ବିକାଶ କାର୍ଯ୍ୟର ଶୁଭାରମ୍ଭ ଏବଂ ମହାରାଷ୍ଟ୍ରର ମୁମ୍ବାଇରେ ପିଏମ୍-ଏସଭିଏନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅନୁମୋଦିତ ଋଣ ସ୍ଥାନାନ୍ତର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 05:15 pm
ଆଜି ମୁମ୍ବାଇର ବିକାଶ ସହ ଜଡିତ ୪୦,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉତ୍ସର୍ଗ ଏବଂ ଏଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମୁମ୍ବାଇ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ, ଛତ୍ରପତି ଶିବାଜୀ ଟର୍ମିନାସର ଆଧୁନିକୀକରଣ, ରାସ୍ତାର ଉନ୍ନତି ପାଇଁ ଏକ ବୃହତ ପ୍ରକଳ୍ପ ଏବଂ ବାଲାସାହେବ ଠାକରେଙ୍କ ନାମରେ ଥିବା ଆପଲା ଦବାଖାନା ଖୋଲିବା; ଏହି ସବୁ ପ୍ରକଳ୍ପ ମୁମ୍ବାଇ ସହରର ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । କିଛି ସମୟ ପୂର୍ବରୁ ମୁମ୍ବାଇର ରାସ୍ତାକଡ ବିକ୍ରେତାମାନେ ମଧ୍ୟ ପିଏମ୍ ଏସଭିଏନିଧି ଅଧୀନରେ ଥିବା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇଥିଲେ । ମୁଁ ଏହିପରି ସମସ୍ତ ହିତାଧିକାରୀ ଏବଂ ପ୍ରତ୍ୟେକ ମୁମ୍ବାଇବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ମହାରାଷ୍ଟ୍ରର ମୁମ୍ବାଇରେ ପ୍ରାୟ ୩୮,୮୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପଦକ୍ଷେପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
January 19th, 05:05 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡିକ ମୁମ୍ବାଇକୁ ଏକ ଉନ୍ନତ ମହାନଗରରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ହିତାଧିକାରୀ ଏବଂ ମୁମ୍ବାଇବାସୀଙ୍କୁ ଅଭିନନ୍ଦନ ଜଣାଇଛି । ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଭାରତର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସାହସ ରହିଛି; ପ୍ରଧାନମନ୍ତ୍ରୀ ଭାରତର ପୂର୍ବ ଅବଧିକୁ ମନେ ପକାଇଥିଲେ ଯେଉଁଠାରେ କେବଳ ଦାରିଦ୍ର ବିଷୟରେ ଆଲୋଚନା କରାଯାଇଥିଲା ଏବଂ ବିଶ୍ୱରୁ ସହାୟତା ପାଇବା ଏକମାତ୍ର ବିକଳ୍ପ ଥିଲା । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଏହା ହେଉଛି ପ୍ରଥମ ଉଦାହରଣ ଯେତେବେଳେ ଭାରତର ସଂକଳ୍ପ ଉପରେ ବିଶ୍ୱ ବିଶ୍ୱାସ ଦେଖାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେହେତୁ ଭାରତୀୟମାନେ ଏକ ବିକଶିତ ଭାରତକୁ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି, ଭାରତ ପାଇଁ ମଧ୍ୟ ସମାନ ଆଶା ବିଶ୍ୱରେ ଦେଖିବାକୁ ମିଳୁଛି । ଏହା ସକରାତ୍ମକତା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱାସ ହେଉଛି ଯେ ଭାରତ ଏହାର ଦକ୍ଷତାକୁ ଭଲ ବ୍ୟବହାର କରୁଛି । ଆଜି ଭାରତ ଅଭୂତପୂର୍ବ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ପାଇ ଡବଲ ଇଞ୍ଜିନ ସରକାରରେ ସୁରଜ” ଏବଂ ସ୍ୱରାଜ” ର ଆବେଗ ଦୃଢ ଭାବରେ ସ୍ପଷ୍ଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ଡିଜିଟାଲ ଇଣ୍ଡିଆ ଅଭିଯାନର ୬ଷ୍ଠ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 01st, 11:01 am
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବିଶଙ୍କର ପ୍ରସାଦ ମହାଶୟ, ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ଡିଜିଟାଲ ଇଣ୍ଡିଆ ସମେତ ଭିନ୍ନ-ଭିନ୍ନ ପଦକ୍ଷେପ ସହିତ ସାମିଲ ମୋର ସମସ୍ତ ସାଥୀଗଣ, ଭାଇ ଓ ଭଉଣୀମାନେ ! ଡିଜିଟାଲ ଇଣ୍ଡିଆ ଅଭିଯାନର 6 ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା !‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
July 01st, 11:00 am
ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ଛଅ ବର୍ଷ ପୂରଣ ହେବା ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ।ନାସକମ୍ ଟେକ୍ନୋଲୋଜି ଓ ନେତୃତ୍ୱ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିaବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।ନାସ୍କମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 17th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିaବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।ନୂଆଦିଲ୍ଳୀ ଡିଜିଧନ ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 30th, 05:02 pm
Prime Minister Narendra Modi on Friday launched BHIM (Bharat Interface for Money)—an app that can be used by citizens for making digital transactions and payments. The app is part of an aggressive effort by the government to promote a less-cash economy. It enables users to make all forms of cashless payments using various digital modes, including debit/credit cards, USSD, UPI and Aadhaar-enabled payment system.Prime Minister Narendra Modi at 6th DigiDhan Mela in New Delhi's Talkatora Stadium
December 30th, 05:00 pm
PM Narendra Modi today attended Digi Dhan Mela in New Delhi. PM Modi launched the new Aadhar based BHIM App for making payments. PM Modi said, There was a time when an illiterate was called 'angutha chhap' but now, time has changed. Your thumb is your bank now. It has become your identity now. PM Modi said in addition to his role in making of the Constitution, Dr. Ambedkar was also a great economist. He said launch of the BHIM App is significant. The Prime Minister said mantra of Dr. Ambedkar was to work for the upliftment of the poor. And the biggest power of technology is that it can empower the poor.PM’s address at BJP Parliamentary meet in New Delhi, 16 December, 2016
December 16th, 07:37 pm
Prime Minister Shri Narendra Modi today addressed BJP MPs at a Parliamentary Party meet in New Delhi. PM Modi condemned the opposition parties for disrupting the Winter Session of Parliament. During his address, PM Modi said that when the government is working against corruption and black money the opposition is defending the corrupt.For us, the nation comes first: PM at BJP Parliamentary Meet
December 16th, 07:26 pm
Prime Minister Shri Narendra Modi today addressed BJP MPs at a Parliamentary Party meet in New Delhi. During his address, PM Modi condemned the opposition parties for disrupting the ongoing Winter Session of Parliament. PM Modi also asked BJP MPs to spread the message of demonetization to the people.ନୀତି ଆୟୋଗଙ୍କ ଦ୍ୱାରା ‘ଲକି ଗ୍ରାହକ ଯୋଜନା’, ‘ଡିଜି-ଧନ ବ୍ୟାପାର ଯୋଜନା’ର ଶୁଭାରମ୍ଭ
December 15th, 03:25 pm
Government has rolled out the Lucky Grahak Yojana and Digi Dhan Vyapar Yojana to promote cashless transactions. This will further incentivise digital payments and would be a big boost in the move towards cashless and corruption-free India. The scheme will become operational with the first draw on 25th December, 2016 (as a Christmas gift to the nation) leading up to a Mega Draw on Babasaheb Ambedkar Jayanti on 14th April 2017.