ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି

December 22nd, 01:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମଲୀଳା ମୈଦାନରେ ମେଗା ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଭିଯାନକୁ ଆରମ୍ଭ କରିଛନ୍ତି । ଲୋକମାନଙ୍କ ସ୍ଲୋଗାନ ମଧ୍ୟରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ବିବିଧତାରେ ଏକତା ହେଉଛି ଭାରତର ପରିଚୟ । ରାମଲୀଳା ମୈଦାନ ହେଉଛି ଏକ ଐତିହାସିକ ସ୍ଥଳ । ପ୍ରଧାନମନ୍ତ୍ରୀ ମୋଦୀ ଅନଧିକୃତ କଲୋନୀର ନିବାସୀଙ୍କୁ କହିଲେ ଯେ , ମୁଁ ଆପଣମାନଙ୍କ ଚେହେରା ଉପରେ ଅନିଶ୍ଚିତତାର ସମାପ୍ତି ଦେଖିପାରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି

December 22nd, 01:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମଲୀଳା ମୈଦାନରେ ମେଗା ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଭିଯାନକୁ ଆରମ୍ଭ କରିଛନ୍ତି । ଲୋକମାନଙ୍କ ସ୍ଲୋଗାନ ମଧ୍ୟରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ବିବିଧତାରେ ଏକତା ହେଉଛି ଭାରତର ପରିଚୟ । ରାମଲୀଳା ମୈଦାନ ହେଉଛି ଏକ ଐତିହାସିକ ସ୍ଥଳ । ପ୍ରଧାନମନ୍ତ୍ରୀ ମୋଦୀ ଅନଧିକୃତ କଲୋନୀର ନିବାସୀଙ୍କୁ କହିଲେ ଯେ , ମୁଁ ଆପଣମାନଙ୍କ ଚେହେରା ଉପରେ ଅନିଶ୍ଚିତତାର ସମାପ୍ତି ଦେଖିପାରୁଛି ।

English rendering of Prime Minister’s reply to the Motion of thanks on President’s address in the Rajya Sabha on 26 June, 2019

June 26th, 02:01 pm

PM Modi replied to the motion of thanks on the President’s address, in Rajya Sabha. The Prime Minister said that the mandate of the 2019 Lok Sabha elections showcases the desire of the citizens for stability. He added that the trend of electing stable governments is now being seen in various States.

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

June 26th, 02:00 pm

ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଛନ୍ତି ।

Trinamool Congress believes in ‘Bhaag Karo, Shashon Karo’ (divide and rule) philosophy: PM Modi in Barrackpore

April 29th, 02:46 pm

At a huge public rally in West Bengal’s Barrackpore, PM Modi alleged that the ruling Trinamool Congress believed in ‘Bhaag Karo, Shashon Karo’ (pide and rule) philosophy, while the Bharatiya Janata Party believed in the mantra of ‘Ek Karo, Sheba Karo’ (Sabka Saath, Sabka Vikas, i.e, development for all).

Syndicate is flourishing under TMC misrule in West Bengal: PM Modi

April 29th, 02:45 pm

Prime Minister Narendra Modi addressed two rallies in West Bengal’s Sreerampur and Barrackpore today. Shri Modi took on the ruling Trinamool Congress for its mis-governance in the state and said that the people of West Bengal were supporting a stable and development oriented Bharatiya Janata Party in the ongoing Lok Sabha elections.

Modi is ready to risk his entire political career but will never let the country down: PM in Chittorgarh, Rajasthan

April 21st, 01:46 pm

At a rally in Chittorgarh, PM Modi said, “The past five years have seen what a strong, transparent and people centric government can do. Modi is ready to risk his entire political career but will never let the country down.”

Rajasthan has decided to firmly support the BJP again: PM Modi in Rajasthan

April 21st, 01:45 pm

Prime Minister Narendra Modi held two rallies in Rajasthan's Chittorgarh and Barmer. He criticised the Congress and asked people who were they willing to vote - Congress that weakens the country or a BJP that strengthens it. PM Modi said that India has stopped the policy of getting scared of Pakistan's threats.

People of Bengal have decided to give a clear defeat to the opportunistic politics of Didi: PM Modi

April 07th, 10:01 am

Prime Minister Narendra Modi addressed a major rally in Cooch Behar, West Bengal this morning. Criticising the TMC government of Bengal, PM Modi said, “Didi’s (Mamata Bannerjee) frustration and anger against me is a sign of her fading political influence in Bengal and the country and that is why she is abusing me and the BJP day in and out as she knows people of Bengal have rejected her opportunist politics.”

PM Modi addresses public meeting in Cooch Behar, West Bengal

April 07th, 10:00 am

Prime Minister Narendra Modi addressed a major rally in Cooch Behar, West Bengal this morning. Criticising the TMC government of Bengal, PM Modi said, “Didi’s (Mamata Bannerjee) frustration and anger against me is a sign of her fading political influence in Bengal and the country and that is why she is abusing me and the BJP day in and out as she knows people of Bengal have rejected her opportunist politics.”

ଆଗ୍ରାରେ ଉନ୍ନତ ଓ ଅଧିକ ସୁନିଶ୍ଚିତ ଜଳ ଯୋଗାଣ ପାଇଁ ଗଙ୍ଗାଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

January 09th, 02:21 pm

ଆଗ୍ରାରେ ବିକାଶ ଓ ପର୍ଯ୍ୟଟନ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆଜି ଆଗ୍ରା ସହର ଏବଂ ପାଶ୍ୱର୍ବର୍ତ୍ତୀ ଅଂଚଳ ପାଇଁ 2900 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ ।

ଆଗ୍ରାଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ରଖିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 09th, 02:21 pm

ମଂଚାସୀନ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ଜୀ, ଏଠାକାର ଲୋକପ୍ରିୟ ଏବଂ ଯଶସ୍ୱୀ, ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଆଦିତ୍ୟ ଯୋଗୀରାଜ ଜୀ, ଉପ ମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ଜୀ, ସଂସଦ ପ୍ରଫେସର ରାମଶଙ୍କର କଠରିଆ ଜୀ, ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହକର୍ମୀ ଡା. ମହେନ୍ଦ୍ର ପାଣ୍ଡେ ଜୀ, ଚୌଧୁରୀ ବାବୁଲାଲ ଜୀ, ଶ୍ରୀ ଅନିଲ ଜୈନ । ମଂଚାସୀନ ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି ଏବଂ ଆଗ୍ରାର ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ।

ସୋଲାପୁରଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କର ଉଦ୍ବୋଧନ

January 09th, 11:35 am

ମଞ୍ଚ ଉପରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ଏଠାକାର ଉର୍ଜ୍ଜାବାନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନୀତିନ ଗଡ଼କରୀ ମହାଶୟ, ସଂସଦରେ ମୋର ସମସ୍ତ ସାଥୀ, ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଧାୟକଗଣ ଆଉ ଏଠାକୁ ବିଶାଳ ସଂଖ୍ୟାରେ ଆସିଥିବା ଆପଣମାନେ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ସାଧାରଣ ବର୍ଗର ଗରିବଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ

January 09th, 11:31 am

ନାଗରିକତ୍ୱ ସଂଶୋଧନ ବିଲ ବିଷୟରେ ପ୍ରଧାନମନ୍ତ୍ରୀ ଆସାମ ଏବଂ ଉତ୍ତର ପୂର୍ବର ଲୋକମାନଙ୍କୁ ଆଶ୍ୱସ୍ତ ଦେଇଥିଲେ ଯେ ସେମାନଙ୍କ ଅଧିକାର ଏବଂ ସୁଯୋଗକୁ ସୁରକ୍ଷିତ ରଖାଯିବ । ସେ କହିଥିଲେ ଯେ ଏହି ବିଲ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ଭାରତ ମାତାର ପୁତ୍ର ଏବଂ କନ୍ୟାମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ମାର୍ଗକୁ ପ୍ରଶସ୍ତ କରୁଛି । ଇତିହାସର ଉତ୍ଥାନ ଏବଂ ପତନକୁ ଦେଖିବା ଆମର ଏହି ଭାଇ ଓ ଭଉଣୀମାନେ ଭାରତର ଏକ ଅଙ୍ଗ ହେବା ଲାଗି ଚାହୁଁଛନ୍ତି ।

"ପ୍ରଧାନମନ୍ତ୍ରୀ ଆସାମର ସିଲଚରରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି "

January 04th, 02:11 pm

ଆସାମର ସିଲଚରରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ନାଗରିକମାନଙ୍କୁ ପଞ୍ଚାୟତ ନିର୍ବାଚନରେ ସମର୍ଥନ ଲାଗି ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ,'' କିଛି ଦିନ ପୂର୍ବରୁ ହୋଇଥିବା ପଂଚାୟତ ନିର୍ବାଚନରେ ଆପଣମାନେ ଭାରତୀୟ ଜନତା ଦଳ ଏବଂ ଆମର ସହଯୋଗୀମାନଙ୍କ ବହୁତ ସମର୍ଥନ କରିଛନ୍ତି ।

Our Vision is of Act-East and Act-Fast on East, says PM Modi in Silchar

January 04th, 02:11 pm

Speaking in a public rally at Silchar, Assam, Prime Minister Shri Narendra Modi thanked the citizens of Assam for supporting in Panchayat elections. He said, “In the Panchayat elections that have taken place just a few days ago, you have also extended a lot of support to the Bharatiya Janata Party and our allies.”

I want to make it clear lynching is a crime, no matter the motive: PM Modi

August 11th, 11:06 am

In an interview to TOI, PM Modi explains why job creation is more than what’s reported, ‘mahagathbandhan’ is a mirage, how laws are getting friendlier for the honest and harsher on the dishonest, and the recent crackdown on mob violence