ବଜେଟ ପରବର୍ତ୍ତୀ ‘ସବୁଜ ଅଭିବୃଦ୍ଧି’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମର୍ମାନୁବାଦ
February 23rd, 10:22 am
୨୦୧୪ ମସିହା ପରଠାରୁ ଭାରତର ସମସ୍ତ ବଜେଟରେ ଗୋଟିଏ ଲେଖାଏଁ ଢାଞ୍ଚା ରହିଛି । ସେବେଠାରୁ ଆମ ସରକାରଙ୍କ ପ୍ରତ୍ୟକ ବଜେଟରେ ନୂତନ ବର୍ଷର ସଂସ୍କାର ସହ ବର୍ତ୍ତମାନର ଆହ୍ୱାନଗୁଡ଼ିକର ମୁକାବିଲା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ଭାରତୀୟ ସବୁଜ ଅଭିବୃଦ୍ଧି ଓ ଶକ୍ତିର ଅବସ୍ଥାନ୍ତର ଦେଇ ତିନିଟି ମୁଖ୍ୟ ସ୍ତମ୍ଭ ରହିଛି । ପ୍ରଥମ ହେଲା ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି, ଦ୍ୱିତୀୟରେ ଆମ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ଓ ତୃତୀୟତରେ ଦେଶ ମଧ୍ୟରେ ଦ୍ରୁତ ଗତିରେ ଗ୍ୟାସଭିତ୍ତିକ ଅର୍ଥନୀତି ସହ ଆଗକୁ ବଢ଼ିବା । ସେ ଇଥାନଲ ମିଶ୍ରଣ ହେଉ ବା ପିଏମ କୁସୁମ ଯୋଜନା, ସୌର ଶକ୍ତି ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ଶକ୍ତି ଯୋଜନା, କୋଇଲା ବାଷ୍ପୀକରଣ ବା ବ୍ୟାଟେରୀ ଭଣ୍ଡାରଣ ଏହି ରଣନୀତି ସ୍ୱରୂପ ପରସ୍ପର ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମାନ ହୋଇଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଶିଳ୍ପ ପାଇଁ ସବୁଜ ଋଣ ଓ ଚାଷୀମାନଙ୍କ ନିମନ୍ତେ ପିଏମ ପ୍ରଣାମ ଯୋଜନାର ପରିକଳ୍ପନା କରାଯାଇଛି । ଗ୍ରାମାଞ୍ଚଳ ନିମନ୍ତେ ଗୋବର୍ଦ୍ଧନ ଯୋଜନା କରାଯାଇଥିବା ବେଳେ ସହରାଞ୍ଚଳ ନିମନ୍ତେ ରଦି ଯାନବାହନ ନୀତି ଘୋଷଣା କରାଯାଇଛି । ସବୁଜ ଉଦଜାନ ଓ ଆର୍ଦ୍ରଭୂମି ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ବଜେଟରେ ସବୁଜ ଅଭିବୃଦ୍ଧି ପାଇଁ ବ୍ୟବସ୍ଥା ଗୋଟିଏ ପକ୍ଷରେ କହିବାକୁ ଗଲେ ଆମ ଭାବୀ ବଂଶଧରମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ଭିତ୍ତିଭୂମି ରଖିବ ।ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ ଉଦ୍ବୋଧନ ଦେଇଛନ୍ତି । ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ । ୨୦୨୩ ବଜେଟ୍ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି ।ଶ୍ରୀନଗରଠାରେ କୃଷ୍ଣଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 19th, 03:01 pm
ମଞ୍ଚ ଉପରେ ଉପସ୍ଥିତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ଏନ୍. ଏନ୍. ଭୋରା ମହାଶୟ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମହାଶୟା, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତିନ ଗଡ଼କରୀ ମହାଶୟ, ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଆର୍. କେ. ସିଂହ ମହାଶୟ, ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ କବିନ୍ଦ୍ର ଗୁପ୍ତା ମହାଶୟ, ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀମାନ ସୁନୀଲ କୁମାର ଶର୍ମା ମହାଶୟ, ବିଧାନସଭାର ଉପ-ବାଚସ୍ପତି ଶ୍ରୀ ନଜିର ଅହମଦ ଖାନ୍ ମହାଶୟ, ସାଂସଦ ଏବଂ ଦେଶର ବରିଷ୍ଠ ନେତା ଆଦରଣୀୟ ଡକ୍ଟର ଫାରୁକ୍ ଅବଦୁଲ୍ଲା ମହାଶୟ, ସାଂସଦ ଶ୍ରୀମାନ ମୁଜାଫର ହୁସେନ ବେଗ୍ ମହାଶୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଓ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରକୁ ସମର୍ପିଲେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ
May 19th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏକ ସମାରୋହରେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।Our aim is to empower and transform lives of people across the country: PM Modi
October 18th, 12:59 pm
PM Modi addressed a public meeting in Himachal Pradesh. While speaking at the event, Shri Modi stated that the valour of our armed forces could not be forgotten and the entire country has been discussing that. The PM noted OROP that was pending for over forty years have been implemented by the NDA Government and benefitted several ex-servicemen. He remarked that today at Centre there was a Government dedicated to development of the country. PM Modi said that when NDA Government came to power, it initiated several stalled projects worth crores of rupees.PM Modi addresses Parivartan Rally in Mandi, Himachal Pradesh
October 18th, 12:58 pm
PM Narendra Modi addressed a public meeting in Himachal Pradesh. He launched 3 hydro projects. The Prime Minister highlighted several initiatives of the Central Government aimed at empowering and transforming lives of people across the country. The Prime Minister noted OROP that was pending for over 40 years have been implemented by the NDA Government and benefited several ex-servicemen.