧ୍ୟ ମିଳିବ, ଯାହା ମିଳିତ ଜାତିସଂଘ ସମ୍ମୁଖରେ ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ଠିଆ କରିଛି।

​PM's interaction through PRAGATI

May 25th, 06:04 pm