24 ଏବଂ 25 ଏପ୍ରିଲରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନାଗର ହାଭେଳି ଏବଂ ଡାମନ ଓ ଡିୟୁକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
April 21st, 03:02 pm
24 ଏପ୍ରିଲ ଦିନ ପ୍ରାୟ 11:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ପ୍ରାୟ 17,000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିବେ।ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ଗ୍ରାମସଭାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
April 24th, 11:31 am
ଜମ୍ମୁ କଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂହଜୀ, ଏହି ମାଟିର ସନ୍ତାନ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ଶ୍ରୀ କପିଳ ମାରେଶ୍ୱର ପାଟିଲଜୀ, ସଂସଦରେ ମୋର ସାଥୀ ଶ୍ରୀ ଯୁଗଳ କିଶୋରଜୀ, ଜମ୍ମୁ କଶ୍ମୀର ସହିତ ସମଗ୍ର ଦେଶରୁ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ସମସ୍ତ ଜନପ୍ରତିନିଧିଗଣ, ଭାଇ ଓ ଭଉଣୀଗଣ!ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ
April 24th, 11:30 am
ନୂଆଦିଲ୍ଲୀ, ୨୪-୪(ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗନେବାକୁ ଆଜି ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି । ଏହି ଅବସରରେ ସେ ସାମ୍ବା ଜିଲ୍ଲାର ପାଲ୍ଲିଗ୍ରାମ ଗସ୍ତ କରି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ସବୁ ଗ୍ରାମସଭାକୁ ସମ୍ବୋଧିଥ କରିଥିଲେ । ସେ ମଧ୍ୟ ଆଜି ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଜାମ୍ମୁ-କାଶ୍ମୀରରେ ସମଗ୍ର ଦେଶ ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଡକ୍ଟର ଜିତେନ୍ଦ୍ର ସିଂହ ଓ କପିଳ ଯୋଗେଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 24th, 09:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ପଞ୍ଚାୟତ ହେଉଛି ଭାରତୀୟ ଗଣତନ୍ତ୍ରର ସ୍ତମ୍ଭ ।PM to launch physical distribution of Property Cards under the SVAMITVA Scheme on 11th October
October 09th, 01:31 pm
In a historic move set to transform rural India and empower millions of Indians, PM Narendra Modi will launch the physical distribution of Property Cards under the SVAMITVA Scheme on 11th October. The launch will enable around one lakh property holders to download their Property Cards through the SMS link delivered on their mobile phones.