India’s GDP Soars: A Win For PM Modi’s GDP plus Welfare
December 01st, 09:12 pm
Exceeding all expectations and predictions, India's Gross Domestic Product (GDP) has demonstrated a remarkable annual growth of 7.6% in the second quarter of FY2024. Building on a strong first-quarter growth of 7.8%, the second quarter has outperformed projections with a growth rate of 7.6%. A significant contributor to this growth has been the government's capital expenditure, reaching Rs. 4.91 trillion (or $58.98 billion) in the first half of the fiscal year, surpassing the previous year's figure of Rs. 3.43 trillion.ଟୋକିଓରେ ବ୍ୟବସାୟିକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
May 23rd, 04:12 pm
ଏହି କାର୍ଯ୍ୟକ୍ରମରେ ୩୪ ଟି ଜାପାନୀ କମ୍ପାନୀର ଶୀର୍ଷ କାର୍ଯ୍ୟର୍ନିବାହୀ ଏବଂ ସିଇଓ ଅଂଶଗ୍ରହଣ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଭାରତରେ ନିବେଶ ଏବଂ ବ୍ୟବସାୟ ରହିଛି । କମ୍ପାନୀଗୁଡିକ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଷ୍ଟିଲ୍, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସହିତ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ । ଜାପାନ ଓ ଭାରତର ପ୍ରମୁଖ ବ୍ୟବସାୟିକ ସଂଗଠନ ଯଥା କେଇଡାନରେନ, ଜାପାନର ବାହ୍ୟ ବାଣିଜ୍ୟ ସଂଗଠନ (ଜେଇଟିଆରଓ), ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂଗଠନ (ଜେଆଇସିଏ), ଜାପାନ ବ୍ୟାଙ୍କ ଅଫ୍ ଇଣ୍ଟରନେସନାଲ କୋପରେସନ (ଜେବିଆଇସି), ଜାପାନ-ଭାରତ ବ୍ୟବସାୟ ପରାମର୍ଶଦାତା କମିଟି (ଜେଆଇବିସିସି) ଏବଂ ଇନଭେଷ୍ଟ ଇଣ୍ଡିଆ ଏହି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ।ଅଖିଳ ଭାରତ ମେୟର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଉଦ୍ବୋଧନ
December 17th, 05:32 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ତଥା ଜନସାଧାରଣଙ୍କ ଉପଯୋଗୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଶ୍ରୀ ଆଶୁତୋଷ ଟଣ୍ଡନଜୀ, ନୀଳକଣ୍ଠ ତିୱାରୀଜୀ, ଅଖିଳ ଭାରତ ମେୟର ପରିଷଦର ଅଧ୍ୟକ୍ଷ ଶ୍ରୀ ନବୀନ ଜୈନଜୀ, କାଶରୀରେ ଉପସ୍ଥିତ ଏବଂ ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମସ୍ତ ମେୟର ସାଥୀଗଣ, ଅନ୍ୟ ମହାନୁଭବଗଣ, ଭାଇ ଏବଂ ଭଉଣୀଗଣ,ସର୍ବଭାରତୀୟ ମେୟର ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ମହାନଗରୀଗୁଡିକୁ ଅଧିକ ଜୀବନ୍ତ କରିବାକୁ ମେୟରମାନେ ଅନେକ ପଦକ୍ଷେପ ନେଇପାରିବେ
December 17th, 10:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସର୍ବଭାରତୀୟ ମେୟର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ଉପସ୍ଥିତ ଥିଲେ ।We will have to live up to the 'Sonar Bangla' dream of Gurudev Tagore, Netaji Bose and Swami Vivekananda: PM Modi in Purulia
March 18th, 11:01 am
PM Modi addressed a public rally in Purulia ahead of the West Bengal Assembly elections 2021 and accused Mamata Banerjee-led Trinamool Congress for supporting Maoists. Addressing a massive rally, PM Modi attacked Didi's 'Khela hobe' slogan by saying, while Didi says ‘Khela hobe', BJP says ‘Vikas Hobey.’ He also accused TMC government of playing politics of appeasement, saying that the TMC will be punished for 10 years of misrule.PM Modi addresses public meeting in Purulia, West Bengal
March 18th, 11:00 am
PM Modi addressed a public rally in Purulia ahead of the West Bengal Assembly elections 2021 and accused Mamata Banerjee-led Trinamool Congress for supporting Maoists. Addressing a massive rally, PM Modi attacked Didi's 'Khela hobe' slogan by saying, while Didi says ‘Khela hobe', BJP says ‘Vikas Hobey.’ He also accused TMC government of playing politics of appeasement, saying that the TMC will be punished for 10 years of misrule.ଘରୋଇକରଣ ଏବଂ ସମ୍ପତି ମୁଦ୍ରାୟନ ଉପରେ ଅନୁଷ୍ଠିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 24th, 05:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 24th, 05:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।Better connectivity benefits tourism sector the most: PM Modi
December 07th, 12:21 pm
PM Narendra Modi on Monday inaugurated the construction of the Agra metro project via video conferencing. He said Agra has always had a very ancient identity but now with new dimensions of modernity, the city has joined the 21st century. He added in the six years after 2014, more than 450km of metro lines have become operational in the country and about 1000km of metro lines are in progress.PM inaugurates construction work of Agra Metro project in Agra
December 07th, 12:20 pm
PM Narendra Modi on Monday inaugurated the construction of the Agra metro project via video conferencing. He said Agra has always had a very ancient identity but now with new dimensions of modernity, the city has joined the 21st century. He added in the six years after 2014, more than 450km of metro lines have become operational in the country and about 1000km of metro lines are in progress.India is committed to provide 'ease of doing business' to its youth, so they can focus on bringing ‘ease of living’ to the countrymen: PM
November 07th, 11:00 am
PM Modi addressed convocation ceremony of IIT Delhi via video conferencing. In his remarks, PM Modi said that quality innovation by the country's youth will help build 'Brand India' globally. He added, COVID-19 has taught the world that while globalisation is important, self reliance is also equally important. We are now heavily focussed on ease of doing business in India so that youth like you can bring transformation to our people’s lives.ଆଇଆଇଟି ଦିଲ୍ଲୀର 51ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 07th, 10:59 am
ଆଇଆଇଟିର ସଦ୍ୟ ସ୍ନାତକ ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନେ ଦେଶର ଆବଶ୍ୟକତାକୁ ଚିହ୍ନଟ କରି ତାହାର ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବଦ୍ୟାର୍ଥୀମାନେ ସାଧାରଣ ମଣିଷର ଆଶା ଆକାଂକ୍ଷାକୁ ଚିହ୍ନଟ କରି ଆତ୍ମନିର୍ଭର ଭାରତ ଗଠନ ପରିପ୍ରେକ୍ଷୀରେ ସେ ଦିଗରେ କାର୍ଯ୍ୟ କରିବା ଉଚିତ । ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।